• Latest
  • Trending
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Nov-30-2025 01:12 PM IST
ନୀତିନ ନବୀନ ଭବିଷ୍ୟତ ଅଧ୍ୟକ୍ଷ ହେବା ନିଶ୍ଚିତ!

ନୀତିନ ନବୀନ ଭବିଷ୍ୟତ ଅଧ୍ୟକ୍ଷ ହେବା ନିଶ୍ଚିତ!

Dec-16-2025 04:28 AM IST
OTET ପରୀକ୍ଷା ସମୟରେ ପରିବର୍ତ୍ତନ, ୩୦ ମିନିଟ୍ ଘୁଞ୍ଚିଲା ପେପର-୨ ସମୟ

OTET ପରୀକ୍ଷା ସମୟରେ ପରିବର୍ତ୍ତନ, ୩୦ ମିନିଟ୍ ଘୁଞ୍ଚିଲା ପେପର-୨ ସମୟ

Dec-16-2025 04:15 AM IST

ନୂଆଦିଲ୍ଲୀରେ ବିଜେପି କାର୍ଯ୍ୟକାରୀ ସଭାପତି ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Dec-16-2025 04:09 AM IST
ନୂଆଦିଲ୍ଲୀରେ ବିଜେପି କାର୍ଯ୍ୟକାରୀ ସଭାପତି ନିତିନ ନବୀନଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀରେ ବିଜେପି କାର୍ଯ୍ୟକାରୀ ସଭାପତି ନିତିନ ନବୀନଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

Dec-16-2025 04:05 AM IST

କ’ଣ ରହିଛି ଆଜିର ରାଶିଫଳ

Dec-16-2025 04:02 AM IST
ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ

ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ

Dec-15-2025 09:25 AM IST
ବର୍ଦ୍ଧିତ ଦରମା ନେଇ ନବୀନଙ୍କ ବୟାନ ଏକ  ‘ରାଜନୈତିକ ଡ୍ରାମା’ !

ବର୍ଦ୍ଧିତ ଦରମା ନେଇ ନବୀନଙ୍କ ବୟାନ ଏକ  ‘ରାଜନୈତିକ ଡ୍ରାମା’ !

Dec-15-2025 07:08 AM IST
ରାମଲୀଳା ମଇଦାନରେ ଭୋଟ ଚୋରି ରାଲି: କଂଗ୍ରେସକୁ ବିଜେପିର କଡ଼ା ଜବାବ

ରାମଲୀଳା ମଇଦାନରେ ଭୋଟ ଚୋରି ରାଲି: କଂଗ୍ରେସକୁ ବିଜେପିର କଡ଼ା ଜବାବ

Dec-15-2025 06:58 AM IST
କଣ ରହିଛି ଆଜିର ରାଶିଫଳ

କଣ ରହିଛି ଆଜିର ରାଶିଫଳ

Dec-15-2025 06:24 AM IST
ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ହରାଇଲା ଭାରତ

ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ହରାଇଲା ଭାରତ

Dec-15-2025 06:15 AM IST
  • About
  • Careers
  • Contact Us
Tuesday, December 16, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆପଣଙ୍କ ଭାଗ୍ୟ

କ’ଣ କହୁଛି ଆଜିର ରାଶିଫଳ

by M M
Nov-30-2025 01:12 PM IST
in ଆପଣଙ୍କ ଭାଗ୍ୟ
0
କ’ଣ କହୁଛି ଆଜିର ରାଶିଫଳ
491
SHARES
1.4k
VIEWS
Share on FacebookShare on Twitter

ମେଷ: ରବି ଓ ସୋମବାର କାରବାରରେ ପରିଶ୍ରମ ଅନୁସାରେ ଲାଭ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର ମନ ଚାହୁଥିବା କାମରେ ସଫଳତା ପାଇବେ। ଶୁକ୍ର ଓ ଶନିବାର ଜୀବନସାଥୀର ସହଯୋଗ ପାଇବେ।

ବୃଷ: ରବି ଓ ସୋମବାର କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ମଙ୍ଗଳ, ବୁଧ ଓ ଗୁରୁବାର ବନ୍ଧୁ ମାଧ୍ୟମରେ ଯୋଜନା ସଫଳ ହେବ। ଶୁକ୍ର ଓ ଶନିବାର ନିବେଶ ପୂର୍ବରୁ ଭଲ ଭାବେ ପରୀକ୍ଷାନିରୀକ୍ଷା କରନ୍ତୁ।

ମିଥୁନ: ରବି ଓ ସୋମବାର ନୂଆ କାମ ପାଇଁ ମନରେ ବିଚାର ଆସିବ। ମଙ୍ଗଳ, ବୁଧ ଓ ଗୁରୁବାର ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶୁକ୍ର ଓ ଶନିବାର ଚାକିରି ବଦଳାଇବା ସମୟ ଅନୁକୂଳ।

କର୍କଟ: ରବି ଓ ସୋମବାର ପ୍ରେମୀଯୁଗଳଙ୍କ ଲାଗି ସମୟ ଭଲ। ମଙ୍ଗଳ, ବୁଧ ଓ ଗୁରୁବାର ସମାଜରେ ଆପଣଙ୍କ ଭାବମୂର୍ତ୍ତି ଭଲ ହେବ। ଶୁକ୍ର ଓ ଶନିବାର ବିଦ୍ୟାର୍ଥୀଙ୍କୁ ପରିଶ୍ରମର ଭଲ ପରିଣାମ ମିଳିବ।

ସିଂହ: ରବି ଓ ସୋମବାର ଆୟବ୍ୟୟର ସମନ୍ବୟ ବନି ରହିବ। ମଙ୍ଗଳ, ବୁଧ ଓ ଗୁରୁବାର ପରିଶ୍ରମ ତୁଳନାରେ ଯଥେଷ୍ଟ ଲାଭ ପାଇବେ। ଶୁକ୍ର ଓ ଶନିବାର ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ।

କନ୍ୟା: ରବି ଓ ସୋମବାର କ୍ୟାରିୟର୍‌ରେ ପରିବର୍ତ୍ତନ ହୋଇପାରେ। ମଙ୍ଗଳ, ବୁଧ ଓ ଗୁରୁବାର କାମରେ ଦୂର ସ୍ଥାନକୁ ଯିବେ। ଶୁକ୍ର ଓ ଶନିବାର ପରିବାରରେ ଆପୋସୀ ତାଳମେଳ ରହିବ।

ତୁଳା: ରବି ଓ ସୋମବାର ଆର୍ଥିକ ସ୍ଥିତି ଭଲ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର ବିଦେଶ ଯିବାର ସ୍ବପ୍ନ ପୂରା ହୋଇପାରେ। ଶୁକ୍ର ଓ ଶନିବାର ଆପଣଙ୍କ କାମରେ ଉପରିସ୍ଥ କର୍ମଚାରୀ ଖୁସି ହେବେ।

ବିଛା: ରବି ଓ ସୋମବାର ଭଲ ଲାଭର ଯୋଗ ଅଛି। ମଙ୍ଗଳ, ବୁଧ ଓ ଗୁରୁବାର ବ୍ୟବସାୟ କାମରେ ଅନୁକୂଳତା ବଜାୟ ରହିବ। ଶୁକ୍ର ଓ ଶନିବାର ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ।

ଧନୁ: ରବି ଓ ସୋମବାର ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ମଙ୍ଗଳ, ବୁଧ ଓ ଗୁରୁବାର ଅଫିସ୍‌ରେ ନୂଆ ଦାୟିତ୍ବଗ୍ରହଣ କରିବେ। ଶୁକ୍ର ଓ ଶନିବାର ଦାମ୍ପତ୍ୟ ଜୀବନରେ ସୁଖ ସୌହାର୍ଦ ବଢ଼ିବ।

ମକର: ରବି ଓ ସୋମବାର କୋର୍ଟକଚେରିରେ କିଛି ବାଧା ଆସିପାରେ। ମଙ୍ଗଳ, ବୁଧ ଓ ଗୁରୁବାର ଚାକିରିରେ ମନଲାଖି ପରିବର୍ତ୍ତନ ହେବ। ଶୁକ୍ର ଓ ଶନିବାର ସମାଜରେ ଉଚିତ ଆଦର ସମ୍ମାନ ପାଇବେ।

କୁମ୍ଭ: ରବି ଓ ସୋମବାର ଜମି ବ୍ୟବସାୟରେ ଲାଭ ହେବ। ମଙ୍ଗଳ, ବୁଧ ଓ ଗୁରୁବାର ଅନ୍ୟମାନଙ୍କୁ ନିଜ କଥାରେ ଆକର୍ଷିତ କରିନେବେ। ଶୁକ୍ର ଓ ଶନିବାର ବୈବାହିକ ଜୀବନ ଖୁସିଭରା ରହିବ।

ମୀନ: ରବି ଓ ସୋମବାର ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର କୌଣସି ବଡ଼ ଦାୟିତ୍ବ ପାଇବେ। ଶୁକ୍ର ଓ ଶନିବାର ସମସ୍ୟାର ସମାଧାନ ପାଇଁ ମାର୍ଗ ଖୋଜିନେବେ।

Share196Tweet123
M M

M M

ଆଜିର ପାଗ

Bhubaneswar
December 16, 2025, 7:56 AM
 
NW
Fog
15°C
0.7 m/s
Apparent: 18°C
Pressure: 1016 mb
Humidity: 83%
Winds: 0.7 m/s NW
Windgusts: 3.3 m/s
UV-Index: 0
Precip.: 0mm /0% / Rain
Sunrise: 6:14 AM
Sunset: 5:09 PM
© 2025 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ନୀତିନ ନବୀନ ଭବିଷ୍ୟତ ଅଧ୍ୟକ୍ଷ ହେବା ନିଶ୍ଚିତ!

ନୀତିନ ନବୀନ ଭବିଷ୍ୟତ ଅଧ୍ୟକ୍ଷ ହେବା ନିଶ୍ଚିତ!

December 16, 2025
OTET ପରୀକ୍ଷା ସମୟରେ ପରିବର୍ତ୍ତନ, ୩୦ ମିନିଟ୍ ଘୁଞ୍ଚିଲା ପେପର-୨ ସମୟ

OTET ପରୀକ୍ଷା ସମୟରେ ପରିବର୍ତ୍ତନ, ୩୦ ମିନିଟ୍ ଘୁଞ୍ଚିଲା ପେପର-୨ ସମୟ

December 16, 2025

ନୂଆଦିଲ୍ଲୀରେ ବିଜେପି କାର୍ଯ୍ୟକାରୀ ସଭାପତି ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

December 16, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom