• Latest
  • Trending
ଏଆଇ କମ୍ପାନି ଗଠନ କଲେ ମୁକେଶ ଅମ୍ବାନି

ଏଆଇ କମ୍ପାନି ଗଠନ କଲେ ମୁକେଶ ଅମ୍ବାନି

Oct-26-2025 05:05 PM IST
ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

Nov-17-2025 10:01 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Nov-17-2025 09:04 AM IST
ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

Nov-16-2025 11:51 AM IST
ବୈଭବ ସୂର୍ଯ୍ୟବଂଶୀଙ୍କ ଦମଦାର ଶତକକୁ ନେଇ ଚର୍ଚ୍ଚା

ବୈଭବ ସୂର୍ଯ୍ୟବଂଶୀଙ୍କ ଦମଦାର ଶତକକୁ ନେଇ ଚର୍ଚ୍ଚା

Nov-16-2025 11:13 AM IST
ନାୟକର ନାଁ ନୀତିଶ କୁମାର; ଦଶ ହଜାରିଆ ଜିତିବାର ଫର୍ମୁଲା

ନାୟକର ନାଁ ନୀତିଶ କୁମାର; ଦଶ ହଜାରିଆ ଜିତିବାର ଫର୍ମୁଲା

Nov-16-2025 11:04 AM IST
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

Nov-16-2025 10:06 AM IST

କ’ଣ କହୁଛି ଆଜିର ରାଶିଫଳ

Nov-16-2025 10:01 AM IST
କିଏ ଜିତିବ କୋଲକତା ଟେଷ୍ଟ ?

କିଏ ଜିତିବ କୋଲକତା ଟେଷ୍ଟ ?

Nov-15-2025 07:06 PM IST
ଜିତିପାରିଲେନି ଜନସୁରାଜ ଦଳର ମନୀଷ କଶ୍ୟପ, ବିଜେପି ପ୍ରାର୍ଥୀଙ୍କୁ ହରାଇଲେ

ଜିତିପାରିଲେନି ଜନସୁରାଜ ଦଳର ମନୀଷ କଶ୍ୟପ, ବିଜେପି ପ୍ରାର୍ଥୀଙ୍କୁ ହରାଇଲେ

Nov-15-2025 06:59 PM IST

ବିର୍ସା ମୁଣ୍ଡା ଦେଶର ସଂସ୍କୃତିର ରକ୍ଷକ ଥିଲେ: ଡ. ଯତୀନ ମହାନ୍ତି

Nov-15-2025 06:50 PM IST
  • About
  • Careers
  • Contact Us
Tuesday, November 18, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଏଆଇ କମ୍ପାନି ଗଠନ କଲେ ମୁକେଶ ଅମ୍ବାନି

by M M
Oct-26-2025 05:05 PM IST
in ଦେଶ ବିଦେଶ
0
ଏଆଇ କମ୍ପାନି ଗଠନ କଲେ ମୁକେଶ ଅମ୍ବାନି
491
SHARES
1.4k
VIEWS
Share on FacebookShare on Twitter
ଏଆଇ କମ୍ପାନି ଗଠନ କଲେ ମୁକେଶ ଅମ୍ବାନି   । ମୁକେଶ ଅମ୍ବାନିଙ୍କ ନେତୃତ୍ୱାଧୀନ ରିଲାଏନ୍ସ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL) ଏକ ନୂଆ AI- କମ୍ପାନି ରିଲାଏନ୍ସ୍ ଇଣ୍ଟେଲିଜେନ୍ସ୍ ଗଠନ କରିଛି।  ଏହି କମ୍ପାନି ଭାରତର AI ବିକାଶରେ ମୁଖ୍ୟ ଭୂମିକା ନେବ। ଏହା ଭାରତର ପ୍ରଥମ ଏଆଇ କମ୍ପାନି ଯାହା ଗୁଗଲ୍, ମେଟା ଓ ଅନ୍ୟ ଗ୍ଲୋବାଲ୍ ଟେକ୍ ଜାଏଣ୍ଟଙ୍କ ସହ ସହଯୋଗ କରିବ। ଏହି କମ୍ପାନି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଉତ୍ପାଦନ ଓ ସେବା କ୍ଷେତ୍ରରେ ସସ୍ତା, ସହଜ ଓ ଭାରତୀୟ ଭାଷାରେ AI ସୋଲ୍ୟୁସନ୍ ପ୍ରଦାନ କରିବ।
ସେପ୍ଟେମ୍ବର ୯, ୨୦୨୫ରେ ଏହାର ଅଫିସିଆଲ୍ ରେଜିଷ୍ଟ୍ରେସନ୍ ହୋଇଛି।ସମ୍ପ୍ରତି, ୨୪ ଅକ୍ଟୋବର ୨୦୨୫ରେ ମେଟା ସହିତ ଏକ ଜଏଣ୍ଟ୍ ଭେଞ୍ଚର୍ ରିଲାଏନ୍ସ୍ ଏଣ୍ଟରପ୍ରାଇଜ୍ ଇଣ୍ଟେଲିଜେନ୍ସ୍ ଲିମିଟେଡ୍ (REIL) ଗଠନ ହୋଇଛି। ଏଥିରେ ରିଲାଏନ୍ସ୍ ୭୦% ଓ ମେଟା ୩୦% ଷ୍କ୍ଟକ୍ ରଖିଛି। ପ୍ରାରମ୍ଭିକ ଇନଭେଷ୍ଟମେଣ୍ଟ ₹୮୫୫ କୋଟି ରହିଛି । ଏହା ଏଣ୍ଟରପ୍ରାଇଜ୍ AI ସର୍ଭିସ୍ ଉପରେ ଫୋକସ୍ କରିବ।ମୁକେଶ ଅମ୍ବାନି କହିଛନ୍ତି, “ରିଲାଏନ୍ସ୍ ଇଣ୍ଟେଲିଜେନ୍ସ୍ ଭାରତ ପାଇଁ AI ନିର୍ମାଣ କରିବ, ଯାହା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ।” ଏହା ଭାରତକୁ AI ସୁପରପାୱାର୍ କରିବାର ଏକ ବଡ଼ ପାଦକ୍ଷେପ ହେବ  ।
ମୁକେଶଙ୍କ ଏହି  AI କଂପାନି ସେବା, ବିକାଶ ଉପରେ ଧ୍ୟାନ ଦେବ। ଯେଉଁଥିରେ ଡାଟା ଆନାଲିଟିକ୍ସ, ଅଟୋମେସନ, ପ୍ରୋଡକ୍ଟିଭ ମଡେଲିଂ ଏବଂ ସ୍ମାର୍ଟ ନିଷ୍ପତ୍ତି ସମର୍ଥନ ସିଷ୍ଟମ ରହିବ। ବିଶେଷଜ୍ଞଙ୍କ ଅନୁସାରେ, ଏହି ସହଭାଗିତା ଭାରତୀୟ ଶିଳ୍ପଗୁଡ଼ିକୁ ବିଶ୍ୱସ୍ତରୀୟ AI ପ୍ରଯୁକ୍ତିବିଦ୍ୟା ପ୍ରଦାନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।
Share196Tweet123
M M

M M

ଆଜିର ପାଗ

Bhubaneswar
November 18, 2025, 12:46 AM
 

N
Overcast
17°C
0.8 m/s
Apparent: 17°C
Pressure: 1016 mb
Humidity: 75%
Winds: 0.8 m/s N
Windgusts: 6.4 m/s
UV-Index: 0
Precip.: 0mm /0% / Rain
Sunrise: 5:57 AM
Sunset: 5:05 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

November 17, 2025
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

November 17, 2025
ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

November 16, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom