ବିମାନ ଯାତ୍ରୀ ମଗାଇଥିଲେ ନିରାମିଷ ଖାଦ୍ୟ, ମିଳିଲା ଆମିଷ, ଚାଲିଗଲା ଜୀବନ by M M October 10, 2025 0 କତାର ଏୟାରୱେଜ୍ରେ ଜଣେ ବୃଦ୍ଧ ଡାକ୍ତରଙ୍କୁ ଆମିଷ ଖାଦ୍ୟ ଖାଇବାକୁ ଦେବାରୁ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି । ନିରାମିଷ ଯାତ୍ରୀଙ୍କ ମୃତ୍ୟୁକୁ ନେଇ କୋର୍ଟରେ ମାମଲା ହୋଇଛି । ନିରାମିଷ ଖାଦ୍ୟ ବଦଳରେ ମାଂସ ଖାଦ୍ୟ ଖାଇବାକୁ ଦେବାରୁ ତାଙ୍କ ...