• Latest
  • Trending
ବିଜେପିର ବରିଷ୍ଠ ନେତା ଶଙ୍କର୍ଷଣ ପରିଡାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ବିଜେପିର ବରିଷ୍ଠ ନେତା ଶଙ୍କର୍ଷଣ ପରିଡାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

Oct-30-2025 04:24 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Feb-05-2026 06:57 AM IST
ସବୁବେଳେ ପ୍ରଶାସନ ତପ୍ତର ରହୁ କେବଳ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କାହିଁକି ?

ସବୁବେଳେ ପ୍ରଶାସନ ତପ୍ତର ରହୁ କେବଳ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କାହିଁକି ?

Feb-05-2026 06:55 AM IST
ସଂସଦରେ ଶବ୍ଦର ଯୁଦ୍ଧ, ରାହୁଲ-ବିଟ୍ଟୁ ମୁହାଁମୁହିଁ, ‘ଗଦ୍ଦାର’ କିଏ ?

ସଂସଦରେ ଶବ୍ଦର ଯୁଦ୍ଧ, ରାହୁଲ-ବିଟ୍ଟୁ ମୁହାଁମୁହିଁ, ‘ଗଦ୍ଦାର’ କିଏ ?

Feb-05-2026 07:39 AM IST
ସ୍କୁଲ ଭିତରେ ନାବାଳିକାକୁ ଗଣଦୁଷ୍କର୍ମ

ସ୍କୁଲ ଭିତରେ ନାବାଳିକାକୁ ଗଣଦୁଷ୍କର୍ମ

Feb-04-2026 10:25 PM IST
ଭାରତ ଇତିହାସରେ ବିରଳ, ଓକିଲ ଆସନରେ ମୁଖ୍ୟମନ୍ତ୍ରୀ, ଖାରବେଳ କହିଲେ

ଭାରତ ଇତିହାସରେ ବିରଳ, ଓକିଲ ଆସନରେ ମୁଖ୍ୟମନ୍ତ୍ରୀ, ଖାରବେଳ କହିଲେ

Feb-04-2026 10:21 PM IST
ଅରୁଣଙ୍କ “ପୀଡା””ନୋଚାଲାଖି” କହୁଛି, ଗାଁର କାହାଣୀ..

ଅରୁଣଙ୍କ “ପୀଡା””ନୋଚାଲାଖି” କହୁଛି, ଗାଁର କାହାଣୀ..

Feb-04-2026 10:17 PM IST
WhatsAppକୁ ସୁପ୍ରିମ ତାଗିଦ ଆମ କଥା ମାନ, ନହେଲେ ଦେଶ ଛାଡ଼

WhatsAppକୁ ସୁପ୍ରିମ ତାଗିଦ ଆମ କଥା ମାନ, ନହେଲେ ଦେଶ ଛାଡ଼

Feb-03-2026 11:21 PM IST
ଭିଣୋଇଙ୍କ ଗୁଳିରେ, ବବି ଘାଇଲା….

ଭିଣୋଇଙ୍କ ଗୁଳିରେ, ବବି ଘାଇଲା….

Feb-03-2026 11:17 PM IST
କାହାକୁ ଆକ୍ଷେପ କଲେ ଅରିନ୍ଦମ ?ମୁଁ ମନା କରୁଛି, ମୋ ସାଙ୍ଗେ ଲାଗେନା, ଏବେ ନାମ ନେ

କାହାକୁ ଆକ୍ଷେପ କଲେ ଅରିନ୍ଦମ ?ମୁଁ ମନା କରୁଛି, ମୋ ସାଙ୍ଗେ ଲାଗେନା, ଏବେ ନାମ ନେ

Feb-03-2026 11:15 PM IST
ନରୱାଣେଙ୍କ ବିବାଦୀୟ ବହି ଯୁଦ୍ଧ କରିବୁକି ? ଉତ୍ତର ମିଳିଲା ନାହିଁ

ନରୱାଣେଙ୍କ ବିବାଦୀୟ ବହି ଯୁଦ୍ଧ କରିବୁକି ? ଉତ୍ତର ମିଳିଲା ନାହିଁ

Feb-03-2026 11:12 PM IST
  • About
  • Careers
  • Contact Us
Friday, February 6, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

ବିଜେପିର ବରିଷ୍ଠ ନେତା ଶଙ୍କର୍ଷଣ ପରିଡାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

by M M
Oct-30-2025 04:24 PM IST
in ରାଜ୍ୟ
0
ବିଜେପିର ବରିଷ୍ଠ ନେତା ଶଙ୍କର୍ଷଣ ପରିଡାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଏବଂ ପ୍ରଖ୍ୟାତ କବି ଶଙ୍କର୍ଷଣ  ପରିଡାଙ୍କର ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି  । ତାଙ୍କ ଝିଅ ସୋସିଆଲ ମିଡିଆରେ ଏହି ଖବର ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ପୂର୍ବରୁ, ଶଙ୍କର୍ଷଣଙ୍କ ଚିକିତ୍ସା ମୁମ୍ବାଇରେ କରାଯାଇଥିଲା। ପରେ ଡାକ୍ତରମାନେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ତାଙ୍କ ଅବସ୍ଥା ଖରାପ ହେବାରୁ, ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ପ୍ରୟାସ ସତ୍ତ୍ୱେ, ମାସ ମାସ ଧରି ସଂଘର୍ଷ କରିବା ପରେ ସେ ଫୁସଫୁସ କର୍କଟ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଛନ୍ତି।

ଏହି ଅବସରରେ ବିଜେପି ପଂଚାୟତ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ, ପୁରୀ ଜିଲ୍ଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ଶ୍ରୀ ଶଙ୍କର୍ଷଣ ପରିଡାଙ୍କ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ତାଙ୍କ ପରଲୋକରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
ସ୍ୱର୍ଗତଃ ପରିଡା ଜଣେ କବି, ମିଷ୍ଟଭାଷୀ, ସୁସଂଗଠକ, ବନ୍ଧୁବତ୍ସଳ ବ୍ୟକ୍ତି ଭାବରେ ଜନସାଧାରଣଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ସ୍ୱର୍ଗତଃ ପରିଡା ରାଜ୍ୟ ପଂଚାୟତ ନିର୍ବାଚିତ ପ୍ରତିନିଧି ସଂଘର ପୂର୍ବତନ ସଭାପତି ଥିଲେ । ତାଙ୍କ ବିୟୋଗରେ ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ସ୍ୱର୍ଗତଃ ପରିଡାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି ।

Share196Tweet123
M M

M M

ଆଜିର ପାଗ

Bhubaneswar
February 6, 2026, 1:17 AM
 
S
Mainly clear
20°C
0.5 m/s
Apparent: 23°C
Pressure: 1017 mb
Humidity: 91%
Winds: 0.5 m/s S
Windgusts: 6.3 m/s
UV-Index: 0
Precip.: 0mm /0% / Rain
Sunrise: 6:20 AM
Sunset: 5:40 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0
 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0
ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

February 5, 2026
ସବୁବେଳେ ପ୍ରଶାସନ ତପ୍ତର ରହୁ କେବଳ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କାହିଁକି ?

ସବୁବେଳେ ପ୍ରଶାସନ ତପ୍ତର ରହୁ କେବଳ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କାହିଁକି ?

February 5, 2026
ସଂସଦରେ ଶବ୍ଦର ଯୁଦ୍ଧ, ରାହୁଲ-ବିଟ୍ଟୁ ମୁହାଁମୁହିଁ, ‘ଗଦ୍ଦାର’ କିଏ ?

ସଂସଦରେ ଶବ୍ଦର ଯୁଦ୍ଧ, ରାହୁଲ-ବିଟ୍ଟୁ ମୁହାଁମୁହିଁ, ‘ଗଦ୍ଦାର’ କିଏ ?

February 5, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom