• Latest
  • Trending
ବିଜୟଠୁ ଅଳ୍ପ ଦୂରରେ ଭାରତ, ଆଉ କେତେ ରନ କଲେ ଭାରତ ଜିତିବ ?

ବିଜୟଠୁ ଅଳ୍ପ ଦୂରରେ ଭାରତ, ଆଉ କେତେ ରନ କଲେ ଭାରତ ଜିତିବ ?

Oct-13-2025 06:36 PM IST
odisha.newsroom.in

ଏମିତି କରନ୍ତୁ ଶୋଇବା ଘର ଡିଜାଇନ…ନିଶ୍ଚୟ ଆସିବ ସୁଖନିଦ୍ରା

Mar-27-2026 01:07 PM IST
odisha.newsroom.in

ମହଳାଙ୍କୁ ହୋଟେଲ ନେଇ କହିଲା, ମୁଁ ଶିବଙ୍କ ଅବତାର ଆଉ ତୁମେ ସାକ୍ଷାତ ପାର୍ବତୀ…ତାପରେ…

Mar-27-2026 12:37 PM IST
odisha.newsroom.in

ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା…ସତର୍କ ସୂଚନା ଜାରି

Mar-27-2026 12:09 PM IST
odisha.newsroom.in

ଆଜି ରାମନବମୀ…ସାରା ଜଗତ ରାମମୟ…ଶୁଭୁଛି ଜୟ ଶ୍ରୀରାମ ନାରା

Mar-27-2026 11:46 AM IST
odisha.newsroom.in

ପେଟ୍ରୋଲ ଓ ଡିଜେଲ ଉପରୁ ସରକାର କମାଇଲେ ଟ୍ୟାକ୍ସ, କମିବ ଦର ?

Mar-27-2026 11:22 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-27-2026 08:32 AM IST
odisha.newsroom.in

ବିଧାୟକଙ୍କ ବିବାଦୀୟ ବୟାନ: ଆମେ VIP, ଧାଡ଼ିରେ ଛିଡ଼ାହୋଇପାରିବୁନି

Mar-26-2026 06:38 PM IST
odisha.newsroom.in

ନାସାର ବଡ଼ ଯୋଜନା…ଜହ୍ନରେ ହେବ ସହର, ରହିବେ ଲୋକେ

Mar-26-2026 05:56 PM IST
odisha.newsroom.in

ରୁକୁଣା ରଥଯାତ୍ରା ପାଇଁ ବିଧାନସଭା ମୁଲତବୀ…ସୋମବାର ଖୋଲିବ

Mar-26-2026 05:34 PM IST
ମୋହନଙ୍କ କଡା ଜବାବ , ବିରୋଧୀଙ୍କ ମୁହଁ ବନ୍ଦ ! 

ମୋହନଙ୍କ କଡା ଜବାବ , ବିରୋଧୀଙ୍କ ମୁହଁ ବନ୍ଦ ! 

Mar-26-2026 05:24 PM IST
  • About
  • Careers
  • Contact Us
Friday, March 27, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଖେଳ

ବିଜୟଠୁ ଅଳ୍ପ ଦୂରରେ ଭାରତ, ଆଉ କେତେ ରନ କଲେ ଭାରତ ଜିତିବ ?

by M M
Oct-13-2025 06:36 PM IST
in ଖେଳ
0
ବିଜୟଠୁ ଅଳ୍ପ ଦୂରରେ ଭାରତ, ଆଉ କେତେ ରନ କଲେ ଭାରତ ଜିତିବ ?
491
SHARES
1.4k
VIEWS
Share on FacebookShare on Twitter

 

ଦ୍ବିତୀୟ ଟେଷ୍ଟରେ ବିଜୟୀ ହେବ ଭାରତ । ଆଉ ମାତ୍ର ୫୮ ରନ କଲେ ଭାରତ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିବ ।  ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ୍ ୨ୟ ଟେଷ୍ଟ ମ୍ୟାଚର ୪ର୍ଥ ଦିନର ଖେଳ ସମାପ୍ତ ହୋଇଛି । ଷ୍ଟମ୍ପସ୍ ଅପସାରଣ ବେଳକୁ ଭାରତ ଗୋଟିଏ ଓ୍ବିକେଟ ହରାଇ ୬୩ ରନ କରିଛି ।  ଶେଷ ଦିନରେ ଭାରତକୁ ବିଜୟ ପାଇଁ ଆଉ ୫୮ ରନର ଆବଶ୍ୟକତା ରହିଛି । ଭାରତ ପକ୍ଷରୁ କେ.ଏଲ. ରାହୁଲ ୨୫ ରନ ଓ ସାଇ ସୁଦର୍ଶନ ୩୦ ରନ କରି ଖେଳୁଛନ୍ତି। ଯଶସ୍ବୀ ଜୟସ୍ବାଲ ୮ ରନ କରି ଆଉଟ ହୋଇଛନ୍ତି। ଏହି ମ୍ୟାଚରେ ଫଲୋଅନର ସମ୍ମୁଖୀନ ହୋଇଥିଲା ଓ୍ବେଷ୍ଟଇଣ୍ଡିଜ୍  । ତେବେ ନିଜର ୨ୟ ଇନିଂସରେ ୩୯୦ ରନ କରି ଅଲଆଉଟ ହୋଇଯାଇଥିଲା । ଏହା ଫଳରେ ଭାରତ ଆଗରେ ୧୨୧ ରନର ବିଜୟ ଲକ୍ଷ୍ୟ ରହିଛି । ପ୍ରଥମ ପାଳିରେ ଓ୍ବେଷ୍ଟ ଇଣ୍ଡିଜ ଭଲ ଖେଳି ପାରିନଥିଲା । ଦ୍ବିତୀୟ ପାଳିରେ ଦୁଇଟି ଶତକ ଦେଖିବାକୁ ମିଳିଥିଲା । ପ୍ରଥମ ଇଂନିସରେ ସଂଘର୍ଷ କରୁଥିବା ଖେଳାଳିମାନେ ୨ୟ ଇନିଂସରେ ଭଲ ଖେଳିଥିଲେ । ଓ୍ବେଷ୍ଟ ଇଣ୍ଡିଜ୍ ୩୯୦ ରନ କରି ଅଲଆଉଟ ହୋଇଯାଇଥିଲା । ଏହା ଫଳରେ ଭାରତ ଆଗରେ ୧୨୧ ରନର ବିଜୟ ଲକ୍ଷ୍ୟ ରହିଛି । ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଜନ କ୍ୟାମ୍ପବେଲ ୧୧୫ ରନ ଓ ସଇ ହୋପେ ୧୦୩ ରନ କରି ଭାରତୀୟ ବୋଲରଙ୍କ ଦୃଢ ମୁକାବିଲା କରିଥିଲେ । ସେହିପରି ଜଷ୍ଟିନ ଗ୍ରିଭସ ୫୦ ରନ ଓ ରୋଷ୍ଟନ ଚେଜ୍ ୪୦ ରନ କରିଥିଲେ । ଭାରତ ପକ୍ଷରୁ କୁଳଦୀପ ଯାଦବ ଓ ଯଶପ୍ରୀତ ବୁମରା ୩ଟି ଲେଖାଏଁ ଓ୍ବିକେଟ ନେଇଥିବାବେଳେ ମହମ୍ମଦ ସିରାଜ ୨ଟି ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ନିଜର ପ୍ରଥମ ଇନିଂସରେ ଭାରତ ୫୧୮ ରନ କରି ପାଳି ସମାପ୍ତି ଘୋଷଣା କରିଥିଲା । ଓ୍ବେଷ୍ଟଇଣ୍ଡିଜ ନିଜର ପ୍ରଥମ ଇନିଂସରେ ୨୪୮ ରନ କରିଥିଲା ।

Share196Tweet123
M M

M M

ଆଜିର ପାଗ

Bhubaneswar
March 27, 2026, 1:51 PM
 

S
Overcast
36°C
2.8 m/s
Apparent: 32°C
Pressure: 1010 mb
Humidity: 97%
Winds: 2.8 m/s S
Windgusts: 7 m/s
UV-Index: 0
Precip.: 0mm /35% / Rain
Sunrise: 5:44 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom