• Latest
  • Trending
ବାହାର ରତ୍ନଭଣ୍ଡାର ପାଇଁ ଲାଗିଲା ୩ ଘଣ୍ଟା : ଜଷ୍ଟିସ ରଥ

ବାହାର ରତ୍ନଭଣ୍ଡାର ପାଇଁ ଲାଗିଲା ୩ ଘଣ୍ଟା : ଜଷ୍ଟିସ ରଥ

Jul-16-2024 12:56 PM IST
ଶ୍ରୀକାନ୍ତ-ମନୋରଂଜନ ବିତର୍କ, ମାଗଣା ବିଜୁଳି ଦେଲେ ଚାଷୀଙ୍କ ଭାଗ୍ୟ ବଦଳିଯିବ କି ?

ଶ୍ରୀକାନ୍ତ-ମନୋରଂଜନ ବିତର୍କ, ମାଗଣା ବିଜୁଳି ଦେଲେ ଚାଷୀଙ୍କ ଭାଗ୍ୟ ବଦଳିଯିବ କି ?

Jan-15-2026 06:21 AM IST
ସନା ସରକାର ଭୁଶୁଡିବା ପରେ.. ମୋହନଂ ଶରଣମ୍ ଗଚ୍ଛାମୀ

ସନା ସରକାର ଭୁଶୁଡିବା ପରେ.. ମୋହନଂ ଶରଣମ୍ ଗଚ୍ଛାମୀ

Jan-15-2026 06:13 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-15-2026 05:34 AM IST
“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

Jan-14-2026 03:12 PM IST

ଶୁଭାରମ୍ଭ ହେଲା ମାତୃଭାଷାରେ ଶିକ୍ଷା: ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନା

Jan-14-2026 06:07 AM IST
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

Jan-14-2026 06:05 AM IST
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

Jan-14-2026 05:59 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-14-2026 05:53 AM IST
ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

Jan-13-2026 06:06 AM IST
ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

Jan-13-2026 06:03 AM IST
  • About
  • Careers
  • Contact Us
Thursday, January 15, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ମୁଖ୍ୟ ଖବର

ବାହାର ରତ୍ନଭଣ୍ଡାର ପାଇଁ ଲାଗିଲା ୩ ଘଣ୍ଟା : ଜଷ୍ଟିସ ରଥ

by M M
Jul-16-2024 12:56 PM IST
in ମୁଖ୍ୟ ଖବର, ରାଜ୍ୟ
0
ବାହାର ରତ୍ନଭଣ୍ଡାର ପାଇଁ ଲାଗିଲା ୩ ଘଣ୍ଟା : ଜଷ୍ଟିସ ରଥ
491
SHARES
1.4k
VIEWS
Share on FacebookShare on Twitter

ପୁରୀ:  ରତ୍ନଭଣ୍ଡାର ଭିତରେ ଅନେକ ରହସ୍ୟ ରହିଛି । ହଜାର ହଜାର କୋଟି ମୂଲ୍ୟର ଧନ ସମ୍ପଦ ସଂଗ୍ରହ ହୋଇଥିବା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକମାନେ ମତ ଦିଅନ୍ତି ।  ଏହାକୁ ସୁରକ୍ଷା ପ୍ରଦାନ କରିବା ପାଇଁ ବିଶେଷ ବ୍ୟବସ୍ଥା ରହିଥିଲେ ମଧ୍ୟ ଚାବି ହଜିବା ଏବଂ ତାଲା ଭଂଗାଯିବା କଥାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏହାରି ଭିତରେ ସ୍ୱର୍ଣ୍ଣ ମୁକଟ, ରତ୍ନ, ଅଳଙ୍କାର, ରତ୍ନ ମୁଦ୍ରା ଏବଂ ଅନ୍ୟାନ୍ୟ ମୁଲ୍ୟ ବସ୍ତୁ ରହିଥିବା କହିଛନ୍ତି ଜଷ୍ଟିସ ବିଶ୍ବନାଥ ରଥ ।

ତେବେ ବାହାର ରତ୍ନଭଣ୍ଡାର ଖୋଲିବା ପରେ ଭିତର ରତ୍ନଭଣ୍ଡାର ତାଲା ଭାଙ୍ଗି ପ୍ରବେଶ କରିଥିବା ଜଷ୍ଟିସ୍‌ ବିଶ୍ବନାଥ ରଥ କହିଛନ୍ତି । ଭିତର ରତ୍ନଭଣ୍ଡାରରେ ୪ଟି ସିନ୍ଦୁକ, ୫ଟି ଆଲମିରା ଆମ ନଜରରେ ପଡ଼ିଥିବା କଥା କହିଛନ୍ତି। ତିନୋଟି ଚାବିକୁ କଟା ଯାଇ ଦ୍ବାର ଖୋଲାଯାଇଥିବା କହିଛନ୍ତି ।  ଆଲମିରା କାଠ ଓ ଷ୍ଟିଲ୍‌ର। ସିନ୍ଦୁକ ସବୁ କାଠର। ରତ୍ନଭଣ୍ଡାର ଘର ଆକାର ପ୍ରାୟ ୧୫ ଫୁଟ ଲମ୍ବ ଓ ୧୦ ଫୁଟ ଓସାର ହେବ ବୋଲି କହିଛନ୍ତି। ଭିତର ରତ୍ନଭଣ୍ଡାରରେ ତିନିଟି ତାଲା ପଡ଼ିଥିଲା। ତାଲା ଭିତରୁ ଗୋଟିଏ ଜଉମୁଦ ଦେଇ ସିଲ୍‌ କରାଯାଇଥିଲା। ବାକି ଦୁଇଟି ଜଉମୁଦ ଦିଆଯାଇନଥିଲା ବୋଲି ଜଷ୍ଟିସ ରଥ କହିଛନ୍ତି। ଜିଲ୍ଲା କୋଷାଗାରରୁ ଯାଇଥିବା ଚାବିରେ ତାଲା ନ ଖୋଲିବାରୁ ତିନିଟିଯାକ ତାଲା କଟାଯାଇ ଭିତରକୁ ଯାଇଥିଲୁ ବୋଲି ଜଷ୍ଟିସ ରଥ କହିଛନ୍ତି।ବାହାର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ବହୁ କଷ୍ଟସାଧ୍ୟ ଥିଲା। ଏଥିପାଇଁ ଆମକୁ ପ୍ରାୟ ୩ ଘଣ୍ଟା ସମୟ ଲାଗିଗଲା ବୋଲି କହିଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ। ଶ୍ରୀ ରଥ କହିଛନ୍ତି ସୁନା, ରୁପା, ହୀରା, ନୀଳା, ମୋତି, ମାଣିକ ଆଦି ସ୍ଥାନାନ୍ତର ହୋଇଛି । ଅସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର କରାଯାଇଛି। ସବୁର ଟିକିନିଖି ଭିଡିଓଗ୍ରାଫି କରାଯାଇଛି ।  କେଉଁ ସ୍ଥାନରୁ କେଉଁ ଅଳଙ୍କାର ଅଣାଯାଇଛି, ତାର ମାର୍କିଂ କରାଯାଇଛି। ସେହି ସ୍ଥାନକୁ ପୁଣି ବାହାର ରତ୍ନଭଣ୍ଡାର ଅଳଙ୍କାର ଫେରିବ ବୋଲି ଜଷ୍ଟିସ୍‌ ରଥ କହିଛନ୍ତି।

  • ସୁନାର ମହାନ୍ତା ମୁକୁଟ
  • ନାଗା ଫଣୀ
  • ହାର
  • କାନ ଆଳତି
  • ବାହୁରେଖା
  • ରତ୍ନର ସଜା ତିଆରି ଅଳଙ୍କାରସବୁ ରହିଥିବା ଶ୍ରୀ ଜଗନ୍ନାଥ ଗବେଷକମାନେ କହିଛନ୍ତି ।
Share196Tweet123
M M

M M

ଆଜିର ପାଗ

Bhubaneswar
January 15, 2026, 10:58 PM
 
NE
Clear sky
17°C
0.4 m/s
Apparent: 16°C
Pressure: 1015 mb
Humidity: 91%
Winds: 0.4 m/s NE
Windgusts: 6.3 m/s
UV-Index: 0
Precip.: 0mm /0% / Rain
Sunrise: 6:24 AM
Sunset: 5:26 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଶ୍ରୀକାନ୍ତ-ମନୋରଂଜନ ବିତର୍କ, ମାଗଣା ବିଜୁଳି ଦେଲେ ଚାଷୀଙ୍କ ଭାଗ୍ୟ ବଦଳିଯିବ କି ?

ଶ୍ରୀକାନ୍ତ-ମନୋରଂଜନ ବିତର୍କ, ମାଗଣା ବିଜୁଳି ଦେଲେ ଚାଷୀଙ୍କ ଭାଗ୍ୟ ବଦଳିଯିବ କି ?

January 15, 2026
ସନା ସରକାର ଭୁଶୁଡିବା ପରେ.. ମୋହନଂ ଶରଣମ୍ ଗଚ୍ଛାମୀ

ସନା ସରକାର ଭୁଶୁଡିବା ପରେ.. ମୋହନଂ ଶରଣମ୍ ଗଚ୍ଛାମୀ

January 15, 2026
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

January 15, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom