• Latest
  • Trending
ଡିଜିଟାଲ ଭାରତରେ ସାଇବର ଠକେଇ ପ୍ରତି ସାବଧାନ

ଡିଜିଟାଲ ଭାରତରେ ସାଇବର ଠକେଇ ପ୍ରତି ସାବଧାନ

Oct-08-2025 01:28 PM IST
“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

Jan-14-2026 03:12 PM IST

ଶୁଭାରମ୍ଭ ହେଲା ମାତୃଭାଷାରେ ଶିକ୍ଷା: ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନା

Jan-14-2026 06:07 AM IST
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

Jan-14-2026 06:05 AM IST
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

Jan-14-2026 05:59 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-14-2026 05:53 AM IST
ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

Jan-13-2026 06:06 AM IST
ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

Jan-13-2026 06:03 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-13-2026 05:57 AM IST
ଆମେରିକାର ସିକ୍ରେଟ ଏଜେଣ୍ଟ ; ଢୋଲ ଭିତରେ ଏମିତି ଥିଲେ ମୂଷା

ଆମେରିକାର ସିକ୍ରେଟ ଏଜେଣ୍ଟ ; ଢୋଲ ଭିତରେ ଏମିତି ଥିଲେ ମୂଷା

Jan-11-2026 05:22 AM IST
ଓଡ଼ିଶାର ରାଜନୈତିକ ଶୂନ୍ୟତା ପୂରଣ କରିପାରିବ କି ନୂଆଦଳ ?

ଓଡ଼ିଶାର ରାଜନୈତିକ ଶୂନ୍ୟତା ପୂରଣ କରିପାରିବ କି ନୂଆଦଳ ?

Jan-11-2026 05:00 AM IST
  • About
  • Careers
  • Contact Us
Thursday, January 15, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଡିଜିଟାଲ ଭାରତରେ ସାଇବର ଠକେଇ ପ୍ରତି ସାବଧାନ

by M M
Oct-08-2025 01:28 PM IST
in ବଡ଼ ଖବର
0
ଡିଜିଟାଲ ଭାରତରେ ସାଇବର ଠକେଇ ପ୍ରତି ସାବଧାନ
491
SHARES
1.4k
VIEWS
Share on FacebookShare on Twitter

ଭାରତର ସାଇବର କ୍ଷେତ୍ର ବର୍ତ୍ତମାନ ସବୁଠୁ ବ୍ୟସ୍ତବହୁଳ ସମୟ ଦେଇ ଗତି କରୁଛି। ପ୍ରତ୍ୟେକ ଦିନ କୋଟି କୋଟି କାରବାର ଏବଂ ବିନିମୟ ହେଉଛି। ଏବେ ଦେଶର 86% ପରିବାର ପାଖରେ ଇଣ୍ଟରନେଟ୍‌ ସଂଯୋଗ ରହିଛି। ଏହା ଡିଜିଟାଲ ଇଣ୍ଡିଆ ଅଭିଯାନର ଅଭୂତପୂର୍ବ ପ୍ରଗତିକୁ ଦର୍ଶାଉଛି। ବର୍ଦ୍ଧିତ ଡିଜିଟାଲ ପରିସର ନାଗରିକମାନଙ୍କୁ ସେମାନଙ୍କ ହାତ ପାଆନ୍ତାରେ ଡିଜିଟାଲ ସେବାର ଉପଲବ୍ଧତା ସହଜ କରିଛି। ତେବେ ଏସବୁ ମଧ୍ୟରେ, ସାଇବର ଠକେଇ ଭଳି ଘଟଣା ଚିନ୍ତାର କାରଣ ପାଲଟିଛି। ସୁତରାଂ, ସାଇବର ସୁରକ୍ଷା ଏକ ଜାତୀୟ ପ୍ରାଥମିକତା ପାଲଟିଛି।

ବେଆଇନ ଭାବେ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକୁ ଆକ୍ସେସ୍‌ କରିବା, ଡାଟା ବା ତଥ୍ୟ ଚୋରି କରିବା କିମ୍ବା ଅନଲାଇନ୍‌ ସ୍କାମ୍‌ ଆଦିକୁ ସାଧାରଣତଃ ସାଇବର ଠକେଇ କୁହାଯାଏ। ଏହାଦ୍ୱାରା ପୀଡ଼ିତମାନେ ପ୍ରାୟତଃ ଆର୍ଥିକ କ୍ଷତି ଏବଂ ମାନସିକ ଅଶାନ୍ତିର ସାମ୍ନା କରନ୍ତି।

ସାଇବର ସୁରକ୍ଷା ଘଟଣା 2022ରେ 10.29 ଲକ୍ଷ ଥିବା ବେଳେ 2024ରେ ଏହା 22.68 ଲକ୍ଷକୁ ବୃଦ୍ଧି ପାଇଛି। ଏହି ଧାରା ଭାରତରେ ଡିଜିଟାଲ ବିପଦର ବ୍ୟାପକତା ଏବଂ ଜଟିଳତାକୁ ପ୍ରଦର୍ଶିତ କରିଥାଏ। ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ (ଏନସିଆରପି)ର ତଥ୍ୟ ମୁତାବକ  28 ଫେବୃଆରୀ 2025 ସୁଦ୍ଧା 36.45 ଲକ୍ଷ ଟଙ୍କାର ସାଇବର ଠକେଇ ହୋଇଛି। ଯଦିଓ ଏହି ସମସ୍ୟା ଦିନକୁ ଦିନ ବଢ଼ୁଛି ତଥାପି ଦେଶରେ ସାଇବର ଠକେଇକୁ ଠାବ କରିବା ଏବଂ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବ୍ୟବସ୍ଥା ମଧ୍ୟ ସୁଦୃଢ଼ ହୋଇଛି।

ସାଇବର ଠକେଇ କେବଳ ଗୋଟିଏ ଦୁଇଟି ପଦ୍ଧତି ମଧ୍ୟରେ ସୀମିତ ନାହିଁ। ବରଂ ନୂଆ ନୂଆ ପ୍ରଯୁକ୍ତି ଏବଂ ବ୍ୟବହାରକାରୀଙ୍କ ଆଚରଣକୁ ଆଧାର କରି ସାଇବର ଅପରାଧୀମାନେ ଠକେଇ ପାଇଁ ନୂଆ ନୂଆ ଉପାୟ ଏବଂ ପଦ୍ଧତି ଅବଲମ୍ବନ କରୁଛନ୍ତି। ଏଥିଯୋଗୁ ହେଉଥିବା ଆର୍ଥିକ କ୍ଷତି ସାଇବର ଠକମାନଙ୍କର ବିଶ୍ୱସ୍ତରୀୟ ପହଞ୍ଚ ଏବଂ ସଂଗଠିତ ଅପରାଧର ସଂକେତ ଦେଉଛି। ଅଧିକାଂଶ ଠକଙ୍କ ମୂଳ ଠିକଣା ଦକ୍ଷିଣପୂର୍ବ ଏସିଆ ହୋଇଥିବା ଜଣାପଡ଼ିଛି।

ସ୍ପୁଫିଂ ଭଳି ପଦ୍ଧତି ବ୍ୟବହାର କରି ଅପରାଧୀମାନେ ବିଶ୍ୱସ୍ତ ଉତ୍ସର ପରିଚୟ ଦେଇ ଏକାଧିକ ଠକେଇ କରୁଛନ୍ତି। ଏଆଇ ବ୍ୟବହାର କରି ଡିପଫେକର ଉପଯୋଗ ଏବଂ ଫିଶିଂ ଭଳି ମାମଲାରେ ଅପରାଧୀମାନେ ଜାଲ୍‌ ଇମେଲ୍‌ କିମ୍ବା ମେସେଜ୍‌ ପଠେଇ ବ୍ୟବହାରକାରୀଙ୍କ ଠାରୁ ସମ୍ବେଦନଶୀଳ ତଥ୍ୟ ଚୋରି କରି ନେଉଛନ୍ତି। ୟୁପିଆଇ ବର୍ତ୍ତମାନ ଦେଶର ସବୁଠୁ ପସନ୍ଦଯୋଗ୍ୟ ଡିଜିଟାଲ ଅର୍ଥପୈଠ ମାଧ୍ୟମ ପାଲଟିଛି। ତେବେ ଠକମାନେ ବେଆଇନ ମୋବାଇଲ ନମ୍ବର ଜରିଆରେ ୟୁପିଆଇରେ ଆର୍ଥିକ ଠକେଇ କରୁଛନ୍ତି। ଦୂରସଞ୍ଚାର ବିଭାଗ ଏଥିପାଇଁ ଏକ ଆର୍ଥିକ ଠକେଇ ବିପଦ ସୂଚକ (ଏଫଆରଆଇ) ପ୍ରଚଳନ କରିଛି। ଏଥିରେ ସନ୍ଦିଗ୍ଧ ମୋବାଇଲ ନମ୍ବରଗୁଡ଼ିକୁ ମଧ୍ୟମ, ଉଚ୍ଚ କିମ୍ବା ଅତି ଉଚ୍ଚ ବିପଦ ବର୍ଗରେ ବର୍ଗୀକୃତ କରାଯାଇଛି।

Share196Tweet123
M M

M M

ଆଜିର ପାଗ

Bhubaneswar
January 15, 2026, 3:57 AM
 
N
Fog
13°C
0.9 m/s
Apparent: 16°C
Pressure: 1015 mb
Humidity: 91%
Winds: 0.9 m/s N
Windgusts: 5.6 m/s
UV-Index: 0
Precip.: 0mm /0% / Rain
Sunrise: 6:24 AM
Sunset: 5:26 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

January 14, 2026

ଶୁଭାରମ୍ଭ ହେଲା ମାତୃଭାଷାରେ ଶିକ୍ଷା: ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନା

January 14, 2026
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

January 14, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom