• Latest
  • Trending
କେହି ରାଜା ନୁହଁନ୍ତି, ଟ୍ରମ୍ପଙ୍କ ବିରୋଧରେ କାହିଁକି ଏମିତି କହିଲେ ହଜାର ହଜାର ଆମେରିକାବାସୀ

କେହି ରାଜା ନୁହଁନ୍ତି, ଟ୍ରମ୍ପଙ୍କ ବିରୋଧରେ କାହିଁକି ଏମିତି କହିଲେ ହଜାର ହଜାର ଆମେରିକାବାସୀ

Oct-19-2025 07:30 PM IST
ହମାସକୁ କଡ଼ା ଚେତାବନୀ କାହିଁକି ଦେଲେ ଟ୍ରମ୍ପ

ହମାସକୁ କଡ଼ା ଚେତାବନୀ କାହିଁକି ଦେଲେ ଟ୍ରମ୍ପ

Oct-21-2025 04:08 PM IST
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ

Oct-21-2025 03:37 PM IST
ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

Oct-21-2025 01:20 PM IST
ଗୋଟିଏ ଆସନରେ ମହାଗଠବନ୍ଧନର ଦୁଇ ପ୍ରାର୍ଥୀ, ଫାଇଦା କାହାର ହେବ ?

ଗୋଟିଏ ଆସନରେ ମହାଗଠବନ୍ଧନର ଦୁଇ ପ୍ରାର୍ଥୀ, ଫାଇଦା କାହାର ହେବ ?

Oct-21-2025 12:39 PM IST
ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

Oct-21-2025 12:19 PM IST
କଣ କହୁଛି ଆପଣଙ୍କ ରାଶିଫଳ

କଣ କହୁଛି ଆପଣଙ୍କ ରାଶିଫଳ

Oct-21-2025 07:07 AM IST
ନିଜ ଦମରେ ଲଢ଼ିଲେ ବିଜୟ ସୁନିଶ୍ଚିତ :ମୋଦି

ନିଜ ଦମରେ ଲଢ଼ିଲେ ବିଜୟ ସୁନିଶ୍ଚିତ :ମୋଦି

Oct-20-2025 12:43 PM IST
ବିହାରରେ ଆସନ ଭାଗବଣ୍ଟା ଛିଣ୍ଡୁନି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ଲାଗିରହିଛି ଦ୍ବନ୍ଦ୍ବ

ବିହାରରେ ଆସନ ଭାଗବଣ୍ଟା ଛିଣ୍ଡୁନି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ଲାଗିରହିଛି ଦ୍ବନ୍ଦ୍ବ

Oct-20-2025 11:12 AM IST
ଦୀପାବଳି ଅବସରରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ଦୀପାବଳି ଅବସରରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

Oct-20-2025 10:18 AM IST
ନୂଆପଡ଼ାରେ ସ୍ନେହାଙ୍ଗିନୀ ଛୁରିଆ ଆଜି ନାମାଙ୍କନ ପତ୍ର ଦାଖଲ କରିବେ

ନୂଆପଡ଼ାରେ ସ୍ନେହାଙ୍ଗିନୀ ଛୁରିଆ ଆଜି ନାମାଙ୍କନ ପତ୍ର ଦାଖଲ କରିବେ

Oct-20-2025 09:53 AM IST
  • About
  • Careers
  • Contact Us
Tuesday, October 21, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

କେହି ରାଜା ନୁହଁନ୍ତି, ଟ୍ରମ୍ପଙ୍କ ବିରୋଧରେ କାହିଁକି ଏମିତି କହିଲେ ହଜାର ହଜାର ଆମେରିକାବାସୀ

by M M
Oct-19-2025 07:30 PM IST
in ଦେଶ ବିଦେଶ
0
କେହି ରାଜା ନୁହଁନ୍ତି, ଟ୍ରମ୍ପଙ୍କ ବିରୋଧରେ କାହିଁକି ଏମିତି କହିଲେ ହଜାର ହଜାର ଆମେରିକାବାସୀ
494
SHARES
1.4k
VIEWS
Share on FacebookShare on Twitter

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ବିରୋଧରେ ହଜାର ହଜାର ଆମେରିକାର ନାଗରିକ ରାଜରାସ୍ତାରେ ଆସି ଆନ୍ଦୋଳନ କରୁଛନ୍ତି । ଟ୍ରମ୍ପଙ୍କ ଏକଛତ୍ରବାଦୀ ନୀତିକୁ ନେଇ ଲୋକମାନେ ଟ୍ରମ୍ପଙ୍କ ଉପରେ ବର୍ଷିଛନ୍ତି । ଏହି ଆନ୍ଦୋଳନ ଆମେରିକା, କାନାଡ଼ା, ୟୁରୋପର ବଡ଼ ବଡ଼ ସହରରେ ଦେଖିବାକୁ ମିଳିଛି । ଯେଉଁଠି ହଜାର ହଜାର ନାଗରିକ ପ୍ରତିବାଦ କରିବା ସହ ଟ୍ରମ୍ପ ରାଜା ନୁହଁନ୍ତି ବୋଲି ସ୍ଲୋଗାନ ଦେଇଛନ୍ତି । ୱାଶିଂଟନ ଡିସି, ନ୍ୟୁୟର୍କ, ଚିକାଗୋ ଏବଂ ଲସ୍ ଆଞ୍ଜେଲସ୍ ସମେତ ଆମେରିକାର ବିଭିନ୍ନ ସହରରେ ଲକ୍ଷ ଲକ୍ଷ ଲୋକ ଏହି ପ୍ରତିବାଦ କରିଛନ୍ତି ।   ବିଭିନ୍ନ ସହରରେ ପ୍ରଦର୍ଶନକାରୀମାନେ ନୋ କିଙ୍ଗସ୍ ସ୍ଲୋଗାନ ଦେଇ ଶୋଭାଯାତ୍ରା ଏବଂ ରାଲି କରୁଛନ୍ତି। ନୋ କିଙ୍ଗସ୍ ନାମକ ଏହି ପ୍ରଦର୍ଶନର ପ୍ରଭାବ ଆମେରିକାରେ ପଡ଼ିଛି । ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ଏକଛତ୍ରବାଦକୁ ଲୋକେ ଗ୍ରହଣ କରିବାକୁ ଚାହୁଁନଥିବା କହିଛନ୍ତି ।

ଆମେରିକୀୟ ସହରଗୁଡ଼ିକରେ ଟ୍ରମ୍ପ ଫେଡେରାଲ୍ ଫୋର୍ସ ବା ନ୍ୟାସନାଲ୍ ଗାର୍ଡଙ୍କୁ ନିୟୋଜିତ କରିଛନ୍ତି । ଯାହାକୁ ନେଇ ବିରୋଧୀ ଦଳ ଟ୍ରମ୍ପ ପ୍ରଶାସନ ବିରୋଧରେ ରାଜରାସ୍ତାକୁ ଆସି ଆନ୍ଦୋଳନ କରୁଛି ।  ପ୍ରତିବାଦକାରୀମାନେ ଏହାକୁ ଟ୍ରମ୍ପଙ୍କ କ୍ଷମତାର ଦୂରୁପଯୋଗ କହୁଛନ୍ତି । ଗତ କିଛି ଦିନ ଭିତରେ ଆମେରିକାର ୫୦ଟି ରାଜ୍ୟରେ ୨,୫୦୦ରୁ ଅଧିକ ପ୍ରଦର୍ଶନ ଟ୍ରମ୍ପଙ୍କ ବିରୋଧରେ  କରାଯାଇଛି।

ଆଜି ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ବହୁ ସଂଖ୍ୟକ ପ୍ରଦର୍ଶନକାରୀ ଟ୍ରମ୍ପ ରାଜା ନୁହଁନ୍ତି ବୋଲି ପ୍ଲାକାର୍ଡ ଦେଖାଇ ପ୍ରତିବାଦ କରିଥିଲେ । ଯାହାକୁ ନେଇ ଟ୍ରମ୍ପ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ଟ୍ରମ୍ପ କହିଛନ୍ତି , ସେ କେବେ ନିଜକୁ ରାଜା ବୋଲି କହିନାହାଁନ୍ତି । ‘’ମୁଁ ଜଣେ ରାଜା ପରି ଅନୁଭବ କରୁନାହିଁ। ରାଜା ଭଳି ଅନୁଭବ କରିବା ମାନେ ଏକ ଖରାପ ଭାବନା କୁହାଯିବ’’ । ଏହିଭଳି ପ୍ରଚାର କେବଳ  ଡେମୋକ୍ରାଟଙ୍କ ଦ୍ୱାରା କରାଯାଉଥିବା ସେ ଅଭିଯୋଗ କରିଛନ୍ତି ।  ବାମପନ୍ଥୀ ବିଚାରଧାରା ଲୋକମାନେ ତାଙ୍କୁ ସହ୍ୟ କରିପାରୁନାହାଁନ୍ତି ।  ୱାଶିଂଟନ ଏବଂ ଲସ୍ ଆଞ୍ଜେଲସରେ ଶୋଭାଯାତ୍ରାରେ ସାମିଲ ଲୋକଙ୍କୁ ସେ କହିଥିଲେ ଯେ ସେମାନେ ଦେଶ ବିରୋଧି ତତ୍ତ୍ବ । ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟି ଏହି ପ୍ରତିବାଦଗୁଡ଼ିକୁ ବିରୋଧୀ ଦଳର ଆମେରିକା ଘୃଣା ବା  “ହେଟ୍ ଆମେରିକା” ରାଲି ବୋଲି ନାମ ଦେଇଛି।

 

Share198Tweet124
M M

M M

ଆଜିର ପାଗ

Bhubaneswar
October 21, 2025, 4:08 PM
 

ENE
Partly cloudy
30°C
2.1 m/s
Apparent: 31°C
Pressure: 1010 mb
Humidity: 97%
Winds: 2.1 m/s ENE
Windgusts: 8.9 m/s
UV-Index: 0
Precip.: 0mm /53% / Rain
Sunrise: 5:43 AM
Sunset: 5:18 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ହମାସକୁ କଡ଼ା ଚେତାବନୀ କାହିଁକି ଦେଲେ ଟ୍ରମ୍ପ

ହମାସକୁ କଡ଼ା ଚେତାବନୀ କାହିଁକି ଦେଲେ ଟ୍ରମ୍ପ

October 21, 2025
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ

October 21, 2025
ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

October 21, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom