• Latest
  • Trending
ଆଗକୁ ରାଜ୍ୟର ସବୁ ବିଧାନସଭା ଓ ଲୋକସଭା ଆସନରେ ପ୍ରାର୍ଥୀ ଦେବୁ

ଆଗକୁ ରାଜ୍ୟର ସବୁ ବିଧାନସଭା ଓ ଲୋକସଭା ଆସନରେ ପ୍ରାର୍ଥୀ ଦେବୁ

Nov-10-2025 09:04 AM IST
odisha.newsroom.in

ସାଙ୍ଘାତିକ ଝଟକା…ଟ୍ରମ୍ପଙ୍କ ଯୁଦ୍ଧ ନୀତିକୁ ପାଗଳାମି କହିଲା ୟୁଏସ ସିନେଟ

Mar-27-2026 06:25 PM IST
odisha.newsroom.in

ଲିଭ୍-ଇନ୍ ରିଲେସନ ଉପରେ ହାଇକୋର୍ଟ ଦେଲେ ବଡ଼ ରାୟ, କହିଲେ…

Mar-27-2026 04:41 PM IST
odisha.newsroom.in

ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ଭୟଙ୍କର ସର୍ତ୍ତ

Mar-27-2026 03:57 PM IST
odisha.newsroom.in

ସାମ୍ନାକୁ ଆସିଲା ଖାମନେଇଙ୍କ ମୃତ୍ୟୁର କିଛି ସମୟ ପୂର୍ବର ଫଟୋ

Mar-27-2026 02:34 PM IST
odisha.newsroom.in

ଏମିତି କରନ୍ତୁ ଶୋଇବା ଘର ଡିଜାଇନ…ନିଶ୍ଚୟ ଆସିବ ସୁଖନିଦ୍ରା

Mar-27-2026 01:07 PM IST
odisha.newsroom.in

ମହଳାଙ୍କୁ ହୋଟେଲ ନେଇ କହିଲା, ମୁଁ ଶିବଙ୍କ ଅବତାର ଆଉ ତୁମେ ସାକ୍ଷାତ ପାର୍ବତୀ…ତାପରେ…

Mar-27-2026 12:37 PM IST
odisha.newsroom.in

ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା…ସତର୍କ ସୂଚନା ଜାରି

Mar-27-2026 12:09 PM IST
odisha.newsroom.in

ଆଜି ରାମନବମୀ…ସାରା ଜଗତ ରାମମୟ…ଶୁଭୁଛି ଜୟ ଶ୍ରୀରାମ ନାରା

Mar-27-2026 11:46 AM IST
odisha.newsroom.in

ପେଟ୍ରୋଲ ଓ ଡିଜେଲ ଉପରୁ ସରକାର କମାଇଲେ ଟ୍ୟାକ୍ସ, କମିବ ଦର ?

Mar-27-2026 11:22 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-27-2026 08:32 AM IST
  • About
  • Careers
  • Contact Us
Saturday, March 28, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

ଆଗକୁ ରାଜ୍ୟର ସବୁ ବିଧାନସଭା ଓ ଲୋକସଭା ଆସନରେ ପ୍ରାର୍ଥୀ ଦେବୁ

by M M
Nov-10-2025 09:04 AM IST
in ରାଜନୀତି, ରାଜ୍ୟ
0
ଆଗକୁ ରାଜ୍ୟର ସବୁ ବିଧାନସଭା ଓ ଲୋକସଭା ଆସନରେ ପ୍ରାର୍ଥୀ ଦେବୁ
491
SHARES
1.4k
VIEWS
Share on FacebookShare on Twitter

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। ରବିବାର ସମାଜବାଦୀ ପାର୍ଟି ଜାତୀୟ ସଭାପତି ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମାରାଥନ୍‌ ପ୍ରଚାର କରିଛନ୍ତି। ସ୍ଥାନୀୟ ପୁଲିସ ପଡ଼ିଆରେ ଜୟ ଜଗନ୍ନାଥ ଉଚ୍ଚାରଣ କରି ସେ ବକ୍ତବ୍ୟ ଆରମ୍ଭ କରିଥିଲେ। ସେ କହିଥିଲେ ଓଡ଼ିଶା ହେଉଛି ପରମ୍ପରାର ମାଟି। ଓଡ଼ିଶାର ଭାଷା ଓ ସଂସ୍କୃତି ଉଚ୍ଚକୋଟୀର। ଓଡ଼ିଶାର ଆଦିବାସୀ ଭାଇଭଉଣୀମାନଙ୍କୁ ସେମାନଙ୍କର ଅଧିକାର ଦିଆଯିବାର ଆବଶ୍ୟକତା ଅଛି। ଓଡ଼ିଶାରେ ସମାଜବାଦୀ ଚିନ୍ତା ଆରମ୍ଭ ହୋଇଥିଲା। ଓଡ଼ିଶାର ରାଜନୈତିକ ଇତିହାସ ସମାଜବାଦୀ ଚିନ୍ତାରେ ବିକଶିତ ହୋଇଛି। ଅଖିଳେଶ ଯାଦବ କହିଛନ୍ତି, ଆଗାମୀ ଦିନରେ ଓଡ଼ିଶାରେ ସମାଜବାଦୀ ପାର୍ଟି ନିର୍ବାଚନ ଲଢ଼ିବ। ରାଜ୍ୟର ସମସ୍ତ ଲୋକସଭା ଏବଂ ବିଧାନସଭା ଆସନରେ ପ୍ରାର୍ଥୀ ଦେବ। ଏଥି ପାଇଁ ପ୍ରଥମେ ଦଳ ଯୁବପିଢ଼ିଙ୍କୁ ଦଳରେ ସାମିଲ କରିବ। ନୂଆପଡ଼ା ନିର୍ବାଚନରେ ଆମେ ପଛରେ ଅଛୁ ସତ, କିନ୍ତୁ ଆମେ ଦୁର୍ବଳ ନୋହୁଁ। ଅଖିଳେଶ ପୂର୍ବତନ ସରକାରଙ୍କୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଉତ୍ତରପ୍ରଦେଶରେ ଆମ ସରକାର ସମୟରେ ସମସ୍ତଙ୍କୁ ଲ୍ୟାପ୍‌ଟପ୍‌ ଦେଇଥିଲୁ। ଓଡ଼ିଶାରେ ମଧ୍ୟ ପୂର୍ବତନ ସରକାର ଲ୍ୟାପ୍‌ଟପ୍‌ ଦେଇଥିଲେ। କିନ୍ତୁ ସମସ୍ତଙ୍କୁ ନଦେଇ କିଛି ଲୋକଙ୍କୁ ଦେଇଥିଲେ। ୪୦ ବର୍ଷ ବୟସ୍କଙ୍କୁ ଆମେ ଯୁବାପିଢ଼ି ମନେ କରୁଛୁ। ରାଜ୍ୟର ସଡ଼କ ଉନ୍ନତ ହେଲେ ବିକାଶ ହେବ। ଏହା ଦ୍ବାରା ଚାଷୀମାନେ ମଧ୍ୟ ଉପକୃତ ‌ହୋଇପାରିବେ। ଚାଷୀମାନେ ମଣ୍ଡିକୁ ନିଜର ଫସଲ ସହଜରେ ନେଇପାରିବେ। ଆମକୁ ଥରଟିଏ ସୁଯୋଗ ଦିଅନ୍ତୁ। ସମାଜବାଦୀ ପାର୍ଟିର ପ୍ରାର୍ଥୀ ରମାକାନ୍ତ ହାତୀଙ୍କୁ ନୂଆପଡ଼ା ଉପନିର୍ବାଚନରେ ବିଜୟୀ କରାନ୍ତୁ।

Share196Tweet123
M M

M M

ଆଜିର ପାଗ

Bhubaneswar
March 28, 2026, 2:56 AM
 

S
Partly cloudy
25°C
1.2 m/s
Apparent: 31°C
Pressure: 1007 mb
Humidity: 91%
Winds: 1.2 m/s S
Windgusts: 8.7 m/s
UV-Index: 0
Precip.: 0mm /43% / Rain
Sunrise: 5:43 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom