ଓଡ଼ିଆରେ ପଢ଼ାଯିବ ମେଡିକାଲ ପାଠ by M M July 5, 2024 0 ଭୁବନେଶ୍ବର: ନୂଆ ସରକାର ଆସିବା ପରେ ଓଡ଼ିଆରେ ପଢ଼ାଯିବ ମେଡିକାଲ ପାଠ । ଓଡ଼ିଆ ଭାଷାକୁ ସରକାରୀ କାର୍ଯ୍ୟରେ ବ୍ୟବହାର ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏବେ ଉଚ୍ଚ ଶିକ୍ଷା, ମେଡିକାଲ ଶିକ୍ଷାରେ ମଧ୍ୟ ଗୁରୁତ୍ବ ଦେବେ ସରକାର । ଏନେଇ ...