ଆଇପିଏସସ୍ତରରେ ବଡ଼ଧରଣର ଅଦଳବଦଳ କଲେ ମୋହନ ସରକାର by M M September 29, 2024 0 ଭୁବନେଶ୍ବର: ବିଜେପି ସରକାର ଆସିବା ପରେ ଶେଷରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ମୋହନ ମାଝୀଙ୍କ ସରକାର । ଅନେକ ଦିନ ଧରି କୁହାଯାଉଥିଲା ବିଜେଡି ସରକାର ସମୟରେ ଥିବା ଅଫିସରଙ୍କୁ ବଦଳାଯାଉନାହିଁ କାହିଁକି? ଏହି ପ୍ରଶ୍ନର ଉତ୍ତର ଟିକେ ...