• Latest
  • Trending

କଲାମ ଦ୍ୱୀପରୁ କ୍ବାସି ବାଲିଷ୍ଟିକ୍ ମିସାଇଲ୍‌ର ସଫଳ ସିରିଜ୍ ପରୀକ୍ଷଣ

Dec-31-2025 01:31 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-31-2025 09:06 AM IST

ମୋଦିଜୀଙ୍କ ନେତୃତ୍ୱ ବିଜେପିକୁ ଆଜି ବିରାଟ ବଟବୃକ୍ଷରେ ପରିଣତ କରିଛି: ଅଭିଳାଷ ପଣ୍ଡା

Dec-30-2025 06:47 PM IST
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ

Dec-30-2025 03:15 PM IST
ପୁଟିନଙ୍କ ବାସଭବନ ଉପରକୁ ୟୁକ୍ରେନ କଲା  ଲଙ୍ଗ ରେଞ୍ଜ୍ ଡ୍ରୋନ୍ ଆକ୍ରମଣ

ପୁଟିନଙ୍କ ବାସଭବନ ଉପରକୁ ୟୁକ୍ରେନ କଲା  ଲଙ୍ଗ ରେଞ୍ଜ୍ ଡ୍ରୋନ୍ ଆକ୍ରମଣ

Dec-30-2025 03:08 PM IST
ସ୍ଥାପନ ହେବ ‘ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’

ସ୍ଥାପନ ହେବ ‘ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’

Dec-29-2025 07:03 PM IST

ଚାଷୀଙ୍କ ଆୟ ଦୁଇଗୁଣା କରିବା ସରକାରଙ୍କ ଲକ୍ଷ୍ୟ

Dec-29-2025 07:00 PM IST
ବଦ୍ରିନାରାୟଣ ପାତ୍ର ପୁଣି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ

ବଦ୍ରିନାରାୟଣ ପାତ୍ର ପୁଣି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ

Dec-29-2025 03:22 PM IST

ଗଂଜାମରେ ବାଲି ଗାଡ଼ି ଧରିଲେ ମନ୍ତ୍ରୀ

Dec-29-2025 03:15 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-29-2025 09:52 AM IST
‘ଜାଗରଣ କନକ୍ଲେଭ’: ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକତାର ସେତୁ

‘ଜାଗରଣ କନକ୍ଲେଭ’: ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକତାର ସେତୁ

Dec-29-2025 03:02 PM IST
  • About
  • Careers
  • Contact Us
Thursday, January 1, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

କଲାମ ଦ୍ୱୀପରୁ କ୍ବାସି ବାଲିଷ୍ଟିକ୍ ମିସାଇଲ୍‌ର ସଫଳ ସିରିଜ୍ ପରୀକ୍ଷଣ

by M M
Dec-31-2025 01:31 PM IST
in ଦେଶ ବିଦେଶ
0
491
SHARES
1.4k
VIEWS
Share on FacebookShare on Twitter

ବାଲେଶ୍ୱର: ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ପକ୍ଷରୁ ଆଜି ଓଡ଼ିଶା ତଟରେ ଏକ ଶକ୍ତିଶାଳୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ବାଲେଶ୍ୱର ଜିଲ୍ଲାସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଏହି କ୍ବାସି  ବାଲିଷ୍ଟିକ୍ ମିସାଇଲ୍  ର ଏକ ସିରିଜ୍ ପରୀକ୍ଷଣ କରାଯାଇ ଭାରତ ନିଜର ସାମରିକ ଦକ୍ଷତା ପ୍ରଦର୍ଶିତ କରିଛି।

ଆଜି ସକାଳ ପ୍ରାୟ ୧୦ଟା ସମୟରେ ପ୍ରଥମ କ୍ଷେପଣାସ୍ତ୍ରର ନିକ୍ଷେପ କରାଯାଇଥିଲା। ଏହାର କିଛି ସମୟ ବ୍ୟବଧାନରେ ପୁଣି ଏକ ସିରିଜ୍ ପରୀକ୍ଷଣ କରାଯାଇଥିଲା। ମିସାଇଲ୍‌ଟି ନିଜର ସମସ୍ତ ଲକ୍ଷ୍ୟ ପଥକୁ ସଫଳତାର ସହ ଅତିକ୍ରମ କରିଛି ଏବଂ ସମୁଦ୍ର ମଧ୍ୟରେ ଥିବା ଏହାର ଟାର୍ଗେଟ୍‌କୁ ସଠିକ୍ ଭାବେ ଭେଦ କରିଛି।  ଏହା ଭୂପୃଷ୍ଠରୁ ଭୂପୃଷ୍ଠକୁ (Surface-to-Surface) ନିକ୍ଷେପ କରାଯାଇପାରୁଥିବା ଏକ କ୍ଷେପଣାସ୍ତ୍ର। ଏହାର ଲକ୍ଷ୍ୟଭେଦ କ୍ଷମତା ୧୫୦ରୁ ୫୦୦ କିଲୋମିଟର ପର୍ଯ୍ୟନ୍ତ ରହିଛି। ଏହି ମିସାଇଲ୍ ପ୍ରାୟ ୫୦୦ରୁ ୧୦୦୦ କେଜି ପର୍ଯ୍ୟନ୍ତ ଓଜନର ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିବାରେ ସକ୍ଷମ।  ଏହାର ଗତିପଥ ସମ୍ପୂର୍ଣ୍ଣ ବାଲିଷ୍ଟିକ୍ ନୁହେଁ, ବରଂ ‘ଆଭାସି’ (Quasi-ballistic), ଯାହା ଶତ୍ରୁ ପକ୍ଷର ରାଡାର୍ ଏବଂ ଆଣ୍ଟି-ମିସାଇଲ୍ ସିଷ୍ଟମକୁ ଚକମା ଦେବାରେ ସହାୟକ ହୋଇଥାଏ।

Share196Tweet123
M M

M M

ଆଜିର ପାଗ

Bhubaneswar
January 1, 2026, 2:39 AM
 

NE
Fog
15°C
0.7 m/s
Apparent: 17°C
Pressure: 1012 mb
Humidity: 100%
Winds: 0.7 m/s NE
Windgusts: 4 m/s
UV-Index: 0
Precip.: 0mm /0% / Rain
Sunrise: 6:22 AM
Sunset: 5:17 PM
© 2025 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

କଲାମ ଦ୍ୱୀପରୁ କ୍ବାସି ବାଲିଷ୍ଟିକ୍ ମିସାଇଲ୍‌ର ସଫଳ ସିରିଜ୍ ପରୀକ୍ଷଣ

December 31, 2025
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

December 31, 2025

ମୋଦିଜୀଙ୍କ ନେତୃତ୍ୱ ବିଜେପିକୁ ଆଜି ବିରାଟ ବଟବୃକ୍ଷରେ ପରିଣତ କରିଛି: ଅଭିଳାଷ ପଣ୍ଡା

December 30, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom