• Latest
  • Trending
ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ଆସୁଛନ୍ତି ଅଧିକ ଭକ୍ତ

ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ଆସୁଛନ୍ତି ଅଧିକ ଭକ୍ତ

Jul-01-2025 10:06 AM IST
ଆସନ୍ତାକାଲିଠୁ ପୁରୀରେ ଆରମ୍ଭ ହେବ ଗ୍ଲୋବାଲ ଏନର୍ଜି ଲିଡର୍ସ ସମ୍ମିଳନୀ

ଆସନ୍ତାକାଲିଠୁ ପୁରୀରେ ଆରମ୍ଭ ହେବ ଗ୍ଲୋବାଲ ଏନର୍ଜି ଲିଡର୍ସ ସମ୍ମିଳନୀ

Dec-04-2025 03:47 PM IST

ପୁଟିନଙ୍କ ସୁରକ୍ଷିତ ବିଳାସପୂର୍ଣ୍ଣ କାର Aurus Senat କୁ ନେଇ ଚର୍ଚା

Dec-04-2025 01:31 PM IST
ଆସୁଛନ୍ତି ପୁଟିନ : ପ୍ରତିରକ୍ଷା ଚୁକ୍ତି ଓ ବିଶ୍ୱ ଶାନ୍ତି ଉପରେ ନଜର

ଆସୁଛନ୍ତି ପୁଟିନ : ପ୍ରତିରକ୍ଷା ଚୁକ୍ତି ଓ ବିଶ୍ୱ ଶାନ୍ତି ଉପରେ ନଜର

Dec-04-2025 01:22 PM IST
ବାବ୍ରି ମସଜିଦ୍‌ ନିର୍ମାଣ ଘୋଷଣା କରିଥିଲେ, ଟିଏମସି  ହୁମାୟୁଁ କବୀରଙ୍କୁ ଦଳରୁ ବହିଷ୍କୃତ କଲା

ବାବ୍ରି ମସଜିଦ୍‌ ନିର୍ମାଣ ଘୋଷଣା କରିଥିଲେ, ଟିଏମସି ହୁମାୟୁଁ କବୀରଙ୍କୁ ଦଳରୁ ବହିଷ୍କୃତ କଲା

Dec-04-2025 01:09 PM IST

କ’ଣ ରହିଛି ଆଜିର ରାଶିଫଳ

Dec-04-2025 12:25 PM IST
ଓଡ଼ିଶା ହସ୍ତତନ୍ତ ବ୍ରାଣ୍ଡ ଆମ୍ବାସଡର ହେବାକୁ ମାଧୁରୀ ନେଇଛନ୍ତି କୋଟିଏ ୬୦ ଲକ୍ଷ

ଓଡ଼ିଶା ହସ୍ତତନ୍ତ ବ୍ରାଣ୍ଡ ଆମ୍ବାସଡର ହେବାକୁ ମାଧୁରୀ ନେଇଛନ୍ତି କୋଟିଏ ୬୦ ଲକ୍ଷ

Dec-03-2025 06:31 PM IST
ବିରାଟଙ୍କ ୫୩ତମ ଶତକ, ରୁତୁରାଜଙ୍କ ପ୍ରଥମ ଶତକ

ବିରାଟଙ୍କ ୫୩ତମ ଶତକ, ରୁତୁରାଜଙ୍କ ପ୍ରଥମ ଶତକ

Dec-03-2025 06:03 PM IST
ବିବାଦ ମଧ୍ୟରେ ସରକାରୀ ଆପ୍‌ ସଞ୍ଚାର ସାଥୀ ରେକର୍ଡ ଡାଉନଲୋଡ୍

ବିବାଦ ମଧ୍ୟରେ ସରକାରୀ ଆପ୍‌ ସଞ୍ଚାର ସାଥୀ ରେକର୍ଡ ଡାଉନଲୋଡ୍

Dec-03-2025 03:31 PM IST
‘ଦଣ୍ଡକ୍ରମ ପାରାୟଣ’ପଢ଼ି ଚର୍ଚ୍ଚାରେ , କିଏ ଏହି ୧୯ ବର୍ଷର ମହାରାଷ୍ଟ୍ର ଯୁବକ ଦେବବ୍ରତ ରେଖେ ?

‘ଦଣ୍ଡକ୍ରମ ପାରାୟଣ’ପଢ଼ି ଚର୍ଚ୍ଚାରେ , କିଏ ଏହି ୧୯ ବର୍ଷର ମହାରାଷ୍ଟ୍ର ଯୁବକ ଦେବବ୍ରତ ରେଖେ ?

Dec-03-2025 02:23 PM IST
ପ୍ରଫୁଲ୍ଲଙ୍କ ପୁଅ ଲୁଲୁଙ୍କ ‘ଗେମ୍ ପ୍ଲାନ୍’ରେ ୪ ବ୍ଲକ୍ ଅଧ୍ୟକ୍ଷ ବିଜେପି ମୁହାଁ

ପ୍ରଫୁଲ୍ଲଙ୍କ ପୁଅ ଲୁଲୁଙ୍କ ‘ଗେମ୍ ପ୍ଲାନ୍’ରେ ୪ ବ୍ଲକ୍ ଅଧ୍ୟକ୍ଷ ବିଜେପି ମୁହାଁ

Dec-03-2025 10:58 AM IST
  • About
  • Careers
  • Contact Us
Friday, December 5, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ଆସୁଛନ୍ତି ଅଧିକ ଭକ୍ତ

ସର୍ଭେ ରେ ଆପଣ ମତାମତ ଦେଇପାରିବେ

by newsroom
Jul-01-2025 10:06 AM IST
in ବଡ଼ ଖବର
0
ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ଆସୁଛନ୍ତି ଅଧିକ ଭକ୍ତ
493
SHARES
1.4k
VIEWS
Share on FacebookShare on Twitter

ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା-୨୦୨୫ ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଛି। ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରର ସିଂହଦ୍ବାର ସମ୍ମୁଖରୁ ଶରଧାବାଲି ଅଭିମୁଖେ ରଥ ଗଡ଼ିବା ଆରମ୍ଭ ହୋଇଯାଇଛି। ବଡ଼ଦାଣ୍ଡରେ ପ୍ରଥମେ ପ୍ରଭୁ ବଳଦେବଙ୍କର ତାଳଧ୍ବଜ ରଥ ଶରଧାବାଲି ଅଭିମୁଖେ ବାହାରିଛି। ଏଥି ପାଇଁ ବଡ଼ଦାଣ୍ଡ ଭକ୍ତିମୟ ହୋଇଛି। ତାଳଧ୍ବଜଙ୍କୁ ଟାଣିଟାଣି ନେବା ବେଳେ ଭକ୍ତମାନେ ହରିବୋଲ ଓ ହୁଳହୁଳିରେ କମ୍ପନ ସୃଷ୍ଟି କରୁଛନ୍ତି। ବହୁ ସମୟ ଧରି ଅପେକ୍ଷାରେ ଥିବା ଭକ୍ତମାନେ ଜଗନ୍ନାଥଙ୍କ ବଡ଼ଭାଇ ବଳଭଦ୍ରଙ୍କ ରଥକୁ ଟାଣିଟାଣି ନେଉଛନ୍ତି। ଏହା ପରେ ସୁଭଦ୍ର ଓ ଜଗନ୍ନାଥ ପର୍ଯ୍ୟାୟ କ୍ରମେ ଶରଧାବାଲି ଅଭିମୁଖେ ବାହାରିବେ। ବଡ଼ଦାଣ୍ଡରେ ଭକ୍ତମାନଙ୍କର ଗହଳି ଲାଗିଛି। ପବିତ୍ର ରଥଯାତ୍ରା ଅବସରରେ ଆଜି ପୁରୀ ସହରକୁ ଲକ୍ଷଲକ୍ଷ ଭକ୍ତମାନଙ୍କର ଆଗମନ ହୋଇଛି। ଶ୍ରୀକ୍ଷେତ୍ରକୁ ବାହାରୁ ୧୦ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ପହଞ୍ଚିବା ଆଶା କରାଯାଉଛି। ରାଜ୍ୟର ଚାରିଆଡୁ ଶ୍ରଦ୍ଧାଳୁ ପୁରୀ ମୁହାଁ ହୋଇଛନ୍ତି। ରଥାରୁଢ଼ କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ଦେଶ-ବିଦେଶରୁ ଭକ୍ତ ଆସି ପୁରୀ ପହଞ୍ଚିଛନ୍ତି।
ତେବେ ଏହି ରଥଯାତ୍ରା ପାଇଁ କିଛି ସର୍ଭେ ପ୍ରଶ୍ନ ରହିଛି ।
About the Study
Dear All
Greetings from the Centre for Marketing in Emerging Economies at IIM Lucknow and NEWSROOM.. Rath yatra, often referred to as the world’s largest religious festival, is a remarkable display of devotion, spirituality, and cultural diversity. The Rath Yatra, also known as the “Jagannath Puri Rath Yatra,” is one of India’s largest and most significant festivals. The Centre for Marketing in Emerging Markets (CMEE) at IIM Lucknow in association of NEWSROOM aim to study the experiences of both pilgrims and service providers during the Jagannath Rath Yatra in 2025. This study seeks to offer helpful observations about what the field of management can learn from organizing such a vast event.

Please click the below link to participate in the survey.

English – https://shorturl.at/t4pR3
Odia – https://shorturl.at/hf3p9
Sweepstake: People participating in the survey will be eligible to avail sweepstake up to Rs. 500 (Five hundred rupees) in the form of ecommerce shopping voucher. A lottery drawn will be done and such vouchers will be provided to the first 100 winners.

Please note, last date to fill this survey is 15th July, 2025.

Kindly Note:

Your participation is strictly voluntary, you may or may not participate in the survey and may refuse to participate at any point in time while filling in the survey. However, it will be helpful for us as a domain/industry expert if you are proceeding to fill in the survey, and then please answer each question completely and as honestly as possible.
For receiving the findings, please share your email ID, in the questionnaire.
I assure you that all your responses will be kept strictly confidential and will be used purely for research and publication purposes only. The data will be kept in lock and key and used for research purposes only in an aggregate manner without disclosing your personal identity.
Your participation in this survey is highly appreciated. For any further inquiries, please feel free to contact me at my email address: satya@iiml.ac.in

Thank you for taking the time to assist us in our educational endeavors.

Wishing you all happiness, good health, and prosperity, for the days to come…
https://www.facebook.com/story.php?story_fbid=10171595506045468&id=529015467&mibextid=wwXIfr&rdid=5SZtAzjoBGzae2lh#

ଚଳିତ ବର୍ଷ ରଥଯାତ୍ରାକୁ ନେଇ ଏକ ସର୍ଭେ କରାଯାଉଛି । ଏହାର ଲିଂକ ନିମ୍ନରେ ଦିଆଯାଇଛି । ଆପଣ
https://rathyatra2025.eraaysurvey.com/Participate/

Share197Tweet123
newsroom

newsroom

ଆଜିର ପାଗ

Bhubaneswar
December 5, 2025, 5:28 AM
 
N
Clear sky
16°C
1.1 m/s
Apparent: 19°C
Pressure: 1017 mb
Humidity: 86%
Winds: 1.1 m/s N
Windgusts: 8.1 m/s
UV-Index: 0
Precip.: 0mm /0% / Rain
Sunrise: 6:08 AM
Sunset: 5:06 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

November 16, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଆସନ୍ତାକାଲିଠୁ ପୁରୀରେ ଆରମ୍ଭ ହେବ ଗ୍ଲୋବାଲ ଏନର୍ଜି ଲିଡର୍ସ ସମ୍ମିଳନୀ

ଆସନ୍ତାକାଲିଠୁ ପୁରୀରେ ଆରମ୍ଭ ହେବ ଗ୍ଲୋବାଲ ଏନର୍ଜି ଲିଡର୍ସ ସମ୍ମିଳନୀ

December 4, 2025

ପୁଟିନଙ୍କ ସୁରକ୍ଷିତ ବିଳାସପୂର୍ଣ୍ଣ କାର Aurus Senat କୁ ନେଇ ଚର୍ଚା

December 4, 2025
ଆସୁଛନ୍ତି ପୁଟିନ : ପ୍ରତିରକ୍ଷା ଚୁକ୍ତି ଓ ବିଶ୍ୱ ଶାନ୍ତି ଉପରେ ନଜର

ଆସୁଛନ୍ତି ପୁଟିନ : ପ୍ରତିରକ୍ଷା ଚୁକ୍ତି ଓ ବିଶ୍ୱ ଶାନ୍ତି ଉପରେ ନଜର

December 4, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom