• Latest
  • Trending
ସେୟାର ଟ୍ରେଡିଂ ନାଁରେ ୧୨୦ କୋଟିର ମହାଠକେଇ: ପଶ୍ଚିମବଙ୍ଗରୁ ମାଷ୍ଟରମାଇଣ୍ଡକୁ ଗିରଫ କଲା EOW

ସେୟାର ଟ୍ରେଡିଂ ନାଁରେ ୧୨୦ କୋଟିର ମହାଠକେଇ: ପଶ୍ଚିମବଙ୍ଗରୁ ମାଷ୍ଟରମାଇଣ୍ଡକୁ ଗିରଫ କଲା EOW

Jan-03-2026 05:33 AM IST
ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ବିଜୟ, ସମସ୍ତଙ୍କ ନଜର AIADMK ଉପରେ

ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ବିଜୟ, ସମସ୍ତଙ୍କ ନଜର AIADMK ଉପରେ

May-13-2026 10:38 AM IST
ସୁନାକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ଚିନ୍ତାରେ ସୁନା ପ୍ରେମୀ !

ସୁନାକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ଚିନ୍ତାରେ ସୁନା ପ୍ରେମୀ !

May-13-2026 10:25 AM IST
ପେଟ୍ରୋଲ-ଡିଜେଲ ସଙ୍କଟ ମଧ୍ୟରେ PM ମୋଦୀ ନେଲେ ବଡ଼ ନିଷ୍ପତ୍ତି, SPGକୁ ଦେଲେ ଏହି ଆଦେଶ…

ପେଟ୍ରୋଲ-ଡିଜେଲ ସଙ୍କଟ ମଧ୍ୟରେ PM ମୋଦୀ ନେଲେ ବଡ଼ ନିଷ୍ପତ୍ତି, SPGକୁ ଦେଲେ ଏହି ଆଦେଶ…

May-13-2026 09:42 AM IST
ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଗୋଟିଏ ଭୋଟରେ ବିଜୟୀ ହୋଇଥିବା TVK ବିଧାୟକ, ଜାଣନ୍ତୁ କାହିଁକି?

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଗୋଟିଏ ଭୋଟରେ ବିଜୟୀ ହୋଇଥିବା TVK ବିଧାୟକ, ଜାଣନ୍ତୁ କାହିଁକି?

May-13-2026 09:22 AM IST
ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

May-13-2026 08:23 AM IST
ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

May-12-2026 07:35 PM IST
ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

May-12-2026 07:05 PM IST
ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

May-12-2026 06:55 PM IST
NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

May-12-2026 12:40 PM IST
ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

May-12-2026 12:31 PM IST
  • About
  • Careers
  • Contact Us
Wednesday, May 13, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ସେୟାର ଟ୍ରେଡିଂ ନାଁରେ ୧୨୦ କୋଟିର ମହାଠକେଇ: ପଶ୍ଚିମବଙ୍ଗରୁ ମାଷ୍ଟରମାଇଣ୍ଡକୁ ଗିରଫ କଲା EOW

ଜାଲରେ ପଡ଼ିଛନ୍ତି ଓଡ଼ିଶାର ୫୦୦ ନିବେଶକ

by M M
Jan-03-2026 05:33 AM IST
in ଦେଶ ବିଦେଶ
0
ସେୟାର ଟ୍ରେଡିଂ ନାଁରେ ୧୨୦ କୋଟିର ମହାଠକେଇ: ପଶ୍ଚିମବଙ୍ଗରୁ ମାଷ୍ଟରମାଇଣ୍ଡକୁ ଗିରଫ କଲା EOW
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର: ରାଜ୍ୟରେ ସାଇବର ଓ ଆର୍ଥିକ ଠକେଇର ଗ୍ରାଫ୍‌ ଏବେ ଆକାଶଛୁଆଁ ହୋଇଥିବା ବେଳେ ଓଡ଼ିଶା ଅର୍ଥନୈତିକ ଅପରାଧ ଶାଖା (EOW) ଏକ ବଡ଼ ଧରଣର ସଫଳତା ପାଇଛି। ସେୟାର ମାର୍କେଟରେ ନିବେଶ କରି ଅଧିକ ମୁନାଫା ପାଇବାର ଲୋଭ ଦେଖାଇ ଲୋକଙ୍କୁ କୋଟି କୋଟି ଟଙ୍କା ଚୂନ ଲଗାଇଥିବା ମହାଠକ ଅମିତ ମଣ୍ଡଳକୁ EOW ଗିରଫ କରିଛି। ପଶ୍ଚିମବଙ୍ଗର ବାଙ୍କୁରା ଅଞ୍ଚଳରୁ ତାକୁ ଗିରଫ କରାଯାଇ ଓଡ଼ିଶା ଅଣାଯାଇଛି।

କୋଟିପତି ହେବାର ଲୋଭ ଦେଖାଇ ଲୁଟିଲେ ୧୨୦ କୋଟି

ଅଭିଯୁକ୍ତ ଅମିତ ମଣ୍ଡଳ ଏବଂ ତା’ର ଗ୍ୟାଙ୍ଗ ସେୟାର ଟ୍ରେଡିଂ ମାଧ୍ୟମରେ ରାତାରାତି କୋଟିପତି ହେବାର ମିଥ୍ୟା ସ୍ୱପ୍ନ ଦେଖାଇ ଲୋକଙ୍କୁ ନିଜ ଜାଲରେ ଫସାଉଥିଲେ। EOW ର ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗ ଓଡ଼ିଶାରୁ ପ୍ରାୟ ୫୦୦ ଏବଂ ପଶ୍ଚିମବଙ୍ଗରୁ ୧୦୦ ଜଣ ନିବେଶକଙ୍କୁ ଠକି ପ୍ରାୟ ୧୨୦ କୋଟି ଟଙ୍କା ହଡ଼ପ କରିଛନ୍ତି। ଅଧିକାଂଶ ନିବେଶକ ଅଧିକ ରିଟର୍ଣ୍ଣ ଆଶାରେ ନିଜର ସଞ୍ଚିତ ଅର୍ଥ ଏହି ଠକଙ୍କ ପାଖରେ ନିବେଶ କରି ସର୍ବସ୍ୱାନ୍ତ ହୋଇଛନ୍ତି।

ଅନ୍ତଃରାଜ୍ୟ ଠକେଇର ଚେର

ଅମିତ ମଣ୍ଡଳ କେବଳ ଓଡ଼ିଶା ନୁହେଁ, ବରଂ ପଶ୍ଚିମବଙ୍ଗରେ ମଧ୍ୟ ଠକେଇର ଏକ ବଡ଼ ନେଟୱାର୍କ ଚଲାଉଥିଲା। ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଆପ୍ ମାଧ୍ୟମରେ ସେ ଲୋକଙ୍କୁ ବିଶ୍ୱାସକୁ ନେଉଥିଲା। ତେବେ ଠକେଇ ଟଙ୍କା କେଉଁ କେଉଁ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି ଏବଂ ଏଥିରେ ଆଉ କେଉଁ ବଡ଼ ମୁଣ୍ଡ ସାମିଲ ଅଛନ୍ତି, ସେ ନେଇ EOW ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଜେରା କରିବାକୁ ପ୍ରସ୍ତୁତି ଚଲାଉଛି।

Share196Tweet123
M M

M M

ଆଜିର ପାଗ

Bhubaneswar
May 13, 2026, 10:52 AM
 
S
Clear sky
33°C
2.1 m/s
Apparent: 32°C
Pressure: 1006 mb
Humidity: 85%
Winds: 2.1 m/s S
Windgusts: 11.3 m/s
UV-Index: 0
Precip.: 0mm /27% / Rain
Sunrise: 5:11 AM
Sunset: 6:15 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom