• Latest
  • Trending
ରାଜନୀତି ଛାଡିବେନି ପ୍ରଶାନ୍ତ କିଶୋର: ନିର୍ବାଚନ ପରାଜୟ ପାଇଁ ଦାୟିତ୍ୱ ନେଲେ

ରାଜନୀତି ଛାଡିବେନି ପ୍ରଶାନ୍ତ କିଶୋର: ନିର୍ବାଚନ ପରାଜୟ ପାଇଁ ଦାୟିତ୍ୱ ନେଲେ

Nov-18-2025 04:25 PM IST
ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ହାଡ଼ଭଙ୍ଗା ଜାଡ଼

ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ହାଡ଼ଭଙ୍ଗା ଜାଡ଼

Dec-13-2025 07:05 AM IST
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Dec-13-2025 06:34 AM IST
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

Dec-13-2025 06:49 AM IST
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

Dec-12-2025 07:14 AM IST

ଆମେରିକା-ପାକିସ୍ତାନ ବୃହତ୍ ଅସ୍ତ୍ରଶସ୍ତ୍ର ଚୁକ୍ତି : F-16 ପୁଣି କିଣିବ ପାକିସ୍ତାନ

Dec-11-2025 07:38 PM IST
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି ପଛରେ କାରଣ କହିଲେ ସୂର୍ଯ୍ୟ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି ପଛରେ କାରଣ କହିଲେ ସୂର୍ଯ୍ୟ

Dec-11-2025 07:10 PM IST
ବାହାଘର ବାତିଲ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ମନ୍ଧାନା

ବାହାଘର ବାତିଲ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ମନ୍ଧାନା

Dec-11-2025 04:33 PM IST
ବନ୍ଦେ ମାତରମ୍‌ କିପରି ସ୍ୱାଧୀନତା ସଂଗ୍ରାମର ମହାମନ୍ତ୍ର ଥିଲା?

ବନ୍ଦେ ମାତରମ୍‌ କିପରି ସ୍ୱାଧୀନତା ସଂଗ୍ରାମର ମହାମନ୍ତ୍ର ଥିଲା?

Dec-11-2025 08:36 AM IST
ରାହୁଲଙ୍କ ‘ଖୋଲା ବିତର୍କ’ ଆହ୍ୱାନକୁ ଶାହଙ୍କ ପ୍ରତ୍ୟାଖ୍ୟାନ

ରାହୁଲଙ୍କ ‘ଖୋଲା ବିତର୍କ’ ଆହ୍ୱାନକୁ ଶାହଙ୍କ ପ୍ରତ୍ୟାଖ୍ୟାନ

Dec-11-2025 07:08 AM IST
ଓଡ଼ିଶାରେ ପ୍ରବଳ ଶୀତ ଲହରି; ଅନେକ ସ୍ଥାନରେ ୧୦°C ତଳେ ତାପମାତ୍ରା

ଓଡ଼ିଶାରେ ପ୍ରବଳ ଶୀତ ଲହରି; ଅନେକ ସ୍ଥାନରେ ୧୦°C ତଳେ ତାପମାତ୍ରା

Dec-11-2025 06:21 AM IST
  • About
  • Careers
  • Contact Us
Saturday, December 13, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ରାଜନୀତି ଛାଡିବେନି ପ୍ରଶାନ୍ତ କିଶୋର: ନିର୍ବାଚନ ପରାଜୟ ପାଇଁ ଦାୟିତ୍ୱ ନେଲେ

 ପିକେ କହିଲେ ଏହି  ୪ ନେତା ମନ୍ତ୍ରୀ ହେଲେ କୋର୍ଟ ଯିବୁ

by M M
Nov-18-2025 04:25 PM IST
in ଦେଶ ବିଦେଶ
0
ରାଜନୀତି ଛାଡିବେନି ପ୍ରଶାନ୍ତ କିଶୋର: ନିର୍ବାଚନ ପରାଜୟ ପାଇଁ ଦାୟିତ୍ୱ ନେଲେ
494
SHARES
1.4k
VIEWS
Share on FacebookShare on Twitter

ନିର୍ବାଚନରେ ଜନ ସୁରାଜ ପାର୍ଟିର ପରାଜୟ ପରେ ଦଳର ପ୍ରତିଷ୍ଠାତା ତଥା ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ବିହାରବାସୀଙ୍କୁ କ୍ଷମା ମାଗିଛନ୍ତି । ତାଙ୍କ ଦଳର ଯଦି କିଛି ଭୁଲ ରହିଥାଏ ତେବେ ସେମାନେ ଆଗାମୀ ଦିନରେ ତାହାକୁ ସୁଧାରିବେ ବୋଲି ପିକେ କହିଛନ୍ତି । ଏହା ସହ ସେ ସିଧା ସିଧା କହିଛନ୍ତି ସେ ରାଜନୀତି ଛାଡିବେ ନାହିଁ । କାରଣ ସେ କୈାଣସି ପଦବିରେ ନାହାଁନ୍ତି । ସେ ବିହାର ଲୋକଙ୍କ କଥା କହିବେ । ଏନଡିଏ ଲୋକଙ୍କୁ ଦୁଇ ଲକ୍ଷ ଟଙ୍କା ଦେବା କଥା କହି ସରକାରଙ୍କୁ  ଏଥିସହ ନୂଆ ସରକାର ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ସେ ସରକାର ଗଠନ ପୂର୍ବରୁ କିଛି ଭ୍ରଷ୍ଟ ନେତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ୍ ନ କରିବା ପାଇଁ  ଚେତାବନୀ ଦେଇଛନ୍ତି ।

ପ୍ରଶାନ୍ତ କିଶୋର କହିଛନ୍ତି ଯେ, ସେ ପୂର୍ବରୁ କିଛି ଭ୍ରଷ୍ଟ ନେତାଙ୍କ ବିଷୟରେ କହିଥିଲେ ।  ଯଦିଓ ଜନତା ସେହି ନେତାମାନଙ୍କୁ ପୁଣି ଥରେ ବିପୁଳ ଜନମତ ଦେଇ ବିଜୟୀ କରାଇଛନ୍ତି । ତଥାପି ଏହି ଦାୟିତ୍ୱ ସରକାରଙ୍କର ଯେ ସେମାନଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ୍ ନ କରନ୍ତୁ। ପ୍ରଶାନ୍ତ କିଶୋର ଚେତାବନୀ ଦେଇଛନ୍ତି ଯେ ଯଦି ସେହି ନେତାମାନଙ୍କୁ ପୁଣି ଥରେ ମନ୍ତ୍ରୀ ପଦରେ ସାମିଲ୍ କରାଯାଏ, ତେବେ ଜନ ସୁରାଜ ପାର୍ଟି ଆବଶ୍ୟକ ହେଲେ କୋର୍ଟର ଦ୍ୱାରସ୍ଥ ମଧ୍ୟ ହେବ। ତେବେ ସେହି ଭ୍ରଷ୍ଟ ନେତା କିଏ ତାଙ୍କର ନାମ ପିକେ କହିନାହାଁନ୍ତି ।

ସେ ଅଭିଯୋଗ କରିଛନ୍ତି ଯେ ପ୍ରତ୍ୟେକ ବିଧାନସଭା ଆସନରେ ଲୋକଙ୍କୁ ସରକାର ଲାଂଚ ଦେଲେ । ନିର୍ବାଚନ ପୂର୍ବରୁ ମହିଳାଙ୍କ ଆକାଉଁଟକୁ ଦଶହଜାର ଟଙ୍କା ପଠାଗଲା । ପ୍ରତି ଆସନରେ ଅତି କମରେ ୬୦,୦୦୦ରୁ ୬୨,୦୦୦ ଲୋକଙ୍କୁ ୧୦,୦୦୦ ଟଙ୍କା ଦିଆଯାଇଥିଲା ଏବଂ ୨ ଲକ୍ଷ ଟଙ୍କା ଋଣ ଦେବାର ପ୍ରତିଶ୍ରୁତି ଦିଆଯାଇଥିଲା। ଯାହା ଫଳରେ ଏନଡିଏକୁ ଅଧିକ ଭୋଟ ମିଳିଲା ।

ସେ ଅଭିଯୋଗ କରିଛନ୍ତି ଯେ ସରକାରୀ ଅଧିକାରୀମାନେ ଡ୍ୟୁଟିରେ ରହି ଲୋକଙ୍କୁ କହୁଥିଲେ ଯେ ଯଦି ଏନଡିଏ କ୍ଷମତାକୁ ଆସେ ତେବେ ଋଣ ମିଳିବ। ଏଥିପାଇଁ ଜୀବିକା ଦିଦିମାନଙ୍କୁ ମୋବିଲାଇଜର ଭାବରେ ବ୍ୟବହାର କରାଯାଇଥିଲା। ଯାହାର ଲାଭ ଏନଡିଏକୁ ମିଳିଲା । PK ନିର୍ବାଚନ କମିଶନଙ୍କ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ମତଦାନର ଅନ୍ତିମ ଦୁଇ ଘଣ୍ଟାରେ ୧୫-୨୦% ଭୋଟ୍ ବଢ଼ିବାର ଏକ ଅସ୍ୱାଭାବିକ ଢାଞ୍ଚା ଦେଖାଯାଇଛି, କିନ୍ତୁ ନିର୍ବାଚନ କମିଶନ ଏହାର ସବିଶେଷ ତଥ୍ୟ ସାର୍ବଜନୀନ କରିନାହାନ୍ତି।

 

Share198Tweet124
M M

M M

ଆଜିର ପାଗ

Bhubaneswar
December 13, 2025, 1:58 PM
 

NNE
Mainly clear
27°C
1.9 m/s
Apparent: 16°C
Pressure: 1016 mb
Humidity: 88%
Winds: 1.9 m/s NNE
Windgusts: 4.4 m/s
UV-Index: 0
Precip.: 0mm /0% / Rain
Sunrise: 6:13 AM
Sunset: 5:08 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

November 16, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ହାଡ଼ଭଙ୍ଗା ଜାଡ଼

ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ହାଡ଼ଭଙ୍ଗା ଜାଡ଼

December 13, 2025
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

December 13, 2025
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom