• Latest
  • Trending

ପୁଟିନଙ୍କ ସୁରକ୍ଷିତ ବିଳାସପୂର୍ଣ୍ଣ କାର Aurus Senat କୁ ନେଇ ଚର୍ଚା

Dec-04-2025 01:31 PM IST
ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

Dec-05-2025 01:20 PM IST
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫିଟ୍ ଇଣ୍ଡିଆ ଅଭିଯାନର ବାର୍ତ୍ତା କପିଳାସ ହାଫ୍ ମାରାଥନରେ ପ୍ରତିଧ୍ୱନିତ ହେଉଛି- ଧର୍ମେନ୍ଦ୍ର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫିଟ୍ ଇଣ୍ଡିଆ ଅଭିଯାନର ବାର୍ତ୍ତା କପିଳାସ ହାଫ୍ ମାରାଥନରେ ପ୍ରତିଧ୍ୱନିତ ହେଉଛି- ଧର୍ମେନ୍ଦ୍ର

Dec-05-2025 12:48 PM IST
କ’ଣ ଭାରତରେ ତିଆରି ହେବ S-500 ଏୟାର ଡିଫେନ୍ସ ସିଷ୍ଟମ୍‌?

କ’ଣ ଭାରତରେ ତିଆରି ହେବ S-500 ଏୟାର ଡିଫେନ୍ସ ସିଷ୍ଟମ୍‌?

Dec-05-2025 12:37 PM IST
ଭାରତ-ରୁଷ ବନ୍ଧୁତା ଅତୁଟ: ହାଇଦ୍ରାବାଦ୍ ହାଉସ୍‌ରେ ପୁଟିନ-ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭାରତ-ରୁଷ ବନ୍ଧୁତା ଅତୁଟ: ହାଇଦ୍ରାବାଦ୍ ହାଉସ୍‌ରେ ପୁଟିନ-ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

Dec-05-2025 12:20 PM IST
ପୁଟିନଙ୍କ ଗୁପ୍ତ ଜୀବନ ଏମିତି ପାଖରେ ଅଛନ୍ତି ୩ ନକଲି ପୁଟିନ, ସିକ୍ରେଟ ଟୟଲେଟ୍

ପୁଟିନଙ୍କ ଗୁପ୍ତ ଜୀବନ ଏମିତି ପାଖରେ ଅଛନ୍ତି ୩ ନକଲି ପୁଟିନ, ସିକ୍ରେଟ ଟୟଲେଟ୍

Dec-05-2025 12:13 PM IST
ଦେଶ ବିଭାଜନ ପାଇଁ ଗାନ୍ଧୀ ଦାୟୀ | ଏମିତି କାହିଁକି କହିଲେ ବିଜେପି ବିଧାୟକ

ଦେଶ ବିଭାଜନ ପାଇଁ ଗାନ୍ଧୀ ଦାୟୀ | ଏମିତି କାହିଁକି କହିଲେ ବିଜେପି ବିଧାୟକ

Dec-05-2025 12:10 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-05-2025 12:06 PM IST
ଭାରତରେ ପହଁଚିଲେ ପୁଟିନ- ମୋଦି ଏୟାରପୋର୍ଟ ଯାଇ କଲେ ସ୍ବାଗତ

ଭାରତରେ ପହଁଚିଲେ ପୁଟିନ- ମୋଦି ଏୟାରପୋର୍ଟ ଯାଇ କଲେ ସ୍ବାଗତ

Dec-05-2025 08:36 AM IST
ଆସନ୍ତାକାଲିଠୁ ପୁରୀରେ ଆରମ୍ଭ ହେବ ଗ୍ଲୋବାଲ ଏନର୍ଜି ଲିଡର୍ସ ସମ୍ମିଳନୀ

ଆସନ୍ତାକାଲିଠୁ ପୁରୀରେ ଆରମ୍ଭ ହେବ ଗ୍ଲୋବାଲ ଏନର୍ଜି ଲିଡର୍ସ ସମ୍ମିଳନୀ

Dec-04-2025 03:47 PM IST
ଆସୁଛନ୍ତି ପୁଟିନ : ପ୍ରତିରକ୍ଷା ଚୁକ୍ତି ଓ ବିଶ୍ୱ ଶାନ୍ତି ଉପରେ ନଜର

ଆସୁଛନ୍ତି ପୁଟିନ : ପ୍ରତିରକ୍ଷା ଚୁକ୍ତି ଓ ବିଶ୍ୱ ଶାନ୍ତି ଉପରେ ନଜର

Dec-04-2025 01:22 PM IST
  • About
  • Careers
  • Contact Us
Friday, December 5, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ପୁଟିନଙ୍କ ସୁରକ୍ଷିତ ବିଳାସପୂର୍ଣ୍ଣ କାର Aurus Senat କୁ ନେଇ ଚର୍ଚା

by M M
Dec-04-2025 01:31 PM IST
in ଦେଶ ବିଦେଶ
0
492
SHARES
1.4k
VIEWS
Share on FacebookShare on Twitter

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଦୁଇ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି। ରାଷ୍ଟ୍ରପତି ପୁଟିନଙ୍କ ସୁରକ୍ଷା ବଳୟ ଭିତରେ ଏହି ଗସ୍ତ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହେବ। ପୁଟିନ ଭାରତ ମାଟିରେ ପ୍ରାୟ 28 ଘଣ୍ଟା ବିତାଇବେ। ଏପରି ପରିସ୍ଥିତିରେ, ତାଙ୍କ ସୁରକ୍ଷା ପାଇଁ ସମସ୍ତେ ସତର୍କ ଅଛନ୍ତି । ଏହି ସମୟ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ହେବାର ସମ୍ଭାବନା ଅଛି। ତେବେ ପୁଟିନ ଯେଉଁ କାରରେ ଯିବେ ସେହି ଅତ୍ୟାଧୁନିକ କାରକୁ ନେଇ ଚର୍ଚା ହେଉଛି ।

କହିବାକୁ ଗଲେ ପୁଟିନଙ୍କ ସୁରକ୍ଷାକୁ ନେଇ ସେ ସର୍ବଦା ସଚେତନ ଥାଆନ୍ତି ।  ସେ ଯେଉଁ କାରରେ ଯାତ୍ରା କରିବେ ତାକୁ ନେଇ ସାରା ବିଶ୍ବରେ ଆଲୋଚନା ହେଉଛି ।  ପୁଟିନଙ୍କ  ସହ ଆସିଥିବା ସ୍ୱତନ୍ତ୍ର ସୁରକ୍ଷା ଗାଡ଼ି ‘Aurus Senat Limousine’ ପାଇଁ ଉତ୍କଣ୍ଠା ପ୍ରକାଶ ପାଇଛି । କାରର ସୁରକ୍ଷାକୁ ନେଇ ଅନେକ କଥା କୁହାଯାଉଛି । କାର ମସ୍କୋରୁ ଏକ ବିଶେଷ ବିମାନରେ ଦିଲ୍ଲୀ ଅଣାଯାଇଛି  । ଏହି କାର ରାଷ୍ଟ୍ରପତି ପୁଟିନଙ୍କ ପାଞ୍ଚ-ସ୍ତରୀୟ ସୁରକ୍ଷା ବଳୟର ଅଂଶବିଶେଷ। Aurus Senat ହେଉଛି ରୁଷର ସ୍ୱଦେଶୀ ଉଦ୍ୟମରେ ନିର୍ମିତ ସବୁଠାରୁ ସୁରକ୍ଷିତ ଲିମୋଜିନ୍। ୨୦୧୮ ମସିହାରେ ଏହାକୁ ପୁଟିନଙ୍କ ବ୍ୟବହାର ପାଇଁ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଥିଲା। ଏହି ଗାଡ଼ିକୁ ଦୁର୍ଗ  ବୋଲି ମଧ୍ୟ କୁହାଯାଏ, କାରଣ ଏହା ସୁରକ୍ଷାର ସର୍ବୋଚ୍ଚ ମାନଦଣ୍ଡ ପୂରଣ କରେ।

Aurus Senat ସମ୍ପୂର୍ଣ୍ଣ ବୁଲେଟ୍‌ପ୍ରୁଫ୍ ହେବା ସହିତ ଶକ୍ତିଶାଳୀ ବିସ୍ଫୋରଣ, ଅତ୍ୟାଧୁନିକ ଗୁଳି ଓ ରାସାୟନିକ ଆକ୍ରମଣକୁ ପ୍ରତିହତ କରିବାର କ୍ଷମତା ରଖେ। ଏଥିରେ ଜରୁରୀକାଳୀନ ପରିସ୍ଥିତି ପାଇଁ ଲାଇଫ୍ ସପୋର୍ଟ ସିଷ୍ଟମ୍ ଏବଂ ବାହ୍ୟ ଜଗତ ସହ ଯୋଗାଯୋଗ ରଖିବା ପାଇଁ ଏନକ୍ରିପ୍ଟେଡ୍ ସାଟେଲାଇଟ୍ ବ୍ୟବସ୍ଥା ଭଳି ଅନେକ ଆଧୁନିକ ବ୍ୟବସ୍ଥା ସ୍ଥାନ ପାଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ  କାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ଲଗଜୁରୀ କାରକୁ  ସୁରକ୍ଷିତ ଦୁର୍ଗ କୁହାଯାଉଛି ।ପୁଟିନଙ୍କ କାର ହେଉଛି ରୁଷର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏକ ଅତ୍ୟାଧୁନିକ ଲିମୋଜିନ୍  ମଡେଲ, ଯାହା ପୂର୍ବରୁ ବ୍ୟବହୃତ ହେଉଥିବା ବିଦେଶୀ କାର୍ ଯେପରିକି Mercedes-Benz S600 ର ସ୍ଥାନ ନେଇଛି। ଏହାକୁ ଖାସ୍ କରି ରାଷ୍ଟ୍ରପତିଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ୨୦୧୮ରେ ତିଆରି କରାଯାଇଥିଲା।

 ଏହି ଗାଡ଼ି ସମ୍ପୂର୍ଣ୍ଣ ବୁଲେଟ୍‌ପ୍ରୁଫ୍ ହେବା ସହିତ ଉଚ୍ଚ କ୍ଷମତାସମ୍ପନ୍ନ ଗୁଳି, ବିସ୍ଫୋରଣ ଏବଂ ରାସାୟନିକ ଆକ୍ରମଣକୁ ମଧ୍ୟ ପ୍ରତିହତ କରିବାର କ୍ଷମତା ରଖେ। ଏଥିରେ ସ୍ୱତନ୍ତ୍ର ଲାଇଫ୍ ସପୋର୍ଟ ସିଷ୍ଟମ୍ ଏବଂ ଏନକ୍ରିପ୍ଟେଡ୍ ଯୋଗାଯୋଗ ବ୍ୟବସ୍ଥା ଭଳି ଅତ୍ୟାଧୁନିକ ବୈଶିଷ୍ଟ୍ୟ ରହିଛି।

Share197Tweet123
M M

M M

ଆଜିର ପାଗ

Bhubaneswar
December 5, 2025, 3:57 PM
 

N
Mainly clear
27°C
1.8 m/s
Apparent: 19°C
Pressure: 1017 mb
Humidity: 86%
Winds: 1.8 m/s N
Windgusts: 7.8 m/s
UV-Index: 0
Precip.: 0mm /0% / Rain
Sunrise: 6:08 AM
Sunset: 5:06 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

November 16, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

December 5, 2025
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫିଟ୍ ଇଣ୍ଡିଆ ଅଭିଯାନର ବାର୍ତ୍ତା କପିଳାସ ହାଫ୍ ମାରାଥନରେ ପ୍ରତିଧ୍ୱନିତ ହେଉଛି- ଧର୍ମେନ୍ଦ୍ର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫିଟ୍ ଇଣ୍ଡିଆ ଅଭିଯାନର ବାର୍ତ୍ତା କପିଳାସ ହାଫ୍ ମାରାଥନରେ ପ୍ରତିଧ୍ୱନିତ ହେଉଛି- ଧର୍ମେନ୍ଦ୍ର

December 5, 2025
କ’ଣ ଭାରତରେ ତିଆରି ହେବ S-500 ଏୟାର ଡିଫେନ୍ସ ସିଷ୍ଟମ୍‌?

କ’ଣ ଭାରତରେ ତିଆରି ହେବ S-500 ଏୟାର ଡିଫେନ୍ସ ସିଷ୍ଟମ୍‌?

December 5, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom