• Latest
  • Trending

‘ମେହବୁବା’ ଗୀତ ବାଜୁଥିବା ବେଳେ କ୍ଲବରେ ମୃତ୍ୟୁର ତାଣ୍ଡବ : ଅଗ୍ନିକାଣ୍ଡରେ ୨୫ ମୃତ

Dec-07-2025 06:45 PM IST
ଶୁଭମନ ଗିଲ୍ ଫିଟ୍- ଆସନ୍ତାକାଲି ଖେଳିବେ ବାରବାଟୀରେ ମ୍ୟାଚ୍

ଶୁଭମନ ଗିଲ୍ ଫିଟ୍- ଆସନ୍ତାକାଲି ଖେଳିବେ ବାରବାଟୀରେ ମ୍ୟାଚ୍

Dec-08-2025 02:57 PM IST
ଇଣ୍ଡିଗୋ ଏୟାରଲାଇନ୍ସର ଆଜି ୩୫୦ରୁ ଅଧିକ ଫ୍ଲାଇଟ୍ ବାତିଲ୍, ବଢ଼ୁଛି ଯାତ୍ରୀ ଅସନ୍ତୋଷ

ଇଣ୍ଡିଗୋ ଏୟାରଲାଇନ୍ସର ଆଜି ୩୫୦ରୁ ଅଧିକ ଫ୍ଲାଇଟ୍ ବାତିଲ୍, ବଢ଼ୁଛି ଯାତ୍ରୀ ଅସନ୍ତୋଷ

Dec-08-2025 10:26 AM IST
ଶିକ୍ଷକଙ୍କ ଅଭିନବ ପ୍ରତିବାଦ; ବିଦ୍ୟାଳୟରେ ପାଠପଢ଼ା ଚାଲିବ କେମିତି ?

ଶିକ୍ଷକଙ୍କ ଅଭିନବ ପ୍ରତିବାଦ; ବିଦ୍ୟାଳୟରେ ପାଠପଢ଼ା ଚାଲିବ କେମିତି ?

Dec-08-2025 10:15 AM IST
କ୍ଷମତାଚ୍ୟୁତ ପରେ ଫିକା ପଡୁଛି ‘ନବୀନ ମ୍ୟାଜିକ୍’,

କ୍ଷମତାଚ୍ୟୁତ ପରେ ଫିକା ପଡୁଛି ‘ନବୀନ ମ୍ୟାଜିକ୍’,

Dec-08-2025 10:08 AM IST
ଉତ୍ସବ ମୁଖର ବାରବାଟୀ: ଟି-୨୦ ମହାସମର ପାଇଁ ପ୍ରସ୍ତୁତି ଶେଷ

ଉତ୍ସବ ମୁଖର ବାରବାଟୀ: ଟି-୨୦ ମହାସମର ପାଇଁ ପ୍ରସ୍ତୁତି ଶେଷ

Dec-08-2025 09:32 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-08-2025 09:21 AM IST
ସମୃଦ୍ଧ ଓଡିଶା ଗଠନ ପାଇଁ ଏନର୍ଜି ସପ୍ଲାଇ ଚେନ୍‍କୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଛି : ମୁଖ୍ୟମନ୍ତ୍ରୀ

ସମୃଦ୍ଧ ଓଡିଶା ଗଠନ ପାଇଁ ଏନର୍ଜି ସପ୍ଲାଇ ଚେନ୍‍କୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଛି : ମୁଖ୍ୟମନ୍ତ୍ରୀ

Dec-07-2025 11:11 AM IST
ବିଶ୍ୱ ଅକ୍ଷୟ ଶକ୍ତି ବୃଦ୍ଧିର ଭାରତ ଏକ ପ୍ରମୁଖ ବାହକ: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ

ବିଶ୍ୱ ଅକ୍ଷୟ ଶକ୍ତି ବୃଦ୍ଧିର ଭାରତ ଏକ ପ୍ରମୁଖ ବାହକ: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ

Dec-07-2025 11:07 AM IST

ବିଶାଖାପାଟନମରେ ଭାରତର ଦମଦାର ବିଜୟ

Dec-07-2025 10:19 AM IST
ମୁମ୍ବାଇ ବିମାନବନ୍ଦରରେ ହଙ୍ଗାମା, ଆଫ୍ରିକୀୟ-ଆମେରିକୀୟ ମହିଳାଙ୍କ କ୍ରୋଧର ଭିଡିଓ ଭାଇରାଲ

ମୁମ୍ବାଇ ବିମାନବନ୍ଦରରେ ହଙ୍ଗାମା, ଆଫ୍ରିକୀୟ-ଆମେରିକୀୟ ମହିଳାଙ୍କ କ୍ରୋଧର ଭିଡିଓ ଭାଇରାଲ

Dec-07-2025 08:41 AM IST
  • About
  • Careers
  • Contact Us
Monday, December 8, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଅପରାଧ

‘ମେହବୁବା’ ଗୀତ ବାଜୁଥିବା ବେଳେ କ୍ଲବରେ ମୃତ୍ୟୁର ତାଣ୍ଡବ : ଅଗ୍ନିକାଣ୍ଡରେ ୨୫ ମୃତ

କ୍ଲବ୍ ପାଖରେ ଅଗ୍ନି ନିରାପତ୍ତା ପାଇଁ ଆବଶ୍ୟକ 'ନୋ ଅବ୍‌ଜେକସନ ସାର୍ଟିଫିକେଟ୍' ନଥିଲା

by M M
Dec-07-2025 06:45 PM IST
in ଅପରାଧ, ଦେଶ ବିଦେଶ
0
491
SHARES
1.4k
VIEWS
Share on FacebookShare on Twitter

ମୃତ୍ୟୁ ପୂର୍ବରୁ ମସ୍ତିର ମାହୋଲ  । ମେହବୁବା ମେହବୁବା, ଗୀତର ତାଳେ ତାଳେ ଝୁମି ଉଠୁଥିଲେ ଦର୍ଶକ । ଆଉ ସେତେବେଳେ ଏହି ଅଗ୍ନିକାଣ୍ଡ ଘଟିଲା,  କ୍ଲବ୍ ଭିତରେ ପ୍ରାୟ ୧୦୦ ଜଣ ଲୋକ ଉପସ୍ଥିତ ଥିଲେ  । କେହି କିଛି ବୁଝିବା ପୂର୍ବରୁ ହୁତ ହୁତ ହୋଇ ଜଳିଥିଲା ନିଆଁ ।  ‘ବଲିଉଡ୍ ବ୍ୟାଙ୍ଗର୍ ନାଇଟ୍’ ଚାଲିଥିଲା। ଭାଇରାଲ ହେଉଥିବା ଭିଡିଓ ଅନୁଯାୟୀ, ଡିଜେରେ ଲୋକପ୍ରିୟ ଗୀତ ‘ମେହବୁବା ଓ ମେହବୁବା’ ବାଜୁଥିଲା। ଏହି ସମୟରେ ହଠାତ୍ ମଂଚ ଉପର ପରଦାରେ ନିଆଁର ଝାସ ଦେଖାଗଲା। ଆଉ ତାହାପରେ ଭୟଙ୍କର ନିଆଁରେ ପୋଡ଼ି ହୋଇ ଅନେକ ଜୀବନ ହାରିଲେ ।

ଏପରି ଅଘଟଣ ଉତ୍ତର ଗୋଆର ଅରପୋରାଠାରେ ଥିବା ପ୍ରସିଦ୍ଧ ନାଇଟ୍ କ୍ଲବ୍ ବର୍ଚ୍ ବାଏ ରୋମିଓ ଲେନରେ ଶନିବାର ବିଳମ୍ବିତ ରାତିରେ ଘଟିଥିଲା । ଏହି ଭୀଷଣ ଅଗ୍ନିକାଣ୍ଡ ସାରା ଦେଶକୁ ଦୋହଲାଇ ଦେଇଛି। ଏହି ଦୁର୍ଭାଗ୍ୟଜନକ ଘଟଣାରେ ଅତିକମ୍‌ରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଦଶରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୪ ଜଣ କ୍ଲବ୍ କର୍ମଚାରୀ ଓ ୪ ଜଣ ପର୍ଯ୍ୟଟକ ଅଛନ୍ତି।

ପ୍ରାରମ୍ଭରେ କିଛି ଲୋକ ନିଆଁକୁ ପରିବେଷଣର ଏକ ଅଂଶ ବୋଲି ଭାବିଥିଲେ। କିନ୍ତୁ ନିଆଁର ଲମ୍ବ ଖୁବ୍ ଶୀଘ୍ର ଛାତ ଆଡ଼କୁ ମାଡ଼ି ଯାଇଥିଲା ।  ଅଧିକାରୀଙ୍କ କହିବାନୁଯାୟୀ, ଅଧିକାଂଶ ମୃତ୍ୟୁ ଧୂଆଁରେ ଶ୍ୱାସରୁଦ୍ଧ (Suffocation) ହେତୁ ଘଟିଛି, କାରଣ କେବଳ ଗୋଟିଏ ସଂକୀର୍ଣ୍ଣ ପ୍ରସ୍ଥାନ ପଥ ଥିଲା।

କ୍ଲବ୍ ପାଖରେ ଅଗ୍ନି ନିରାପତ୍ତା ପାଇଁ ଆବଶ୍ୟକ ‘ନୋ ଅବ୍‌ଜେକସନ ସାର୍ଟିଫିକେଟ୍’ (NOC) ନଥିଲା।  ସ୍ଥାନୀୟ ପଞ୍ଚାୟତ ଏହା ଅବୈଧ ଭାବେ ନିର୍ମିତ ହୋଇଥିବା ସ୍ପଷ୍ଟ କରିଛି। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମାଜିଷ୍ଟ୍ରିଆଲ୍ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ୍ କ୍ଲବ୍ ମ୍ୟାନେଜରଙ୍କୁ ଗିରଫ କରିଛି ଏବଂ ମାଲିକଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି।

Share196Tweet123
M M

M M

ଆଜିର ପାଗ

Bhubaneswar
December 8, 2025, 4:22 PM
 

N
Partly cloudy
26°C
1.3 m/s
Apparent: 16°C
Pressure: 1016 mb
Humidity: 78%
Winds: 1.3 m/s N
Windgusts: 4.9 m/s
UV-Index: 0
Precip.: 0mm /0% / Rain
Sunrise: 6:10 AM
Sunset: 5:06 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

November 16, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଶୁଭମନ ଗିଲ୍ ଫିଟ୍- ଆସନ୍ତାକାଲି ଖେଳିବେ ବାରବାଟୀରେ ମ୍ୟାଚ୍

ଶୁଭମନ ଗିଲ୍ ଫିଟ୍- ଆସନ୍ତାକାଲି ଖେଳିବେ ବାରବାଟୀରେ ମ୍ୟାଚ୍

December 8, 2025
ଇଣ୍ଡିଗୋ ଏୟାରଲାଇନ୍ସର ଆଜି ୩୫୦ରୁ ଅଧିକ ଫ୍ଲାଇଟ୍ ବାତିଲ୍, ବଢ଼ୁଛି ଯାତ୍ରୀ ଅସନ୍ତୋଷ

ଇଣ୍ଡିଗୋ ଏୟାରଲାଇନ୍ସର ଆଜି ୩୫୦ରୁ ଅଧିକ ଫ୍ଲାଇଟ୍ ବାତିଲ୍, ବଢ଼ୁଛି ଯାତ୍ରୀ ଅସନ୍ତୋଷ

December 8, 2025
ଶିକ୍ଷକଙ୍କ ଅଭିନବ ପ୍ରତିବାଦ; ବିଦ୍ୟାଳୟରେ ପାଠପଢ଼ା ଚାଲିବ କେମିତି ?

ଶିକ୍ଷକଙ୍କ ଅଭିନବ ପ୍ରତିବାଦ; ବିଦ୍ୟାଳୟରେ ପାଠପଢ଼ା ଚାଲିବ କେମିତି ?

December 8, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom