• Latest
  • Trending
କେତେକ ଜିଲ୍ଲାରେ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି

କେତେକ ଜିଲ୍ଲାରେ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି

Oct-31-2025 10:18 AM IST
ବିହାର ନିର୍ବାଚନ : ୧ କୋଟି ସରକାରୀ ଚାକିରି ଦେବାର ପ୍ରତିଶ୍ରୁତି ଦେଲା ଏନଡିଏ

ବିହାର ନିର୍ବାଚନ : ୧ କୋଟି ସରକାରୀ ଚାକିରି ଦେବାର ପ୍ରତିଶ୍ରୁତି ଦେଲା ଏନଡିଏ

Oct-31-2025 12:42 PM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Oct-31-2025 09:43 AM IST
ତୃତୀୟ ଶ୍ରେଣୀରୁ ପଢ଼ାଯିବ ‘ଏଆଇ’ ପାଠ୍ୟକ୍ରମ

ତୃତୀୟ ଶ୍ରେଣୀରୁ ପଢ଼ାଯିବ ‘ଏଆଇ’ ପାଠ୍ୟକ୍ରମ

Oct-31-2025 09:37 AM IST
ପୋୱାଇ ଷ୍ଟୁଡିଓରେ ପଣବନ୍ଦୀ କାଣ୍ଡ: ୧୭ ଶିଶୁଙ୍କ ସମେତ ସମସ୍ତ ବନ୍ଧକ ସୁରକ୍ଷିତ, ଅଭିଯୁକ୍ତ ରୋହିତ ଆର୍ଯ୍ୟ ମୃତ

ପୋୱାଇ ଷ୍ଟୁଡିଓରେ ପଣବନ୍ଦୀ କାଣ୍ଡ: ୧୭ ଶିଶୁଙ୍କ ସମେତ ସମସ୍ତ ବନ୍ଧକ ସୁରକ୍ଷିତ, ଅଭିଯୁକ୍ତ ରୋହିତ ଆର୍ଯ୍ୟ ମୃତ

Oct-31-2025 09:21 AM IST
ମହିଳା ବିଶ୍ୱକପ ଫାଇନାଲରେ ଭାରତ

ମହିଳା ବିଶ୍ୱକପ ଫାଇନାଲରେ ଭାରତ

Oct-31-2025 09:04 AM IST
ବିଜେପିର ବରିଷ୍ଠ ନେତା ଶଙ୍କର୍ଷଣ ପରିଡାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ବିଜେପିର ବରିଷ୍ଠ ନେତା ଶଙ୍କର୍ଷଣ ପରିଡାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

Oct-30-2025 04:24 PM IST
ଝିଅଙ୍କ ମୃତ୍ୟୁ ପରେ ବାପାଙ୍କୁ କେମିତି ଲାଞ୍ଚ ମାଗିଲା ପୁଲିସ ?

ଝିଅଙ୍କ ମୃତ୍ୟୁ ପରେ ବାପାଙ୍କୁ କେମିତି ଲାଞ୍ଚ ମାଗିଲା ପୁଲିସ ?

Oct-30-2025 04:20 PM IST
ବଜ୍ରପାତ ସହ ବର୍ଷାର ସମ୍ଭାବନା

ବଜ୍ରପାତ ସହ ବର୍ଷାର ସମ୍ଭାବନା

Oct-30-2025 09:42 AM IST

ବୁସାନ୍‌ରେ ଭେଟିଲେ ଟ୍ରମ୍ପ ଓ ଜିନ୍‌ପିଙ୍ଗ୍, ହେବ କି ବାଣିଜ୍ୟ ଚୁକ୍ତି?

Oct-30-2025 09:32 AM IST
ଗାଜା ଉପରେ ପୁଣି କାହିଁକି ଆକ୍ରମଣ କଲା ଇସ୍ରାଏଲ ?

ଗାଜା ଉପରେ ପୁଣି କାହିଁକି ଆକ୍ରମଣ କଲା ଇସ୍ରାଏଲ ?

Oct-30-2025 09:25 AM IST
  • About
  • Careers
  • Contact Us
Saturday, November 1, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆଜିର ପାଗ

କେତେକ ଜିଲ୍ଲାରେ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି

ରାଜଧାନୀର ପାଗ ଶୁଖିଲା ରହିବ

by M M
Oct-31-2025 10:18 AM IST
in ଆଜିର ପାଗ
0
କେତେକ ଜିଲ୍ଲାରେ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି
493
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ରାଜ୍ୟର ଅନେକ ଜିଲ୍ଲା ପାଇଁ ‘ୟେଲୋ ୱାର୍ଣ୍ଣିଂ’ ଜାରି କରିଛି। ଆଜି  ଅପରାହ୍ନ ସମୟରେ ଉତ୍ତର ଓ ଉପକୂଳ ଓଡ଼ିଶାର  ଜିଲ୍ଲାଗୁଡ଼ିକର ଗୋଟିଏ ବା ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱରରେ ବର୍ଷା ସମ୍ଭାବନା ରହିଛି ।  ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ରେ ଅଳ୍ପ ବର୍ଷା ସମ୍ଭାବନା ରହିଛି।

କଟକ , ଭୁବନେଶ୍ବରରେ  ଆକାଶ ମୁଖ୍ୟତଃ ମେଘୁଆ ରହିବ। ତାପମାତ୍ରା 28  ରୁ 30 ଡିଗ୍ରୀ ସେଲସିୟସ ରହିବ । ଦକ୍ଷିଣ ଓଡ଼ିଶାର ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ମୁଖ୍ୟତଃ ଶୁଖିଲା ଓ ଆଂଶିକ ମେଘୁଆ ପାଗ ରହିପାରେ ।

ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଥିବା ଜିଲ୍ଲାବାସୀଙ୍କୁ ଘଡ଼ଘଡ଼ି ସମୟରେ ଖୋଲା ସ୍ଥାନ, ଗଛ ମୂଳ କିମ୍ବା ବିଦ୍ୟୁତ ଖୁଣ୍ଟ ନିକଟରେ ନ ରହି ନିରାପଦ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି। ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି।

Share197Tweet123
M M

M M

ଆଜିର ପାଗ

Bhubaneswar
November 1, 2025, 1:20 AM
 

SSW
Mainly clear
26°C
0.5 m/s
Apparent: 32°C
Pressure: 1009 mb
Humidity: 94%
Winds: 0.5 m/s SSW
Windgusts: 6.5 m/s
UV-Index: 0
Precip.: 7.6mm /85% / Rain
Sunrise: 5:48 AM
Sunset: 5:11 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ବିହାର ନିର୍ବାଚନ : ୧ କୋଟି ସରକାରୀ ଚାକିରି ଦେବାର ପ୍ରତିଶ୍ରୁତି ଦେଲା ଏନଡିଏ

ବିହାର ନିର୍ବାଚନ : ୧ କୋଟି ସରକାରୀ ଚାକିରି ଦେବାର ପ୍ରତିଶ୍ରୁତି ଦେଲା ଏନଡିଏ

October 31, 2025
କେତେକ ଜିଲ୍ଲାରେ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି

କେତେକ ଜିଲ୍ଲାରେ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି

October 31, 2025
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

October 31, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom