• Latest
  • Trending
ଆନ୍ଧ୍ର-ଓଡ଼ିଶା ଯୋଗାଯୋଗ ବିଚ୍ଛିନ୍ନ

ଆନ୍ଧ୍ର-ଓଡ଼ିଶା ଯୋଗାଯୋଗ ବିଚ୍ଛିନ୍ନ

Oct-29-2025 09:52 AM IST
ନୂଆପଡ଼ା ଉପ-ନିର୍ବାଚନରେ ବିଜେପିର ଜୋରଦାର ପ୍ରଚାର

ନୂଆପଡ଼ା ଉପ-ନିର୍ବାଚନରେ ବିଜେପିର ଜୋରଦାର ପ୍ରଚାର

Oct-29-2025 06:09 PM IST
ବ୍ରେକ୍ ଅପ୍ ପାଇଁ କର୍ମଚାରୀ ମାଗିଲେ ଲମ୍ବା ଛୁଟି, ମାଲିକ କହିଲେ ଏମିତି   

ବ୍ରେକ୍ ଅପ୍ ପାଇଁ କର୍ମଚାରୀ ମାଗିଲେ ଲମ୍ବା ଛୁଟି, ମାଲିକ କହିଲେ ଏମିତି   

Oct-29-2025 03:45 PM IST
ବାତ୍ୟା ପରେ କ୍ଷତି ଆକଳନ ,୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ ହେବ

ବାତ୍ୟା ପରେ କ୍ଷତି ଆକଳନ ,୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ ହେବ

Oct-29-2025 03:09 PM IST
ପୁଲିସ ଏସ୍‌ଆଇ ସ୍କାମ : ଗିରଫ ହୋଇଥିବା ୧୧୪ଜଣଙ୍କୁ ମିଳିଲା ଜାମିନ୍

ପୁଲିସ ଏସ୍‌ଆଇ ସ୍କାମ : ଗିରଫ ହୋଇଥିବା ୧୧୪ଜଣଙ୍କୁ ମିଳିଲା ଜାମିନ୍

Oct-29-2025 02:26 PM IST
ଟସ ଜିତିଲା ଅଷ୍ଟ୍ରେଲିଆ : ବ୍ୟାଟିଂ କରିବ ଭାରତ

ଟସ ଜିତିଲା ଅଷ୍ଟ୍ରେଲିଆ : ବ୍ୟାଟିଂ କରିବ ଭାରତ

Oct-29-2025 01:50 PM IST
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ରାଫେଲ୍ ଫାଇଟର୍ ଜେଟ୍‌ରେ ଉଡିଲେ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଫେଲ୍ ଫାଇଟର୍ ଜେଟ୍‌ରେ ଉଡିଲେ

Oct-29-2025 12:53 PM IST
ଗଂଜାମରେ ବର୍ଷା ଆଶଙ୍କା

ଗଂଜାମରେ ବର୍ଷା ଆଶଙ୍କା

Oct-29-2025 10:08 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Oct-29-2025 09:36 AM IST
ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

Oct-28-2025 07:47 PM IST
ବାତ୍ୟା ‘ମୋନ୍ଥା’କୁ ନେଇ ସତର୍କ ରହିବାକୁ ଅନୁରୋଧ କଲେ ନବୀନ ପଟ୍ଟନାୟକ

ବାତ୍ୟା ‘ମୋନ୍ଥା’କୁ ନେଇ ସତର୍କ ରହିବାକୁ ଅନୁରୋଧ କଲେ ନବୀନ ପଟ୍ଟନାୟକ

Oct-28-2025 01:21 PM IST
  • About
  • Careers
  • Contact Us
Thursday, October 30, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆଜିର ପାଗ

ଆନ୍ଧ୍ର-ଓଡ଼ିଶା ଯୋଗାଯୋଗ ବିଚ୍ଛିନ୍ନ

by M M
Oct-29-2025 09:52 AM IST
in ଆଜିର ପାଗ
0
497
SHARES
1.4k
VIEWS
Share on FacebookShare on Twitter

ଆନ୍ଧ୍ରର ଆରକୁରେ ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ କୋରାପୁଟ-କୋତାୱାଲସା ରେଳ ଲାଇନ୍‌ ଧୋଇଯାଇଛି। ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ ପରେ କିଛି ସ୍ଥାନରେ ଗଛ ଭାଙ୍ଗିବା ସହ ପଥର ଧସିଛି । ଲୋକଙ୍କ ଘର ମଧ୍ୟ ଭୁଷୁଡି ପଡିଛି । ଚମିଟିପାଲୀ ନିକଟରେ ରେଳଧାରଣା ଉପରେ ପାଣି ପ୍ରବାହିତ ହେବାରୁ ରେଳ ଲାଇନ କ୍ଷତିଗ୍ରସ୍ତ ହୋଇଛି। ଫଳରେ କୋରାପୁଟ-କୋତାୱାଲସା ରୁଟରେ ଚଳାଚଳ କରୁଥିବା ସମସ୍ତ ଯାତ୍ରୀବାହୀ ଓ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ବାତିଲ କରାଯାଇଛି। ମାଲବାହୀ ଟ୍ରେନ୍‌ଗୁଡ଼ିକ ମଧ୍ୟ ବିଭିନ୍ନ ଷ୍ଟେସନରେ ଅଟକି ରହିଛି। ରେଳ ବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପାହାଡ଼ରୁ ପାଣି ମାଡ଼ି ଆସିଥିବାରୁ ରେଳ ଲାଇନର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରିନି।

ବର୍ଷା କମିବା ପରେ ରେଳ ଲାଇନ ମରାମତି କରାଯାଇ ରେଳ ଚଳାଚଳକୁ ସ୍ବାଭାବିକ କରାଯିବ। ସେହିପରି ଆରକୁ ଘାଟି ରାସ୍ତା ଜଳମଗ୍ନ ହୋଇଛି। ପାହାଡ଼ରୁ ପାଣି ମାଡ଼ି ଆସିବା ଫଳରେ ରାଜ୍ୟ ରାଜପଥର ଆରକୁ ଘାଟି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ ଆନ୍ଧ୍ର-ଓଡ଼ିଶା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସୁରକ୍ଷା ଦୃଷ୍ଟିକୋଣରୁ ଆନ୍ଧ୍ର ପ୍ରଶାସନ ପକ୍ଷରୁ ଲମତାପୁଟ-ଆରକୁ-ବିଶାଖାପାଟଣା ରୁଟକୁ ବନ୍ଦ କରି ଦିଆଯାଇଛି। ଏହି ରୁଟରେ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଯାତାୟାତ କରୁଥିବାରୁ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ସୋମବାର ସନ୍ଧ୍ୟାରୁ ଆନ୍ଧ୍ରରେ ବର୍ଷା ଲାଗି ରହିଥିବାରୁ ଆରକୁ ଘାଟି ଉପରୁ ପାଣି ମାଡ଼ି ଆସି ରାଜପଥ ଉପର ଦେଇ ପ୍ରବାହିତ ହେଉଛି।

ବାତ୍ୟା ପ୍ରଭାବରେ ବୁଧବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ା ଆଦି ୫ ଜିଲାକୁ ଭୀଷଣ ବର୍ଷା ନେଇ ରେଡ ୱାର୍ନିଂ ଜାରି କରାଯାଇଛି। ସେହିପରି ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି ଏବଂ ଅନ୍ୟ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ନଭେମ୍ବର ୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳଗୁଡ଼ିକରେ ଘଣ୍ଟା ପ୍ରତି ୩୦ରୁ ୪୦ କି.ମିରୁ ୫୦ କି.ମି ବେଗରେ ପବନ ବହିଥିଲା। ବୁଧବାର ସକାଳ ପର୍ଯ୍ୟନ୍ତ ସେହି ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୬୦ ରୁ ୭୦ କି.ମି. କିମ୍ବା ୮୦ କି.ମି. ବେଗରେ ବହିବାର ସମ୍ଭାବନା ରହିଛି। ଏହା ଧୀରେଧୀରେ ହ୍ରାସ ପାଇ ୩୦ ଅକ୍ଟୋବର ସକାଳେ ଘଣ୍ଟା ପ୍ରତି ୩୫ରୁ ୪୫ କି.ମି. ଏବଂ ୫୫କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି।

Share199Tweet124
M M

M M

ଆଜିର ପାଗ

Bhubaneswar
October 30, 2025, 1:18 AM
 

SE
Overcast
25°C
0.9 m/s
Apparent: 30°C
Pressure: 1009 mb
Humidity: 95%
Winds: 0.9 m/s SE
Windgusts: 7.4 m/s
UV-Index: 0
Precip.: 2.5mm /88% / Rain
Sunrise: 5:47 AM
Sunset: 5:12 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ନୂଆପଡ଼ା ଉପ-ନିର୍ବାଚନରେ ବିଜେପିର ଜୋରଦାର ପ୍ରଚାର

ନୂଆପଡ଼ା ଉପ-ନିର୍ବାଚନରେ ବିଜେପିର ଜୋରଦାର ପ୍ରଚାର

October 29, 2025
ବ୍ରେକ୍ ଅପ୍ ପାଇଁ କର୍ମଚାରୀ ମାଗିଲେ ଲମ୍ବା ଛୁଟି, ମାଲିକ କହିଲେ ଏମିତି   

ବ୍ରେକ୍ ଅପ୍ ପାଇଁ କର୍ମଚାରୀ ମାଗିଲେ ଲମ୍ବା ଛୁଟି, ମାଲିକ କହିଲେ ଏମିତି   

October 29, 2025
ବାତ୍ୟା ପରେ କ୍ଷତି ଆକଳନ ,୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ ହେବ

ବାତ୍ୟା ପରେ କ୍ଷତି ଆକଳନ ,୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ ହେବ

October 29, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom