• Latest
  • Trending
ଆଠଟି ବଲରେ ଲଗାତାର ଛକାମାରି ଚର୍ଚ୍ଚାରେ ଆକାଶ ଚୈାଧୁରୀ

ଆଠଟି ବଲରେ ଲଗାତାର ଛକାମାରି ଚର୍ଚ୍ଚାରେ ଆକାଶ ଚୈାଧୁରୀ

Nov-10-2025 04:16 PM IST
odisha.newsroom.in

ଯୁଦ୍ଧର ନିଆଁ ଲିଭୁନି..ପୁଣି ଫେରିବ କି Lockdown ? ସରକାର କହିଲେ…

Mar-25-2026 05:30 PM IST
ଆରମ୍ଭ ହେଲା ତୃତୀୟ ବିଶ୍ୱଯୁଦ୍ଧ

ଆରମ୍ଭ ହେଲା ତୃତୀୟ ବିଶ୍ୱଯୁଦ୍ଧ

Mar-25-2026 05:27 PM IST
5 ଦିନ ପରେ ଥରିବ ବିଶ୍ବ ! ଟ୍ରମ୍ପ କରିବେ ବଡ଼ ଆକ୍ରମଣ

5 ଦିନ ପରେ ଥରିବ ବିଶ୍ବ ! ଟ୍ରମ୍ପ କରିବେ ବଡ଼ ଆକ୍ରମଣ

Mar-25-2026 05:24 PM IST
odisha.newsroom.in

ମରୁଭୂମିରେ ଭୟଙ୍କର ବନ୍ୟା…ଲୋକେ ଗାଡ଼ି ମୋଟର ଛାଡ଼ି ଦୌଡିଲେ…

Mar-25-2026 04:01 PM IST
odisha.newsroom.in

ବିଜୁ-ନବୀନ ଟ୍ରଷ୍ଟକୁ ନେଇ ପୋଷ୍ଟର ଯୁଦ୍ଧ…ସତ ଜାଣିବାକୁ ବିଜେପିର ଜିଦ

Mar-25-2026 01:46 PM IST
odisha.newsroom.in

ଆପଣ ନୂଆ ଘର ତିଆରି କରୁଛନ୍ତି କି…ବାସ୍ତୁର ଏହି ନିୟମ ନିଶ୍ଚୟ ମାନନ୍ତୁ

Mar-25-2026 01:15 PM IST
odisha.newsroom.in

ଲଗାତାର ହ୍ରାସ ପରେ ଆଜି ପୁଣି ବଢ଼ିଗଲା ସୁନା, ଜାଣନ୍ତୁ କେତେ

Mar-25-2026 12:55 PM IST
odisha.newsroom.in

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଅଛି ଦେଢ଼ କ୍ୱିଣ୍ଟାଲ ସୁନା, ରୁପା କେତେ ?

Mar-25-2026 12:39 PM IST
odisha.newsroom.in

ଆମେରିକା ସହ କଥାବାର୍ତ୍ତା ପାଇଁ ଇରାନ ରଖିଲା ବଡ଼ ସର୍ତ୍ତ

Mar-25-2026 12:11 PM IST
odisha.newsroom.in

ବିଧାନସଭାରେ କଳା ଟି-ସାର୍ଟ ପିନ୍ଧି ବିଜେଡି- କଂଗ୍ରେସ ଭାଇ ଭାଇ

Mar-25-2026 11:38 AM IST
  • About
  • Careers
  • Contact Us
Wednesday, March 25, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଖେଳ

ଆଠଟି ବଲରେ ଲଗାତାର ଛକାମାରି ଚର୍ଚ୍ଚାରେ ଆକାଶ ଚୈାଧୁରୀ

by M M
Nov-10-2025 04:16 PM IST
in ଖେଳ
0
ଆଠଟି ବଲରେ ଲଗାତାର ଛକାମାରି ଚର୍ଚ୍ଚାରେ ଆକାଶ ଚୈାଧୁରୀ
491
SHARES
1.4k
VIEWS
Share on FacebookShare on Twitter

ମେଘାଳୟର ବ୍ୟାଟ୍ସମ୍ୟାନ୍ ଆକାଶ କୁମାର ଚୌଧୁରୀଙ୍କ ନାମକୁ ନେଇ ସବୁଠି ଚର୍ଚା । ପ୍ରଥମ ଶ୍ରେଣୀ କ୍ରିକେଟ୍ ଇତିହାସରେ ତାଙ୍କର ଦମଦାର ବ୍ୟାଟିଂକୁ ନେଇ ସେ ଅବିଶ୍ୱସନୀୟ ରେକର୍ଡ କରି ତହଲକା ସୃଷ୍ଟି କରିଛନ୍ତି। ରଣଜୀ ଟ୍ରଫି ପ୍ଲେଟ୍ ଗ୍ରୁପ୍ ମ୍ୟାଚ୍‌ରେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ଖେଳି ସେ ଗୋଟିଏ ଓଭରରେ ଲଗାତାର ଛଅଟି ଛକା ମାରି ଏହି ଦୁର୍ଲଭ ଉପଲବ୍ଧି ହାସଲ କରିଛନ୍ତି। ଯାହା ଫଳରେ ସେ ଆଗାମୀ ଦିନରେ ଆଇପିଏଲ ସହ ଭାରତ ଦଳରେ ସ୍ଥାନ ପାଇବେ ବୋଲି ଚର୍ଚା ଆରମ୍ଭ ହୋଇଛି । ଆକାଶ ଚୌଧୁରୀ ଏଠାରେ ଅଟକି ନଥିଲେ, ସେ ଲଗାତାର ୮ଟି ବଲରେ ୮ଟି ଛକା ମାରି କ୍ରିକେଟରେ ଏପରି ଏକ ରେକର୍ଡ କରିଛନ୍ତି, ଯାହା ପୂର୍ବରୁ କେବେ ହୋଇନଥିଲା। ସେ ରଣଜୀ ଟ୍ରଫିରେ ମେଘାଳୟ ପାଇଁ ଏହି ଐତିହାସିକ ଇନିଂସ୍ ଖେଳି ଭାରତୀୟ କ୍ରିକେଟରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି।

ଏହି ଚମତ୍କାର ପ୍ରଦର୍ଶନ ସହିତ, ଆକାଶ ପ୍ରଥମ ଶ୍ରେଣୀ କ୍ରିକେଟ୍ ଇତିହାସରେ ଏକ ଓଭରରେ ଛଅ ଛକା ମାରିବାରେ ତୃତୀୟ ବ୍ୟାଟ୍ସମ୍ୟାନ୍ ଭାବରେ ପରିଗଣିତ ହୋଇଛନ୍ତି। ସେ ମହାନ ଖେଳାଳି ରବି ଶାସ୍ତ୍ରୀ ଏବଂ ଗ୍ୟାରୀ ସୋବର୍ସଙ୍କ ଭଳି ଖାସ୍ କ୍ଲବରେ ନିଜ ସ୍ଥାନ ସୁରକ୍ଷିତ କରିଛନ୍ତି। ଦକ୍ଷିଣ ଆଫ୍ରିକାର ମାଇକ୍ ପ୍ରୋକ୍ଟର ମଧ୍ୟ ଲଗାତାର ଛଅ ଛକା ମାରିଛନ୍ତି, କିନ୍ତୁ ସେ ଦୁଇଟି ଓଭରରେ ଏହି କାରନାମା କରିଥିଲେ।

ମେଘାଳୟ ପାଳିର ୧୨୬ ତମ ଓଭରରେ, ଆକାଶ ବାମହାତୀ ସ୍ପିନର ଲିମର୍ ଡାବିଙ୍କ ପ୍ରତ୍ୟେକ ବଲକୁ ବାଉଣ୍ଡ୍ରି ବାହାରକୁ ପଠାଇଥିଲେ। କେବଳ ଏତିକି ନୁହେଁ, ସେ ନିଜର ଏହି ଧମାକାଦାର ଇନିଂସ୍ ମଧ୍ୟରେ ପ୍ରଥମ ଶ୍ରେଣୀ କ୍ରିକେଟ୍ ଇତିହାସର ଦ୍ରୁତତମ ଅର୍ଦ୍ଧଶତକ ମଧ୍ୟ ପୂରଣ କରିଛନ୍ତି।

Share196Tweet123
M M

M M

ଆଜିର ପାଗ

Bhubaneswar
March 25, 2026, 9:38 PM
 

S
Overcast
26°C
1.6 m/s
Apparent: 30°C
Pressure: 1009 mb
Humidity: 85%
Winds: 1.6 m/s S
Windgusts: 7.8 m/s
UV-Index: 0
Precip.: 0mm /58% / Rain
Sunrise: 5:46 AM
Sunset: 5:58 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom