• Latest
  • Trending
ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

Oct-21-2025 05:15 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Feb-06-2026 06:15 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Feb-05-2026 06:57 AM IST
ସବୁବେଳେ ପ୍ରଶାସନ ତପ୍ତର ରହୁ କେବଳ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କାହିଁକି ?

ସବୁବେଳେ ପ୍ରଶାସନ ତପ୍ତର ରହୁ କେବଳ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କାହିଁକି ?

Feb-05-2026 06:55 AM IST
ସଂସଦରେ ଶବ୍ଦର ଯୁଦ୍ଧ, ରାହୁଲ-ବିଟ୍ଟୁ ମୁହାଁମୁହିଁ, ‘ଗଦ୍ଦାର’ କିଏ ?

ସଂସଦରେ ଶବ୍ଦର ଯୁଦ୍ଧ, ରାହୁଲ-ବିଟ୍ଟୁ ମୁହାଁମୁହିଁ, ‘ଗଦ୍ଦାର’ କିଏ ?

Feb-05-2026 07:39 AM IST
ସ୍କୁଲ ଭିତରେ ନାବାଳିକାକୁ ଗଣଦୁଷ୍କର୍ମ

ସ୍କୁଲ ଭିତରେ ନାବାଳିକାକୁ ଗଣଦୁଷ୍କର୍ମ

Feb-04-2026 10:25 PM IST
ଭାରତ ଇତିହାସରେ ବିରଳ, ଓକିଲ ଆସନରେ ମୁଖ୍ୟମନ୍ତ୍ରୀ, ଖାରବେଳ କହିଲେ

ଭାରତ ଇତିହାସରେ ବିରଳ, ଓକିଲ ଆସନରେ ମୁଖ୍ୟମନ୍ତ୍ରୀ, ଖାରବେଳ କହିଲେ

Feb-04-2026 10:21 PM IST
ଅରୁଣଙ୍କ “ପୀଡା””ନୋଚାଲାଖି” କହୁଛି, ଗାଁର କାହାଣୀ..

ଅରୁଣଙ୍କ “ପୀଡା””ନୋଚାଲାଖି” କହୁଛି, ଗାଁର କାହାଣୀ..

Feb-04-2026 10:17 PM IST
WhatsAppକୁ ସୁପ୍ରିମ ତାଗିଦ ଆମ କଥା ମାନ, ନହେଲେ ଦେଶ ଛାଡ଼

WhatsAppକୁ ସୁପ୍ରିମ ତାଗିଦ ଆମ କଥା ମାନ, ନହେଲେ ଦେଶ ଛାଡ଼

Feb-03-2026 11:21 PM IST
ଭିଣୋଇଙ୍କ ଗୁଳିରେ, ବବି ଘାଇଲା….

ଭିଣୋଇଙ୍କ ଗୁଳିରେ, ବବି ଘାଇଲା….

Feb-03-2026 11:17 PM IST
କାହାକୁ ଆକ୍ଷେପ କଲେ ଅରିନ୍ଦମ ?ମୁଁ ମନା କରୁଛି, ମୋ ସାଙ୍ଗେ ଲାଗେନା, ଏବେ ନାମ ନେ

କାହାକୁ ଆକ୍ଷେପ କଲେ ଅରିନ୍ଦମ ?ମୁଁ ମନା କରୁଛି, ମୋ ସାଙ୍ଗେ ଲାଗେନା, ଏବେ ନାମ ନେ

Feb-03-2026 11:15 PM IST
  • About
  • Careers
  • Contact Us
Friday, February 6, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

by M M
Oct-21-2025 05:15 PM IST
in ଦେଶ ବିଦେଶ
0
ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ
494
SHARES
1.4k
VIEWS
Share on FacebookShare on Twitter

ଦୀପାବଳି ପୂର୍ବଦିନ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର, ଫତେହାବାଦ ଟୋଲ୍ ପ୍ଲାଜାରେ କେହି କର୍ମଚାରୀ ନଥିଲେ । ସେହି ରାସ୍ତା ଦେଇ ଯାଉଥିବା ଯାନବାହନର ଚାଳକମାନେ କିଛି ବୁଝିପାରୁନଥିଲେ । କାରଣ ରାସ୍ତାରେ ବୁମ୍ ବ୍ୟାରିଅର ନଥିଲା ।  କାହାକୁ ରୋକାଯାଉନଥିବାରୁ ଯାତ୍ରୀମାନେ ଟ୍ୟାକ୍ସ ନଦେଇ ଚାଲିଯାଉଥିଲେ । ତେବେ କାହିଁକି ଟୋଲ କର୍ମଚାରୀ ଗାଡ଼ିମାନଙ୍କଠାରୁ ଟୋଲ ଟ୍ୟାକ୍ସ ଆଦାୟ କରୁନଥିଲେ । ତାହା ଜାଣିବା ପାଇଁ ପୋଲିସ ଆସିବାକୁ ପଡ଼ିଥିଲା । ପୋଲିସ ଆସିବା ପରେ ଜଣାପଡିଥିଲା ଯେ, କର୍ମଚାରୀଙ୍କ ଦାବି ମୂତାବକ ବୋନସ କମ୍ପାନି ଦେଇନଥିଲା ।  ଟୋଲ କର୍ମଚାରୀମାନେ ଅଧିକ ବୋନସ ଟଙ୍କା ପାଇଁ କାମ ନକରି ଧାରଣାରେ ବସିଥିଲେ ।  ଦାବି ମୁତାବକ ଦୀପାବଳି ବୋନସ ନଦେବାରୁ ଟୋଲ କର୍ମଚାରୀମାନେ ଏଭଳି କରିବା ପାଇଁ ବଡ଼ ନିଷ୍ପତ୍ତି ନେଇଥିଲେ ।

ହଜାର ହଜାର ଗାଡ଼ି ଦୀପାବଳି ପୂର୍ବ ରାତିରେ ଟୋଲ ଟ୍ୟାକ୍ସ ନଦେଇ ଆଗ୍ରା- ଲକ୍ଷ୍ନୈା- ଏକ୍ସପ୍ରେସ ଓ୍ବେରେ ଯିବା ଆସିବା କରିଥିଲେ ।  ୨୧ ଜଣ ଟୋଲ୍ କର୍ମଚାରୀ ଶନିବାର ରାତିରୁ ନିଜର ଅସନ୍ତୋଷ ପ୍ରକାଶ କରି ଏଭଳି କରିଥିଲେ ।  ରବିବାର ସକାଳ ପର୍ଯ୍ୟନ୍ତ ପ୍ରାୟ ୧୦ ଘଣ୍ଟା ଧରି ସବୁ ବୁମ୍ ବ୍ୟାରିଅର୍ ଉଠାଇ ଦେଇଥିଲେ କର୍ମଚାରୀ। ଫଳରେ ୫ ହଜାରରୁ ଅଧିକ ଗାଡ଼ି ମାଗଣାରେ  ରାସ୍ତା ପାର୍ ହୋଇଯାଇଛି। ଟୋଲ୍ ପରିଚାଳନା କରୁଥିବା ଶ୍ରୀ ସାଇନ୍ ଓ ଡାଟାର କମ୍ପାନୀ ଏଥର ପ୍ରତ୍ୟେକ କର୍ମଚାରୀଙ୍କୁ ମାତ୍ର ୧,୧୦୦ ଟଙ୍କା ବୋନସ୍ ଦେଇଥିଲା । ଗତ ବର୍ଷ ପୂର୍ବ କମ୍ପାନୀ ଅଧୀନରେ ସେମାନେ ୫,୦୦୦ ଟଙ୍କା ଲେଖାଏଁ ପାଇଥିଲେ। ସେଥିପାଇଁ ଏଥର କର୍ମଚାରୀମାନେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ପ୍ଲାଜାରୁ ଲକ୍ଷ ଲକ୍ଷ ଟଙ୍କା ଆୟ ହେଉଛି, କିନ୍ତୁ ଆମକୁ ୧,୧୦୦ ଟଙ୍କା ଦେଇ ଦୀପାବଳି ପାଳନ କରିବାକୁ କୁହାଯାଉଛି ବୋଲି ଜଣେ କର୍ମଚାରୀ କହିଥିଲେ ।

କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ, ମାର୍ଚ୍ଚ ୨୦୨୫ରୁ ନୂଆ ଚୁକ୍ତି ହୋଇଛି । ତେଣୁ  ପୂର୍ଣ୍ଣ ବର୍ଷର ବୋନସ୍ ଦେବା କମ୍ପାନି ପକ୍ଷେ ସମ୍ଭବ ନୁହେଁ । ପୋଲିସ୍ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ। ଅବଶେଷରେ କମ୍ପାନୀ ୧୦% ଦରମା ବୃଦ୍ଧି ଓ ଅନ୍ୟ ସୁବିଧା ଘୋଷଣା କରିବା ପରେ କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇଥିଲେ। ତେବେ ଏହି ଘଟଣା ଯୋଗୁଁ ସରକାରଙ୍କୁ ଲକ୍ଷାଧିକ ଟଙ୍କାର ରାଜସ୍ୱ କ୍ଷତି ହୋଇଛି । କିନ୍ତୁ ସେଦିନ ଯାତ୍ରା କରିଥିବା ଗାଡି ମାଲିକମାନେ ଦୀପାବଳି ଏଭଳି ଅଚାନକ ଉପହାର ପାଇ ଖୁସି ଅନୁଭବ କରିଥିଲେ ।

Share198Tweet124
M M

M M

ଆଜିର ପାଗ

Bhubaneswar
February 6, 2026, 12:56 PM
 
N
Clear sky
30°C
2.4 m/s
Apparent: 23°C
Pressure: 1018 mb
Humidity: 88%
Winds: 2.4 m/s N
Windgusts: 6 m/s
UV-Index: 0
Precip.: 0mm /0% / Rain
Sunrise: 6:20 AM
Sunset: 5:40 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0
 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0
ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

February 6, 2026
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

February 5, 2026
ସବୁବେଳେ ପ୍ରଶାସନ ତପ୍ତର ରହୁ କେବଳ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କାହିଁକି ?

ସବୁବେଳେ ପ୍ରଶାସନ ତପ୍ତର ରହୁ କେବଳ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କାହିଁକି ?

February 5, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom