• Latest
  • Trending
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Nov-01-2025 08:59 AM IST
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

Feb-01-2026 06:32 PM IST
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

Feb-01-2026 06:29 PM IST
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

Feb-01-2026 06:26 PM IST
କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

Feb-01-2026 06:22 PM IST
ବଜେଟ ପରେ ସୁନା ବଢ଼ିଲା ନା କମିଲା ?

ବଜେଟ ପରେ ସୁନା ବଢ଼ିଲା ନା କମିଲା ?

Feb-01-2026 06:18 PM IST
ବଜେଟ୍ ୨୦୨୬ , ବଡ଼ ଆଶା

ବଜେଟ୍ ୨୦୨୬ , ବଡ଼ ଆଶା

Feb-01-2026 11:20 AM IST
ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

Jan-31-2026 11:30 PM IST
T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

Jan-31-2026 11:27 PM IST
ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

Jan-31-2026 11:25 PM IST
ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

Jan-31-2026 11:22 PM IST
  • About
  • Careers
  • Contact Us
Monday, February 2, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆପଣଙ୍କ ଭାଗ୍ୟ

କ’ଣ କହୁଛି ଆପଣଙ୍କ ରାଶିଫଳ

by M M
Nov-01-2025 08:59 AM IST
in ଆପଣଙ୍କ ଭାଗ୍ୟ
0
କ’ଣ କହୁଛି ଆପଣଙ୍କ ରାଶିଫଳ
492
SHARES
1.4k
VIEWS
Share on FacebookShare on Twitter

ମେଷ: କୃଷକଙ୍କ ଲାଗି ଦିନଟି ଭଲ ରହିବ। ଜମିବାଡ଼ିର ସବୁ କାମ ପୂରା ହୋଇଯିବ। ଜୀବନସାଥୀ ସହିତ ତାଳମେଳ ବଜାୟ ରହିବ। ପ୍ରତିଯୋଗୀତାରେ ଆଗକୁ ବଢ଼ିବାରେ ମଉକା ପାଇବେ।

ବୃଷ: ବେପାର ଦୃଷ୍ଟିରୁ ଭଲ ଧନଲାଭ ହେବ। ସ୍ବାସ୍ଥ୍ୟ ଠିକ୍ ରହିବା ଯୋଗୁଁ କାମରେ ମନ ଲାଗିବ। କୌଣସି ଜରୁରୀ କାମ ପୂରା ହେବା ଯୋଗୁଁ ଆପଣଙ୍କୁ ଖୁସି ମିଳିବ। ପାରିବାରିକ ଜୀବନରେ ପାରଦର୍ଶିତା ରହିବ।

ମିଥୁନ: ଆପଣଙ୍କ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ଆୟ ବୃଦ୍ଧି ପାଇଁ ଅନେକ ସୁଯୋଗ ପାଇବେ। ଦାମ୍ପତ୍ୟ ଜୀବନରେ ସୁଖ ବୃଦ୍ଧି ହେବ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ବୁଝିବେ।

କର୍କଟ: ବଡ଼ଙ୍କର କଥା ମାନିଲେ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବୈବାହିକ ଜୀବନରେ ମଧୁରତା ବଜାୟ ରହିବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ବେପାରରେ ଅଧିକ ଲାଭ ହେବ।

ସିଂହ: ଆପଣଙ୍କ କ୍ୟାରିୟରକୁ ନେଇ କୌଣସି ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନେବେ। ଛାତ୍ରଛାତ୍ରୀ ବିଷୟକୁ ବୁଝିବା ପାଇଁ ସିନିୟରଙ୍କର ସାହାଯ୍ୟ ନେବେ। ଭଲ ସ୍ବାସ୍ଥ୍ୟ ପାଇଁ ବାହାର ଖାଦ୍ୟ ପରିହାର କରନ୍ତୁ।

କନ୍ୟା: କାର୍ଯ୍ୟକ୍ଷେତ୍ରରେ ନୂଆ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ମାନସିକ ଚିନ୍ତାରୁ ମୁକ୍ତି ପାଇବେ। ଆପଣଙ୍କ ରୁଚି ରଚନାତ୍ମକ ଜିନିଷରେ ଅଧିକ ରହିବ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ।

ତୁଳା: ଘରୋଇ ଉଦ୍ୟୋଗରେ କାମ କରୁଥିବା ବ୍ୟକ୍ତିଙ୍କର ଦରମା ବୃଦ୍ଧି ହେବ। ପ୍ରତିଦିନ ଅପେକ୍ଷା ଭଲ କାମ କରିବେ। ପାରିବାରିକ ସୁଖ ସମୃଦ୍ଧିରେ ବୃଦ୍ଧି ହେବ। ଯୋଗ ଓ ବ୍ୟାୟାମର ସ୍ବଭାବ ଗ୍ରହଣ କରନ୍ତୁ।

ବିଛା: ମନୋବଳ ବୃଦ୍ଧି ହେବ। କାର୍ଯ୍ୟକ୍ଷେତ୍ରରେ ପରିଶ୍ରମର ଯଥେଷ୍ଟ ସଫଳତା ପାଇବେ। ବେପାରରେ ବୃଦ୍ଧି ହେବ। ବନ୍ଧୁମାନଙ୍କ ସହିତ ସମାରୋହର ଆୟୋଜନ କରିପାରନ୍ତି। ବୈବାହିକ ସୁଖ ବୃଦ୍ଧି ହେବ।

ଧନୁ: ପୂର୍ବରୁ କରିଥିବା ସାମାଜିକ କାର୍ଯ୍ୟ ପାଇଁ ସମ୍ମାନିତ ହେବେ। ପାରିବାରିକ ଜୀବନରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ଘର ଜିନିଷ କିଣିବା ଲାଗି ସହରକୁ ଯିବେ। ସ୍ବାସ୍ଥ୍ୟଗତ ସମସ୍ୟାରୁ ଆରାମ ପାଇବେ।

ମକର: ବ୍ୟବସାୟରେ ବଡ଼ ଡ଼ିଲ୍ ମିଳିବାର ସମ୍ଭାବନା। ବୈବାହିକ ଜୀବନରେ ଖୁସିର ଆଗମନ ହେବ। ତରବରିଆ ‌ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଆପଣଙ୍କ ଝିଅ ଭଲ ଜାଗାରେ କାମ କରିବା ପାଇଁ ମନୋନୀତ ହେବେ।

କୁମ୍ଭ: ରୋଜଗାରର ନୂଆ ଅବସର ପାଇବେ। ରାଜୀନିତିକ ବ୍ୟକ୍ତିମାନଙ୍କର କାର୍ଯ୍ୟଭାର ବଢ଼ିବ। ବେପାରରେ ପ୍ରତିଦିନ ଅପେକ୍ଷା ଦିଗୁଣା ଲାଭ ହେବ। ବଡ଼ଙ୍କର କଥାକୁ ଧ୍ୟ‌ାନ ଦେଇ ଶୁଣନ୍ତୁ ଏବଂ ବିଚାର କରନ୍ତୁ।

ମୀନ: ଆପଣଙ୍କ ଲାଗି ଆୟର ନୂଆ ଉତ୍ସ ଖୋଲିବ। ଇସ୍ପାତ ବ୍ୟବସାୟୀଙ୍କର ଭଲ ଲାଭ ହେବ। ଆପଣ ସମାସ୍ତଙ୍କ ସହିତ ସେହ୍ନପୂର୍ଣ୍ଣ ବ୍ୟବହାର କରିବେ। ଛାତ୍ରଛାତ୍ରୀ ମନ ଲଗାଇ ପାଠ ପଢ଼ିବେ।

Tags: horoscope
Share197Tweet123
M M

M M

ଆଜିର ପାଗ

Bhubaneswar
February 2, 2026, 1:24 PM
 

NE
Mainly clear
29°C
1.6 m/s
Apparent: 32°C
Pressure: 1015 mb
Humidity: 48%
Winds: 1.6 m/s NE
Windgusts: 5.8 m/s
UV-Index: 6.5
Precip.: 0mm /0% / Rain
Sunrise: 6:21 AM
Sunset: 5:38 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

February 1, 2026
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

February 1, 2026
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

February 1, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom