• Latest
  • Trending
ପଶ୍ଚିମବଙ୍ଗରେ ଓ୍ବାକଫ ସଂଶୋଧନ ଆଇନ୍ ଲାଗୁ ହେବ ନାହିଁ: ମମତା

ପଶ୍ଚିମବଙ୍ଗରେ ଓ୍ବାକଫ ସଂଶୋଧନ ଆଇନ୍ ଲାଗୁ ହେବ ନାହିଁ: ମମତା

Apr-10-2025 10:50 AM IST

‘ମେହବୁବା’ ଗୀତ ବାଜୁଥିବା ବେଳେ କ୍ଲବରେ ମୃତ୍ୟୁର ତାଣ୍ଡବ : ଅଗ୍ନିକାଣ୍ଡରେ ୨୫ ମୃତ

Dec-07-2025 06:45 PM IST
ସମୃଦ୍ଧ ଓଡିଶା ଗଠନ ପାଇଁ ଏନର୍ଜି ସପ୍ଲାଇ ଚେନ୍‍କୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଛି : ମୁଖ୍ୟମନ୍ତ୍ରୀ

ସମୃଦ୍ଧ ଓଡିଶା ଗଠନ ପାଇଁ ଏନର୍ଜି ସପ୍ଲାଇ ଚେନ୍‍କୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଛି : ମୁଖ୍ୟମନ୍ତ୍ରୀ

Dec-07-2025 11:11 AM IST
ବିଶ୍ୱ ଅକ୍ଷୟ ଶକ୍ତି ବୃଦ୍ଧିର ଭାରତ ଏକ ପ୍ରମୁଖ ବାହକ: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ

ବିଶ୍ୱ ଅକ୍ଷୟ ଶକ୍ତି ବୃଦ୍ଧିର ଭାରତ ଏକ ପ୍ରମୁଖ ବାହକ: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ

Dec-07-2025 11:07 AM IST

ବିଶାଖାପାଟନମରେ ଭାରତର ଦମଦାର ବିଜୟ

Dec-07-2025 10:19 AM IST
ମୁମ୍ବାଇ ବିମାନବନ୍ଦରରେ ହଙ୍ଗାମା, ଆଫ୍ରିକୀୟ-ଆମେରିକୀୟ ମହିଳାଙ୍କ କ୍ରୋଧର ଭିଡିଓ ଭାଇରାଲ

ମୁମ୍ବାଇ ବିମାନବନ୍ଦରରେ ହଙ୍ଗାମା, ଆଫ୍ରିକୀୟ-ଆମେରିକୀୟ ମହିଳାଙ୍କ କ୍ରୋଧର ଭିଡିଓ ଭାଇରାଲ

Dec-07-2025 08:41 AM IST
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Dec-07-2025 08:33 AM IST
ବିଭିନ୍ନ ସ୍ଥାନରୁ ଆଜି ମଧ୍ୟ ଇଣ୍ଡିଗୋ ବିମାନ ରଦ୍ଦ: ଯାତ୍ରୀ ହଇରାଣୀ ବଢ଼ିଲା

ବିଭିନ୍ନ ସ୍ଥାନରୁ ଆଜି ମଧ୍ୟ ଇଣ୍ଡିଗୋ ବିମାନ ରଦ୍ଦ: ଯାତ୍ରୀ ହଇରାଣୀ ବଢ଼ିଲା

Dec-06-2025 09:51 AM IST
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Dec-06-2025 09:46 AM IST
ସୁସ୍ଥ ମୃତ୍ତିକା ହେଉଛି କୃଷିର ଜୀବନରେଖା : କେ ଭି ସିଂହଦେଓ

ସୁସ୍ଥ ମୃତ୍ତିକା ହେଉଛି କୃଷିର ଜୀବନରେଖା : କେ ଭି ସିଂହଦେଓ

Dec-05-2025 05:33 PM IST
ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

Dec-05-2025 01:20 PM IST
  • About
  • Careers
  • Contact Us
Sunday, December 7, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ପଶ୍ଚିମବଙ୍ଗରେ ଓ୍ବାକଫ ସଂଶୋଧନ ଆଇନ୍ ଲାଗୁ ହେବ ନାହିଁ: ମମତା

ମମତା କହିଛନ୍ତି ’ବାଣ୍ଟ ଓ ରାଜ କର’ ନୀତିକୁ ଗୁରୁତ୍ବ ଦେଉଥିବା କୌଣସି କାର୍ଯ୍ୟକୁ ପଶ୍ଚିମବଙ୍ଗରେ ହେବାକୁ ଦିଆଯିବନି

by newsroom
Apr-10-2025 10:50 AM IST
in ଦେଶ ବିଦେଶ, ରାଜନୀତି
0
ପଶ୍ଚିମବଙ୍ଗରେ ଓ୍ବାକଫ ସଂଶୋଧନ ଆଇନ୍ ଲାଗୁ ହେବ ନାହିଁ: ମମତା
492
SHARES
1.4k
VIEWS
Share on FacebookShare on Twitter

 

ପଶ୍ଚିମବଙ୍ଗରେ ଓ୍ବାକଫ ସଂଶୋଧନ ଆଇନ୍ ଲାଗୁ ହେବ ନାହିଁ ବୋଲି  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ଘୋଷଣା କରିନ୍ତି । ସଂଖ୍ୟାଲଘୁ  ଲୋକମାନଙ୍କର ସମ୍ପତ୍ତିକୁ ରକ୍ଷା କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ   ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରି ତାହାକୁ ’ଡିଭାଇଡ୍ ଏଣ୍ଡ ରୁଲ’ ବୋଲି ମମତା କହିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।  କୋଲକତାରେ ଜୈନ ସମ୍ପ୍ରଦାୟଙ୍କ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଜ୍ୟରେ ଓ୍ବାକଫ ସଂଶୋଧନ ଆଇନ ଲାଗୁ ହେବ ନାହିଁ ବୋଲି ମମତା ସ୍ପଷ୍ଟ ଭାବେ କହିବା ପରେ ରାଜନୀତି ସରଗରମ ହୋଇଛି । ମମତା କହିଛନ୍ତି ’ବାଣ୍ଟ ଓ ରାଜ କର’ ନୀତିକୁ ଗୁରୁତ୍ବ ଦେଉଥିବା କୌଣସି କାର୍ଯ୍ୟକୁ ପଶ୍ଚିମବଙ୍ଗରେ ହେବାକୁ ଦିଆଯିବନି ବୋଲି ମମତା କହିଛନ୍ତି । ବାଂଲାଦେଶ ଭଳି ଏଠାରେ ହିଂସା ସୃଷ୍ଟିହେବାକୁ ଦିଆଯିବନାହିଁ ବୋଲି ସେ କହିଛନ୍ତି ।

Tags: Mamata BanerjeenationalnewspoliticsWaqf BillWest Bengalମମତା
Share197Tweet123
newsroom

newsroom

ଆଜିର ପାଗ

Bhubaneswar
December 7, 2025, 10:51 PM
 

ENE
Overcast
18°C
0.8 m/s
Apparent: 16°C
Pressure: 1017 mb
Humidity: 76%
Winds: 0.8 m/s ENE
Windgusts: 5.4 m/s
UV-Index: 0
Precip.: 0mm /0% / Rain
Sunrise: 6:09 AM
Sunset: 5:06 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

November 16, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

‘ମେହବୁବା’ ଗୀତ ବାଜୁଥିବା ବେଳେ କ୍ଲବରେ ମୃତ୍ୟୁର ତାଣ୍ଡବ : ଅଗ୍ନିକାଣ୍ଡରେ ୨୫ ମୃତ

December 7, 2025
ସମୃଦ୍ଧ ଓଡିଶା ଗଠନ ପାଇଁ ଏନର୍ଜି ସପ୍ଲାଇ ଚେନ୍‍କୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଛି : ମୁଖ୍ୟମନ୍ତ୍ରୀ

ସମୃଦ୍ଧ ଓଡିଶା ଗଠନ ପାଇଁ ଏନର୍ଜି ସପ୍ଲାଇ ଚେନ୍‍କୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଛି : ମୁଖ୍ୟମନ୍ତ୍ରୀ

December 7, 2025
ବିଶ୍ୱ ଅକ୍ଷୟ ଶକ୍ତି ବୃଦ୍ଧିର ଭାରତ ଏକ ପ୍ରମୁଖ ବାହକ: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ

ବିଶ୍ୱ ଅକ୍ଷୟ ଶକ୍ତି ବୃଦ୍ଧିର ଭାରତ ଏକ ପ୍ରମୁଖ ବାହକ: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ

December 7, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom