• Latest
  • Trending
ଚୁକ୍ତି ପରେ ଇସ୍ରାଏଲ ପଣବନ୍ଦୀଙ୍କୁ ଛାଡ଼ିଲା ହମାସ

ଚୁକ୍ତି ପରେ ଇସ୍ରାଏଲ ପଣବନ୍ଦୀଙ୍କୁ ଛାଡ଼ିଲା ହମାସ

Oct-13-2025 04:12 PM IST
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

Mar-19-2026 05:04 PM IST
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

Mar-19-2026 04:10 PM IST
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

Mar-19-2026 02:55 PM IST
ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

Mar-19-2026 02:30 PM IST
କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

Mar-19-2026 01:29 PM IST
https://odisha.newsroom.in/

ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ

Mar-18-2026 04:14 PM IST
https://odisha.newsroom.in/

କଟକ ବଡ ମେଡିକାଲ ନିଆଁକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ

Mar-18-2026 03:22 PM IST
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

Mar-17-2026 05:13 PM IST
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

Mar-16-2026 11:47 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Mar-16-2026 11:40 AM IST
  • About
  • Careers
  • Contact Us
Friday, March 20, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଅପରାଧ

ଚୁକ୍ତି ପରେ ଇସ୍ରାଏଲ ପଣବନ୍ଦୀଙ୍କୁ ଛାଡ଼ିଲା ହମାସ

ଇସ୍ରାଏଲରେ ଖୁସି, ଅନ୍ୟ ପଣବନ୍ଦୀ ଫେରିବେ କେବେ ?

by M M
Oct-13-2025 04:12 PM IST
in ଅପରାଧ, ଦେଶ ବିଦେଶ
0
ଚୁକ୍ତି ପରେ ଇସ୍ରାଏଲ ପଣବନ୍ଦୀଙ୍କୁ ଛାଡ଼ିଲା ହମାସ
491
SHARES
1.4k
VIEWS
Share on FacebookShare on Twitter

ପ୍ରଥମ ପର୍ଯ୍ୟାୟରେ ୭ ଜଣ ଇସ୍ରାଏଲ ନାଗରିକଙ୍କୁ ହମାସ ଆତଙ୍କବାଦୀମାନେ ଛାଡିଛନ୍ତି ।  ସେମାନଙ୍କୁ ରେଡକ୍ରସ ହାତରେ ଦିଆଯାଇଥିଲା ପରେ ସେମାନେ ଇସ୍ରାଏଲ ଫେରିଛନ୍ତି । ଇସ୍ରାଏଲ ସହିତ ଯୁଦ୍ଧ ବନ୍ଦି ଚୁକ୍ତି ଅନୁସାରେ ଏହି ପଣବନ୍ଦୀଙ୍କୁ ମୁକ୍ତ କରିଛି ହମାସ।   ହମାସ ଆତଙ୍କବାଦୀମାନେ 20 ଜଣ ଜୀବିତ ବନ୍ଧକଙ୍କୁ ରେଡକ୍ରସର ଅନ୍ତର୍ଜାତୀୟ କମିଟି (ICRC)କୁ ହସ୍ତାନ୍ତର କରିଛନ୍ତି । ଇସ୍ରାଏଲୀ ଅଧିକାରୀଙ୍କ ଅନୁଯାୟୀ, ପ୍ରଥମ ଗୋଷ୍ଠୀରେ ସାତ ଜଣ ଇସ୍ରାଏଲ ଫେରିଛନ୍ତି । ସେମାନେ ହେଲେ ଇତାନ ମୋର, ଗାଲି ବର୍ମାନ, ଜିଭ ବର୍ମାନ, ଓମରି ମିରାନ, ଆଲୋନ ଓହେଲ, ଗାଏ ଗିଲବୋଆ-ଡାଲାଲ ଏବଂ ମାଟାନ ଆଙ୍ଗରେଷ୍ଟ ।

ଦ୍ୱିତୀୟ ଦଫାରେ ବାର୍ କୁପରଷ୍ଟାଇନ୍, ଏଭିଆଟର ଡେଭିଡ୍, ଯୋସେଫ୍ ହାଇମ୍ ଓହାନା, ସେଗେଭ୍ ଖାଲଫନ୍, ଅଭିତା ଓର, ଏଲକାନା ବୋହବୋଟ୍, ମ୍ୟାକ୍ସିମ୍ ହାର୍କିନ୍, ନିମରୋଡ୍ କୋହେନ୍, ମାଟାନ ଜାଙ୍ଗୌକର, ଡେଭିଡ୍ କୁନିଓ, ଇତାନ ହର୍ଣ୍ଣ, ରୋମ୍ ବ୍ରାସ୍ଲାବସ୍କି ଏବଂ ଏରିଏଲ୍ କୁନିଓ ଅଛନ୍ତି।

ଯୁଦ୍ଧବିରତି ଚୁକ୍ତିନାମାର ଏକ କପି ଅନୁଯାୟୀ, ସମସ୍ତ ମୃତ ବନ୍ଧକଙ୍କ ମୃତଦେହ ସୋମବାର ଦିନ 2:30 (IST) ସୁଦ୍ଧା ହସ୍ତାନ୍ତର କରାଯିବା କଥା।

ଇସ୍ରାଏଲର ଜେଲରେ ବନ୍ଦୀ ଥିବା ୧୯୦୦ ପାଲେଷ୍ଟାଇନଙ୍କ ମୁକ୍ତି ବଦଳରେ ୨୦ ଜଣ ଇସ୍ରାଏଲୀ ନାଗରିକଙ୍କୁ ମୁକ୍ତ କରାଯିବ ବୋଲି ଚୁକ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ୭ ଜଣଙ୍କୁ ଛାଡ଼ିବା ପରେ ସାରା ଇସ୍ରାଏଲରେ ଖେଳି ଯାଇଛି ଖୁସିର ଲହରୀ ।  ଦୁଇ ବର୍ଷ ପରେ ଏହି ପଣବନ୍ଦୀମାନେ ମୁକ୍ତି ପାଇଛନ୍ତି। ତେଣୁ ସେମାନେ ବି ବହୁତ ଖୁସି।

୨୦୨୩ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା ହମାସ। ଏଥିରେ ୧୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ପ୍ରାୟ ୨୫୦ ଜଣଙ୍କୁ ଅପହରଣ କରି ନେଇଥିଲେ ହମାସ ଆତଙ୍କବାଦୀ । ଏବେ ସେମାନେ ଗାଜାରେ ଅଛନ୍ତି । ଏହା ପରେ ଇସ୍ରାଏଲ ସେନା ଆକ୍ରମଣରେ ପ୍ରାୟ ୭୦ ହଜାର ଲୋକ ନିହତ ହୋଇଥିବା ବେଳେ ୨ ଲକ୍ଷ ଲୋକ ଆହତ ହୋଇଛନ୍ତି। ୪ ଲକ୍ଷ ଲୋକ ପଳାୟନ କରିଛନ୍ତି। ଯୁଦ୍ଧର ଗଭୀର ପ୍ରଭାବ ପଡ଼ିଛି ଗାଜା ଉପରେ ।  ଯୁଦ୍ଧ ବନ୍ଦ କରିବାକୁ ଟ୍ରମ୍ପ ବହୁତ ଚେଷ୍ଟା କରିଥିଲେ। ଶେଷରେ ଉଭୟ ପକ୍ଷର ଅନେକ ସର୍ତ୍ତ ଅନୁସାରେ ଯୁଦ୍ଧ ବିରତି ହୋଇଛି। ଏଥିପାଇଁ ଇସ୍ରାଏଲ ଓ ଇଜିପ୍ଟ ଟ୍ରମ୍ପଙ୍କୁ ନିଜ ନିଜ ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହମାସ-ଇସ୍ରାଏଲ ଯୁଦ୍ଧ ବିରତି ସହିତ ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରିବ ବୋଲି ଆଶା କରାଯାଉଛି।

Share196Tweet123
M M

M M

ଆଜିର ପାଗ

Bhubaneswar
March 20, 2026, 4:48 AM
 
SSW
Overcast
24°C
1.1 m/s
Apparent: 30°C
Pressure: 1010 mb
Humidity: 90%
Winds: 1.1 m/s SSW
Windgusts: 8.5 m/s
UV-Index: 0
Precip.: 2.5mm /55% / Rain
Sunrise: 5:50 AM
Sunset: 5:57 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

March 19, 2026
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

March 19, 2026
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

March 19, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom