• Latest
  • Trending
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା

Nov-05-2025 11:23 PM IST
odisha.newsroom.in

ଯୁଦ୍ଧର ନିଆଁ ଲିଭୁନି..ପୁଣି ଫେରିବ କି Lockdown ? ସରକାର କହିଲେ…

Mar-25-2026 05:30 PM IST
ଆରମ୍ଭ ହେଲା ତୃତୀୟ ବିଶ୍ୱଯୁଦ୍ଧ

ଆରମ୍ଭ ହେଲା ତୃତୀୟ ବିଶ୍ୱଯୁଦ୍ଧ

Mar-25-2026 05:27 PM IST
5 ଦିନ ପରେ ଥରିବ ବିଶ୍ବ ! ଟ୍ରମ୍ପ କରିବେ ବଡ଼ ଆକ୍ରମଣ

5 ଦିନ ପରେ ଥରିବ ବିଶ୍ବ ! ଟ୍ରମ୍ପ କରିବେ ବଡ଼ ଆକ୍ରମଣ

Mar-25-2026 05:24 PM IST
odisha.newsroom.in

ମରୁଭୂମିରେ ଭୟଙ୍କର ବନ୍ୟା…ଲୋକେ ଗାଡ଼ି ମୋଟର ଛାଡ଼ି ଦୌଡିଲେ…

Mar-25-2026 04:01 PM IST
odisha.newsroom.in

ବିଜୁ-ନବୀନ ଟ୍ରଷ୍ଟକୁ ନେଇ ପୋଷ୍ଟର ଯୁଦ୍ଧ…ସତ ଜାଣିବାକୁ ବିଜେପିର ଜିଦ

Mar-25-2026 01:46 PM IST
odisha.newsroom.in

ଆପଣ ନୂଆ ଘର ତିଆରି କରୁଛନ୍ତି କି…ବାସ୍ତୁର ଏହି ନିୟମ ନିଶ୍ଚୟ ମାନନ୍ତୁ

Mar-25-2026 01:15 PM IST
odisha.newsroom.in

ଲଗାତାର ହ୍ରାସ ପରେ ଆଜି ପୁଣି ବଢ଼ିଗଲା ସୁନା, ଜାଣନ୍ତୁ କେତେ

Mar-25-2026 12:55 PM IST
odisha.newsroom.in

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଅଛି ଦେଢ଼ କ୍ୱିଣ୍ଟାଲ ସୁନା, ରୁପା କେତେ ?

Mar-25-2026 12:39 PM IST
odisha.newsroom.in

ଆମେରିକା ସହ କଥାବାର୍ତ୍ତା ପାଇଁ ଇରାନ ରଖିଲା ବଡ଼ ସର୍ତ୍ତ

Mar-25-2026 12:11 PM IST
odisha.newsroom.in

ବିଧାନସଭାରେ କଳା ଟି-ସାର୍ଟ ପିନ୍ଧି ବିଜେଡି- କଂଗ୍ରେସ ଭାଇ ଭାଇ

Mar-25-2026 11:38 AM IST
  • About
  • Careers
  • Contact Us
Thursday, March 26, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଖେଳ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା

ତିଲକ ବର୍ମା ଭାରତ ଏ ଦଳର ଅଧିନାୟକ

by M M
Nov-05-2025 11:23 PM IST
in ଖେଳ
0
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା
491
SHARES
1.4k
VIEWS
Share on FacebookShare on Twitter

ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ବିସିସିଆଇ (BCCI) ଆଜି ଭାରତୀୟ ଦଳ ଘୋଷଣା କରିଛି। ଆଘାତଜନିତ ବିରତି ପରେ ଷ୍ଟାର ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଦଳକୁ ଫେରିବା ସହ ତାଙ୍କୁ ପୁଣିଥରେ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି। ପନ୍ତ ଇଂଲଣ୍ଡ ସିରିଜ୍‌ରେ ଶୁଭମନ ଗିଲ୍‌ଙ୍କ ଡେପୁଟି ଥିଲେ।

ଅଜିତ ଅଗରକରଙ୍କ ନେତୃତ୍ୱରେ ଭାରତୀୟ ସିନିୟର ପୁରୁଷ ଚୟନ କମିଟି ଦ୍ୱାରା ଘୋଷିତ ଏହି ୧୫ ଜଣିଆ ସ୍କ୍ୱାଡ୍‌ରେ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣା ଏବଂ ଏନ୍. ଜଗଦିସନ୍‌ଙ୍କୁ ବାଦ୍ ଦିଆଯାଇଛି। ପନ୍ତଙ୍କ ବ୍ୟତୀତ ଯୁବ ଦ୍ରୁତ ବୋଲର ଆକାଶ ଦୀପ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶେଷ ଟେଷ୍ଟ ଦଳରେ ସାମିଲ୍ ହୋଇଥିବା ଅନ୍ୟତମ ନୂତନ ଖେଳାଳି।

ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ  ଦକ୍ଷିଣ ଆଫ୍ରିକା A ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଅଣଆନୁଷ୍ଠାନିକ ODI ସିରିଜ୍ ପାଇଁ ଭାରତ A ଦଳ ଘୋଷଣା କରିଛି। ଏହି ସିରିଜ୍ ରେ ତିଲକ ବର୍ମା ଭାରତ ଏ ଦଳର ଅଧିନାୟକ ରହିଛନ୍ତି । ଆଶା କରାଯାଉଛି ଆଗାମୀ ଦିନରେ ତିଲକ ଓଡ଼ିଆଇରେ ସ୍ଥାନ ପାଇପାରନ୍ତି ।   ରୋହିତ ଶର୍ମା ଏବଂ ବିରାଟ କୋହଲି ଭାରତ A ପାଇଁ ଖେଳିବେ ନାହିଁ ।  ଉଭୟ ଅଭିଜ୍ଞ ଖେଳାଳି ଦକ୍ଷିଣ ଆଫ୍ରିକାର ବରିଷ୍ଠ ଦଳ ବିପକ୍ଷ ODI ସିରିଜ୍ ରେ ଖେଳି ପାରନ୍ତି ।

ଏସିଆ କପରେ ତିଲକ ବର୍ମା ଫାଇନାଲରେ ଦମଦାର ବ୍ୟାଟିଂ କରିଥିଲେ । ଏହି ସିରିଜରେ ତିଲକ ବର୍ମା ଭାରତ ଏ ଦଳର ଅଧିନାୟକ ହେବେ, ଯେତେବେଳେ ଋତୁରାଜ ଗାୟକୱାଡଙ୍କୁ ଉପ-ଅଧିନାୟକ ନିଯୁକ୍ତ କରାଯାଇଛି। ୱିକେଟକିପର-ବ୍ୟାଟସମ୍ୟାନ ଇଶାନ କିଷାନ ଦୀର୍ଘ ଦିନ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅଭିଷେକ ଶର୍ମା, ରିୟାନ ପରାଗ, ପ୍ରଭସିମରନ ସିଂହ ଏବଂ ବିପ୍ରଜ ନିଜଜଙ୍କୁ ଦଳରେ ସାମିଲ କରାଯାଇଛି। ବୋଲରଙ୍କ ମଧ୍ୟରେ ହର୍ଷିତ ରାଣା, ପ୍ରସିଦ୍ଧ କୃଷ୍ଣ ଏବଂ ଅର୍ଶଦୀପ ସିଂହଙ୍କୁ ଦଳରେ ସାମିଲ କରାଯାଇଛି।

Share196Tweet123
M M

M M

ଆଜିର ପାଗ

Bhubaneswar
March 26, 2026, 3:00 AM
 

SSW
Overcast
25°C
0.6 m/s
Apparent: 31°C
Pressure: 1010 mb
Humidity: 95%
Winds: 0.6 m/s SSW
Windgusts: 4.9 m/s
UV-Index: 0
Precip.: 0mm /40% / Rain
Sunrise: 5:45 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom