• Latest
  • Trending
ସିଟ ନମ୍ବର 11 ଏ  ବଂଚାଇପାରିବ କି ଆପଣଙ୍କ ଜୀବନ

ସିଟ ନମ୍ବର 11 ଏ ବଂଚାଇପାରିବ କି ଆପଣଙ୍କ ଜୀବନ

Jun-14-2025 01:42 PM IST
୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

Feb-07-2026 11:21 PM IST
ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

Feb-07-2026 11:17 PM IST
ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

Feb-07-2026 11:14 PM IST
ଶୁଣନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ, ରାତିସାରା ବୁଲିଲା, ଦୁଷ୍କର୍ମ ପୀଡିତାର ଜୀବନ ଚାଲିଗଲା

ଶୁଣନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ, ରାତିସାରା ବୁଲିଲା, ଦୁଷ୍କର୍ମ ପୀଡିତାର ଜୀବନ ଚାଲିଗଲା

Feb-07-2026 11:11 PM IST
କଂଗ୍ରେସ ହାତ ଧରିବ ବିଜେଡି ! ସୁଜାତାଙ୍କ ବଦଳରେ ସଂତୃପ୍ତ ଯିବେ ରାଜ୍ୟସଭା

କଂଗ୍ରେସ ହାତ ଧରିବ ବିଜେଡି ! ସୁଜାତାଙ୍କ ବଦଳରେ ସଂତୃପ୍ତ ଯିବେ ରାଜ୍ୟସଭା

Feb-07-2026 11:08 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Feb-07-2026 09:22 AM IST
ଦୂର ହେବ ଘରଭଡ଼ା ଟେନସନ, ସରକାର ଦେବେ ଘର

ଦୂର ହେବ ଘରଭଡ଼ା ଟେନସନ, ସରକାର ଦେବେ ଘର

Feb-06-2026 09:20 PM IST
ଇସଲାମାବାଦ ଜଳୁଛି ପାକିସ୍ତାନ ଥରିଗଲା

ଇସଲାମାବାଦ ଜଳୁଛି ପାକିସ୍ତାନ ଥରିଗଲା

Feb-06-2026 09:18 PM IST
ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି

ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି

Feb-06-2026 09:15 PM IST
ସମୁଦ୍ର ଭିତରେ ହଜିଗଲା ଓଡ଼ିଆ ପୁଅ, ସମୁଦ୍ରରେ ସର୍ଚ୍ଚ ଅପରେସନରୁ ମିଳିଲା କି ସୁରାକ ?

ସମୁଦ୍ର ଭିତରେ ହଜିଗଲା ଓଡ଼ିଆ ପୁଅ, ସମୁଦ୍ରରେ ସର୍ଚ୍ଚ ଅପରେସନରୁ ମିଳିଲା କି ସୁରାକ ?

Feb-06-2026 09:12 PM IST
  • About
  • Careers
  • Contact Us
Sunday, February 8, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ସିଟ ନମ୍ବର 11 ଏ ବଂଚାଇପାରିବ କି ଆପଣଙ୍କ ଜୀବନ

by newsroom
Jun-14-2025 01:42 PM IST
in ବଡ଼ ଖବର
0
ସିଟ ନମ୍ବର 11 ଏ  ବଂଚାଇପାରିବ କି ଆପଣଙ୍କ ଜୀବନ
491
SHARES
1.4k
VIEWS
Share on FacebookShare on Twitter

ସିଟ ନମ୍ବର 11 ଏ । ଏୟାର ଇଣ୍ଡିଆ ଫ୍ଲାଇଟ୍ ଏ1 171 । ବୋଇଂ 787 ଡ୍ରିମ ଲାଇନର । ଦୁର୍ଘଟଣାଗ୍ରସ୍ତ ଏହି ବିମାନଟି ଅନେକ ଗୁଡ଼ିଏ ପ୍ରଶ୍ନ ତିଆରି କରୁଛି । ପ୍ରଶ୍ନ ହେଉଛି ବିମାନରେ ବଂଚିଥିବା ଏକମାତ୍ର ବ୍ୟକ୍ତି ବିଶ୍ବାସ କୁମାର ରମେଶ । ଯେଉଁ 11 ଏ ସିଟ୍ ରେ ବସିଥିଲେ । ତାହା ସବୁଠାରୁ ନିରାପଦ ସିଟ୍ ଥିଲା କି ? ।
ଏହି ଭଳି ଏକ ସିଟରେ ବସିଲେ ଯଦି ବିମାନ ଦୁର୍ଘଟଣାଗ୍ରସ୍ତ ହୁଏ ତେବେ ବଂଚିଯିବା ସଂଭବ କି ? । ଏଇଠି ଆପଣଙ୍କୁ ସୂଚନା ଦେବି । ଯେଉଁଠି ରମେଶ ବସିଥିଲେ । ତାହା ଜରୁରୀ କାଳୀନ ଏକଜିଟ ଡୋର ର ନିକଟବର୍ତି ଥିଲା । ପ୍ରଶ୍ନ ହେଉଛି ଯଦି ଆମେ ଏହିଭଳି ସିଟ୍ ରେ ବସିବା ତେବେ ବିମାନ କ୍ରାସ ହେଲେ ରକ୍ଷା ପାଇଯିବା କି ? ।
ଏକସପଟ ମାନଙ୍କ ମତରେ କୈାଣସି ବିମାନରେ ନିରାପଦ ବୋଲି ସିଟ୍ କିଛି ନାହିଁ । ପୃଥିବୀରେ ନାମ କରିଥିବା ବିମାନ ନିରାପଦା ନେଇ କାମ କରିଥିବା ଜେଫ୍ ଗୁଜେଟି ଙ୍କ ମତ ହେଉଛି । ବିମାନରେ ଗଲାବେଳେ ଯେ କୈାଣସି ସିଟ୍ କୁ ଆପଣ ନେଇପାରନ୍ତି । ଯେଉଁଠି ଆପଣଙ୍କୁ ଆରାମ ଦାୟକ ଲାଗୁଛି । ପାରମ୍ପରିକ ଭାବରେ ଏକ ଧାରଣା ରହିଛି । ବିମାନର ପଛ ସିଟ୍ ବୋଧହୁଏ ନିରାପଦ ଥାଏ । କାରଣ ଯେ କୈାଣସି ଦୁର୍ଘଟଣା ବିମାନର ସମ୍ମୁଖ ଭାଗ ଆଗରେ ହିଁ ହୋଇଥାଏ । ଗୁଜେଟି କହୁଛନ୍ତି ବିମାନଟି କେଉଁଭଳି ଭାବେ ଦୁର୍ଘଟଣାଗ୍ରସ୍ତ ହେବ ତାହାର ଭବିଷ୍ୟବାଣୀ କରିହେବ ନାହିଁ ।
ରମେଶଙ୍କର ସିଟ୍ 11 ଏ ଏକଜିଟ୍ ଡୋର ପାଖରେ ଥିଲା । ତାହେଲେ ଏହି ସିଧାରେ ଥିବା ଡାହଣ ପଟେ ବସିଥିବା ଯାତ୍ରୀ ଜଣଙ୍କ ବଂଚିଯିବାର ସଂଭାବନା ଥିଲା । କିନ୍ତୁ ସେ ବଂଚିପାରିଲେ ନାହିଁ । ଦୁର୍ଘଟଣା କିପରି ଆସିବ । କୋଉ ପଟରୁ ଆସିବ ତାହା ଜାଣିବା କଷ୍ଟକର । ରମେଶ ଯାଉଥିବା ବିମାନ ଏ1 171 ବିମାନର ଡାହାଣ ପଟ, କାନ୍ଥରେ ବାଡେଇ ହୋଇଥିଲା । ଯାହା ଫଳରେ ଡାହାଣ ପଟର ଯାତ୍ରୀ ଏକଜିଟ୍ ଡୋର ଦେଇ ବାହାରିବା ସଂଭାବନା ବନ୍ଦ ହୋଇଯାଇଥିଲା ।
ବିମାନର ଏକଜିଟ୍ ବା ପ୍ରସ୍ଥାନ ପାଖରେ ଯଦି ଆପଣ ବସିଥାନ୍ତି । ଖୁବ ଶୀଘ୍ର ପଦାକୁ ବାହାରି ଆସିବାର ସଂଭାବନା ଅଛି । କିନ୍ତୁ ବିମାନ ଟି କେଉଁପଟେ ମାଡ଼ ହେବ ଆଉ କେଉଁ ଭାଗ ପ୍ରଭାବିତ ତାହା କହିହେବ ନାହିଁ ।
ସନ ରୁଚିନିକି , ଯିଏ ଆମେରିକାର ଓ୍ବାହିଓ ୟୁନିଭରସିଟିରେ ଆସିସାଣ୍ଟ ପ୍ରଫେସର ଅଛନ୍ତି । ସେ ପିଲାଙ୍କୁ ବିମାନ ନିରାପଦା ଉପରେ ପାଠ ପଢ଼ାନ୍ତି । ସେ କୁହନ୍ତି ଦୁର୍ଘଟଣାଗ୍ରସ୍ତ ବିମାନ ଭିତରୁ ରମେଶ ବଂଚିଯିବା ସଂପୂର୍ଣ୍ଣ ଭାବେ ଭାଗ୍ୟର କଥା । ଏଭଳି କ୍ଷେତ୍ରରେ କେହି ବଂଚିପାରନ୍ତି ନାହିଁ । କାରଣ ବିମାନର ଜାଳେଣୀ ଠାରୁ ଅଳ୍ପ ଦୂରରେ ରମେଶଙ୍କର ସିଟ୍ ଟି ଥିଲା ।
ଏ ବର୍ଷର ବହୁତ ଗୁଡ଼ିଏ ବିମାନ ଦୁର୍ଘଟଣା ଭିତରୁ ଜାନୁଆରୀ ମାସରେ ଓ୍ବାଂସିଟନ ଡିସି । ସାଉଥ କୋରିଆ ଏବଂ କାଜଗସ୍ଥାନରେ ବିମାନ ଦୁର୍ଘଟଣା , ନିରାପଦକୁ ନେଇ ଅନେକ ଗୁଡ଼ିକ ପ୍ରଶ୍ନ କରୁଛି । କିନ୍ତୁ ଏତେ ସବୁ ସତ୍ତ୍ବେ , ବିମାନ ଦୁର୍ଘଟଣା ଏକ ବିରଳ ଘଟଣା ।
ତେଣୁ ବିମାନ ଯାତ୍ରା ପାଇଁ ଟିକେଟ କାଟିଲା ବେଳେ ଯଦି ନିରାପଦ ସିଟ୍ ଖୋଜୁଛନ୍ତି । ତାହେଲେ ଆପଣ ହୁଏତ ନିରାପଦ ସିଟ୍ ପାଇପାରିବେ ନାହିଁ । କାରଣ ବିମାନର କେଉଁ ଅଂଶଟି ନିରାପଦ ତାହା କହିବା ସଂଭବପର ନୁହେଁ । ସାରା ଦେଶରେ 11 ଏ ସିଟ୍ ନମ୍ବରକୁ ନେଇ ଚର୍ଚା ବଢ଼ୁଛି । ଅନେକ ଏହାକୁ ଲକି ନମ୍ବର ବୋଲି ଗ୍ରହଣ କରୁଛନ୍ତି । କିନ୍ତୁ 11 ଏ ଯେ ସବୁବେଳେ ନିରାପଦ ବିମାନ ଯାତ୍ରାର ଗ୍ୟାରେଣ୍ଟି ଦେବ ଏହା ଭାବିବା ଭୂଲ ।

Share196Tweet123
newsroom

newsroom

ଆଜିର ପାଗ

Bhubaneswar
February 8, 2026, 2:00 AM
 
E
Partly cloudy
19°C
0.8 m/s
Apparent: 23°C
Pressure: 1015 mb
Humidity: 95%
Winds: 0.8 m/s E
Windgusts: 4.9 m/s
UV-Index: 0
Precip.: 0mm /0% / Rain
Sunrise: 6:19 AM
Sunset: 5:41 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0
 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0
ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

February 7, 2026
ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

February 7, 2026
ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

February 7, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom