• Latest
  • Trending
ଓ୍ବାନ ନେସନ ଓ୍ବାନ ଇଲେକସନକୁ କ୍ୟାବିନେଟ ମଂଜୁରି

ଓ୍ବାନ ନେସନ ଓ୍ବାନ ଇଲେକସନକୁ କ୍ୟାବିନେଟ ମଂଜୁରି

Sep-18-2024 03:21 PM IST
ନୀତିନ ନବୀନ ଭବିଷ୍ୟତ ଅଧ୍ୟକ୍ଷ ହେବା ନିଶ୍ଚିତ!

ନୀତିନ ନବୀନ ଭବିଷ୍ୟତ ଅଧ୍ୟକ୍ଷ ହେବା ନିଶ୍ଚିତ!

Dec-16-2025 04:28 AM IST
OTET ପରୀକ୍ଷା ସମୟରେ ପରିବର୍ତ୍ତନ, ୩୦ ମିନିଟ୍ ଘୁଞ୍ଚିଲା ପେପର-୨ ସମୟ

OTET ପରୀକ୍ଷା ସମୟରେ ପରିବର୍ତ୍ତନ, ୩୦ ମିନିଟ୍ ଘୁଞ୍ଚିଲା ପେପର-୨ ସମୟ

Dec-16-2025 04:15 AM IST

ନୂଆଦିଲ୍ଲୀରେ ବିଜେପି କାର୍ଯ୍ୟକାରୀ ସଭାପତି ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Dec-16-2025 04:09 AM IST
ନୂଆଦିଲ୍ଲୀରେ ବିଜେପି କାର୍ଯ୍ୟକାରୀ ସଭାପତି ନିତିନ ନବୀନଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀରେ ବିଜେପି କାର୍ଯ୍ୟକାରୀ ସଭାପତି ନିତିନ ନବୀନଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

Dec-16-2025 04:05 AM IST

କ’ଣ ରହିଛି ଆଜିର ରାଶିଫଳ

Dec-16-2025 04:02 AM IST
ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ

ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ

Dec-15-2025 09:25 AM IST
ବର୍ଦ୍ଧିତ ଦରମା ନେଇ ନବୀନଙ୍କ ବୟାନ ଏକ  ‘ରାଜନୈତିକ ଡ୍ରାମା’ !

ବର୍ଦ୍ଧିତ ଦରମା ନେଇ ନବୀନଙ୍କ ବୟାନ ଏକ  ‘ରାଜନୈତିକ ଡ୍ରାମା’ !

Dec-15-2025 07:08 AM IST
ରାମଲୀଳା ମଇଦାନରେ ଭୋଟ ଚୋରି ରାଲି: କଂଗ୍ରେସକୁ ବିଜେପିର କଡ଼ା ଜବାବ

ରାମଲୀଳା ମଇଦାନରେ ଭୋଟ ଚୋରି ରାଲି: କଂଗ୍ରେସକୁ ବିଜେପିର କଡ଼ା ଜବାବ

Dec-15-2025 06:58 AM IST
କଣ ରହିଛି ଆଜିର ରାଶିଫଳ

କଣ ରହିଛି ଆଜିର ରାଶିଫଳ

Dec-15-2025 06:24 AM IST
ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ହରାଇଲା ଭାରତ

ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ହରାଇଲା ଭାରତ

Dec-15-2025 06:15 AM IST
  • About
  • Careers
  • Contact Us
Tuesday, December 16, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଓ୍ବାନ ନେସନ ଓ୍ବାନ ଇଲେକସନକୁ କ୍ୟାବିନେଟ ମଂଜୁରି

One Nation One Election cleared by Union Cabinet

by M M
Sep-18-2024 03:21 PM IST
in ଦେଶ ବିଦେଶ, ବଡ଼ ଖବର
0
ଓ୍ବାନ ନେସନ ଓ୍ବାନ ଇଲେକସନକୁ କ୍ୟାବିନେଟ ମଂଜୁରି
491
SHARES
1.4k
VIEWS
Share on FacebookShare on Twitter

ଓ୍ବାନ ନେସନ ଓ୍ବାନ ଇଲେକସନକୁ କ୍ୟାବିନେଟ ମଂଜୁରି ।  କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ ଏବଂ ଏକ ଉଚ୍ଚସ୍ତରୀୟ କମିଟି ନିକଟରେ ଦାଖଲ ହୋଇଥିବା ଏହି ରିପୋର୍ଟକୁ ସରକାର ଗ୍ରହଣ କରିଛନ୍ତି । ଓ୍ବାନ ନେସନ ଓ୍ବାନ ଇଲେକସନ ଲାଗି  କମିଟିର ନେତୃତ୍ବ ନେଇଥିଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତବର୍ଷ ସେପ୍ଟେମ୍ବରରେ ଗଠିତ ହୋଇଥିଲା ଏହି କମିଟି । କମିଟି କହିବା ଅନୁସାରେ  ପ୍ରତ୍ୟେକ ନିର୍ବାଚନ ଆୟୋଜନ କରିବାରେ ବହୁତ  ଆର୍ଥିକ ବ୍ୟୟ ହୁଏ। ତାହା ହେବ ନାହିଁ । ବ୍ୟୟ କମିବ । ଲକ୍ଷ ଲକ୍ଷ କୋଟି ଖର୍ଚ ହେଉଛି ନିର୍ବାଚନରେ । କଳାବଜାରୀ ରୋକିବ ।  ବିଭିନ୍ନ ନିର୍ବାଚନ ଗୋଟିଏ ଧାରାରେ କରାଗଲେ ରାଜ୍ୟ ଓ କେନ୍ଦ୍ର ସରକାର କାମ କରିବାକୁ ଅଧିକ ସମୟ ପାଇବେ । ନିର୍ବାଚନ ପାଇଁ ସମୟ ନଷ୍ଟ ହେଉଛି ।   ଲୋକସଭା ଓ ବିଧାନସଭା ନିର୍ବାଚନରେ ସମାଜରେ ମତ ବିଭାଜନ ହେଉଛି ହିଂସା ଅଧିକ ହେଉଛି । ସମୟରେ ନିର୍ବାଚନ ହେବାରୁ ପ୍ରଶାସନ କର୍ମଚାରୀମାନଙ୍କୁ ବାରମ୍ବାର ନିର୍ବାଚନୀ କାର୍ଯ୍ୟରେ ଲାଗିବାକୁ ପଡେ। ଶିକ୍ଷାଦାନ ବ୍ୟାହନ ହୁଏ । ଏକିକୃତ ନିର୍ବାଚନ କରିଲେ ଏହି ପ୍ରକ୍ରିୟା ସହଜ ହୋଇ ପ୍ରଶାସନୀକ ସାମର୍ଥ୍ୟରେ ବୃଦ୍ଧି ଆସିବ। ତେବେ ବିରୋଧ କହିବା କଥା  ଲୋକସଭା ଓ ବିଧାନସଭା ନିର୍ବାଚନ ହେଲେ, ଜଣସାଧାରଣର ଧ୍ୟାନ କେନ୍ଦ୍ର ସରକାର ଉପରେ ଅଧିକ ରହିପାରେ ଓ ସ୍ଥାନୀୟ ନିର୍ବାଚନୀ ମୁଦ୍ଦାଗୁଡ଼ିକ ଅବହେଳିତ ହୋଇପାରେ। ରାଜ୍ୟ ଓ କେନ୍ଦ୍ରର ନିର୍ବାଚନ ଏକେ ସମୟରେ ହେବା ନିମନ୍ତେ ବିଭିନ୍ନ ସାଂବିଧାନିକ ପରିବର୍ତ୍ତନ ଆବଶ୍ୟକ। ଏହା ସମ୍ବିଧାନର ମୂଳ ଧାରାକୁ ପ୍ରଭାବିତ କରିପାରେ ଓ ବିଭିନ୍ନ ରାଜ୍ୟର ସ୍ଵାଧୀନତାକୁ ବି ଚାପ ଦେଇପାରେ।   ରାଜ୍ୟର ସ୍ୱତନ୍ତ୍ର ରାଜନୀତିକ ଚର୍ଚ୍ଚାକୁ ଶିଥିଳ କରିପାରେ।

Share196Tweet123
M M

M M

ଆଜିର ପାଗ

Bhubaneswar
December 16, 2025, 9:00 AM
 
N
Clear sky
21°C
0.6 m/s
Apparent: 18°C
Pressure: 1016 mb
Humidity: 83%
Winds: 0.6 m/s N
Windgusts: 3.3 m/s
UV-Index: 0
Precip.: 0mm /0% / Rain
Sunrise: 6:14 AM
Sunset: 5:09 PM
© 2025 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ନୀତିନ ନବୀନ ଭବିଷ୍ୟତ ଅଧ୍ୟକ୍ଷ ହେବା ନିଶ୍ଚିତ!

ନୀତିନ ନବୀନ ଭବିଷ୍ୟତ ଅଧ୍ୟକ୍ଷ ହେବା ନିଶ୍ଚିତ!

December 16, 2025
OTET ପରୀକ୍ଷା ସମୟରେ ପରିବର୍ତ୍ତନ, ୩୦ ମିନିଟ୍ ଘୁଞ୍ଚିଲା ପେପର-୨ ସମୟ

OTET ପରୀକ୍ଷା ସମୟରେ ପରିବର୍ତ୍ତନ, ୩୦ ମିନିଟ୍ ଘୁଞ୍ଚିଲା ପେପର-୨ ସମୟ

December 16, 2025

ନୂଆଦିଲ୍ଲୀରେ ବିଜେପି କାର୍ଯ୍ୟକାରୀ ସଭାପତି ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

December 16, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom