• Latest
  • Trending
ଓଡ଼ିଶା ବ୍ୟବସାୟୀ ମହାସଂଘର ବିରୋଧ

ଓଡ଼ିଶା ବ୍ୟବସାୟୀ ମହାସଂଘର ବିରୋଧ

Jul-22-2024 04:13 PM IST
ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

Nov-17-2025 10:01 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Nov-17-2025 09:04 AM IST
ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

Nov-16-2025 11:51 AM IST
ବୈଭବ ସୂର୍ଯ୍ୟବଂଶୀଙ୍କ ଦମଦାର ଶତକକୁ ନେଇ ଚର୍ଚ୍ଚା

ବୈଭବ ସୂର୍ଯ୍ୟବଂଶୀଙ୍କ ଦମଦାର ଶତକକୁ ନେଇ ଚର୍ଚ୍ଚା

Nov-16-2025 11:13 AM IST
ନାୟକର ନାଁ ନୀତିଶ କୁମାର; ଦଶ ହଜାରିଆ ଜିତିବାର ଫର୍ମୁଲା

ନାୟକର ନାଁ ନୀତିଶ କୁମାର; ଦଶ ହଜାରିଆ ଜିତିବାର ଫର୍ମୁଲା

Nov-16-2025 11:04 AM IST
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

Nov-16-2025 10:06 AM IST

କ’ଣ କହୁଛି ଆଜିର ରାଶିଫଳ

Nov-16-2025 10:01 AM IST
କିଏ ଜିତିବ କୋଲକତା ଟେଷ୍ଟ ?

କିଏ ଜିତିବ କୋଲକତା ଟେଷ୍ଟ ?

Nov-15-2025 07:06 PM IST
ଜିତିପାରିଲେନି ଜନସୁରାଜ ଦଳର ମନୀଷ କଶ୍ୟପ, ବିଜେପି ପ୍ରାର୍ଥୀଙ୍କୁ ହରାଇଲେ

ଜିତିପାରିଲେନି ଜନସୁରାଜ ଦଳର ମନୀଷ କଶ୍ୟପ, ବିଜେପି ପ୍ରାର୍ଥୀଙ୍କୁ ହରାଇଲେ

Nov-15-2025 06:59 PM IST

ବିର୍ସା ମୁଣ୍ଡା ଦେଶର ସଂସ୍କୃତିର ରକ୍ଷକ ଥିଲେ: ଡ. ଯତୀନ ମହାନ୍ତି

Nov-15-2025 06:50 PM IST
  • About
  • Careers
  • Contact Us
Monday, November 17, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଓଡ଼ିଶା ବ୍ୟବସାୟୀ ମହାସଂଘର ବିରୋଧ

by M M
Jul-22-2024 04:13 PM IST
in ବଡ଼ ଖବର, ଭିଡ଼ିଓ, ରାଜ୍ୟ
0
ଓଡ଼ିଶା ବ୍ୟବସାୟୀ ମହାସଂଘର ବିରୋଧ
491
SHARES
1.4k
VIEWS
Share on FacebookShare on Twitter

କେନ୍ଦ୍ର ସରକାରଙ୍କ ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ବୈଧିକ ମାପ (ପ୍ୟାକେଜଡ ସାମଗ୍ରୀ) ନିୟମ ୨୦୧୧ରେ ସଂଶୋଧନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଅଫଲାଇନ ଓ ଅନଲାଇନରେ ପ୍ୟାକେଜ୍‌ ଜରିଆରେ ବିକ୍ରି ହେଉଥିବା ୨୫ କିଗ୍ରାରୁ ଅଧିକ ଓଜନର ସାମଗ୍ରୀ ଉପରେ ଜିଏସ୍‌ଟି ଲାଗୁ କରିବା ପାଇଁ ସରକାର ପ୍ରସ୍ତାବ ରଖିଛନ୍ତି। ଏଥିପାଇଁ ବିଭାଗ ପକ୍ଷରୁ ବିଭିନ୍ନ ଅଂଶୀଦାରଙ୍କ ଠାରୁ ଚଳିତମାସ ୨୯ ତାରିଖ ପର୍ଯ୍ୟନ୍ତ ମତାମତ ଆହ୍ବାନ କରାଯାଇଛି। ଏହାକୁ ଭାରତୀୟ ବ୍ୟବସାୟୀ ମହାସଂଘ ତୀବ୍ର ବିରୋଧ କରିଛି।ବର୍ତ୍ତମାନର ନିୟମ ଅନୁଯାୟୀ, ୨୫ କେଜି ବା ୨୫ ଲିଟରରୁ ଅଧିକ ଓଜନର ସାମଗ୍ରୀ ଉପରେ ପ୍ୟାକେଜ୍‌ରେ ବିକ୍ରି ହେଉଥିଲେ ଜିଏସ୍‌ଟି ଲାଗୁ ହେଉନାହିଁ। କିନ୍ତୁ ସଂଶୋଧିତ ପ୍ରସ୍ତାବ ଅନୁଯାୟୀ ସରକାର ଖଚୁରା ବଜାରରେ ପ୍ୟାକେଜ୍‌ରେ ବିକ୍ରି ହେଉଥିବା ଏହି ସାମଗ୍ରୀ ଉପରେ ଜିଏସ୍‌ଟି ଲାଗୁ କରିବେ। କିନ୍ତୁ ଶିଳ୍ପାନୁଷ୍ଠାନ କିମ୍ବା ପ୍ରତି‌ଷ୍ଠାନର ଗ୍ରାହକଙ୍କ ପାଇଁ ଏହି ଟିକସ ଲାଗୁ ହେବ ନାହିଁ ବୋଲି ସଂଶୋଧିତ ହେବାକୁ ପ୍ରସ୍ତାବରେ କୁହାଯାଇଛି।
ଏଭଳି ଜନବିରୋଧୀ ପ୍ରସ୍ତାବକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି ଯେ ସରକାର ଏପ୍ରକାର ପ୍ରସ୍ତାବକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ।

 

Tags: newsroomodisha
Share196Tweet123
M M

M M

ଆଜିର ପାଗ

Bhubaneswar
November 17, 2025, 11:24 AM
 

NNE
Clear sky
26°C
3.4 m/s
Apparent: 16°C
Pressure: 1016 mb
Humidity: 80%
Winds: 3.4 m/s NNE
Windgusts: 7.6 m/s
UV-Index: 0
Precip.: 0mm /0% / Rain
Sunrise: 5:57 AM
Sunset: 5:06 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

November 17, 2025
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

November 17, 2025
ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

November 16, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom