• Latest
  • Trending

ବାସବରାଜୁ ଏନକାଉଁଟର,ଦୁଇ ଭାଇ: ଦୁଇ ଭିନ୍ନ ପଥ

May-27-2025 03:22 PM IST
ଶୁଭମନ ଗିଲ୍ ଫିଟ୍- ଆସନ୍ତାକାଲି ଖେଳିବେ ବାରବାଟୀରେ ମ୍ୟାଚ୍

ଶୁଭମନ ଗିଲ୍ ଫିଟ୍- ଆସନ୍ତାକାଲି ଖେଳିବେ ବାରବାଟୀରେ ମ୍ୟାଚ୍

Dec-08-2025 02:57 PM IST
ଇଣ୍ଡିଗୋ ଏୟାରଲାଇନ୍ସର ଆଜି ୩୫୦ରୁ ଅଧିକ ଫ୍ଲାଇଟ୍ ବାତିଲ୍, ବଢ଼ୁଛି ଯାତ୍ରୀ ଅସନ୍ତୋଷ

ଇଣ୍ଡିଗୋ ଏୟାରଲାଇନ୍ସର ଆଜି ୩୫୦ରୁ ଅଧିକ ଫ୍ଲାଇଟ୍ ବାତିଲ୍, ବଢ଼ୁଛି ଯାତ୍ରୀ ଅସନ୍ତୋଷ

Dec-08-2025 10:26 AM IST
ଶିକ୍ଷକଙ୍କ ଅଭିନବ ପ୍ରତିବାଦ; ବିଦ୍ୟାଳୟରେ ପାଠପଢ଼ା ଚାଲିବ କେମିତି ?

ଶିକ୍ଷକଙ୍କ ଅଭିନବ ପ୍ରତିବାଦ; ବିଦ୍ୟାଳୟରେ ପାଠପଢ଼ା ଚାଲିବ କେମିତି ?

Dec-08-2025 10:15 AM IST
କ୍ଷମତାଚ୍ୟୁତ ପରେ ଫିକା ପଡୁଛି ‘ନବୀନ ମ୍ୟାଜିକ୍’,

କ୍ଷମତାଚ୍ୟୁତ ପରେ ଫିକା ପଡୁଛି ‘ନବୀନ ମ୍ୟାଜିକ୍’,

Dec-08-2025 10:08 AM IST
ଉତ୍ସବ ମୁଖର ବାରବାଟୀ: ଟି-୨୦ ମହାସମର ପାଇଁ ପ୍ରସ୍ତୁତି ଶେଷ

ଉତ୍ସବ ମୁଖର ବାରବାଟୀ: ଟି-୨୦ ମହାସମର ପାଇଁ ପ୍ରସ୍ତୁତି ଶେଷ

Dec-08-2025 09:32 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-08-2025 09:21 AM IST

‘ମେହବୁବା’ ଗୀତ ବାଜୁଥିବା ବେଳେ କ୍ଲବରେ ମୃତ୍ୟୁର ତାଣ୍ଡବ : ଅଗ୍ନିକାଣ୍ଡରେ ୨୫ ମୃତ

Dec-07-2025 06:45 PM IST
ସମୃଦ୍ଧ ଓଡିଶା ଗଠନ ପାଇଁ ଏନର୍ଜି ସପ୍ଲାଇ ଚେନ୍‍କୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଛି : ମୁଖ୍ୟମନ୍ତ୍ରୀ

ସମୃଦ୍ଧ ଓଡିଶା ଗଠନ ପାଇଁ ଏନର୍ଜି ସପ୍ଲାଇ ଚେନ୍‍କୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଛି : ମୁଖ୍ୟମନ୍ତ୍ରୀ

Dec-07-2025 11:11 AM IST
ବିଶ୍ୱ ଅକ୍ଷୟ ଶକ୍ତି ବୃଦ୍ଧିର ଭାରତ ଏକ ପ୍ରମୁଖ ବାହକ: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ

ବିଶ୍ୱ ଅକ୍ଷୟ ଶକ୍ତି ବୃଦ୍ଧିର ଭାରତ ଏକ ପ୍ରମୁଖ ବାହକ: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ

Dec-07-2025 11:07 AM IST

ବିଶାଖାପାଟନମରେ ଭାରତର ଦମଦାର ବିଜୟ

Dec-07-2025 10:19 AM IST
  • About
  • Careers
  • Contact Us
Monday, December 8, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ମୁଖ୍ୟ ଖବର

ବାସବରାଜୁ ଏନକାଉଁଟର,ଦୁଇ ଭାଇ: ଦୁଇ ଭିନ୍ନ ପଥ

by newsroom
May-27-2025 03:22 PM IST
in ମୁଖ୍ୟ ଖବର
0
491
SHARES
1.4k
VIEWS
Share on FacebookShare on Twitter

ଛତିଶଗଡ଼ରେ ୨୧ ମେ ୨୦୨୫ରେ ଏକ ଏନକାଉଣ୍ଟରରେ ମାଓବାଦୀ ନେତା ଏନ. କେଶବରାଓ, ଯିଏ ବାସବରାଜୁ ନାମରେ ପରିଚିତ, ନିହତ ହୋଇଛନ୍ତି। ଏହି ଘଟଣା ନକ୍ସଲ ଗତିବିଧି ବିରୁଦ୍ଧରେ ଏକ ବଡ଼ ଅଭିଯାନ ଭାବେ ଦେଖାଯାଉଛି। କିନ୍ତୁ ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି ଯେ ବସବାରାଜୁଙ୍କ ବଡ଼ ଭାଇ ଏନ. ଦିଲେଶ୍ୱର ରାଓ ଜଣେ ଅବସରପ୍ରାପ୍ତ ଏୟାରଫୋର୍ସ ଅଧିକାରୀ, ଯିଏ ଅଣ୍ଡମାନ ଓ ନିକୋବାରରେ ପୋର୍ଟ ଆଡମିନିଷ୍ଟ୍ରେଟର ଭାବେ କାର୍ଯ୍ୟ କରିଥିଲେ।

ଏକ ପଟେ ବସବାରାଜୁ ମାଓବାଦୀ ଆନ୍ଦୋଳନର ଶୀର୍ଷ ନେତା ଥିଲେ, ଅନ୍ୟପଟେ ତାଙ୍କ ବଡ଼ ଭାଇ ଏନ. ଦିଲେଶ୍ୱର ରାଓ ଦେଶର ସେବା ପାଇଁ ଏୟାରଫୋର୍ସରେ ଯୋଗ ଦେଇଥିଲେ। ଦିଲେଶ୍ୱରଙ୍କ ଖ୍ୟାତି ଏତେ ଥିଲା ଯେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଅଣ୍ଡମାନ ଗସ୍ତ ସମୟରେ ତାଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏକ ୪ ମିନିଟର ନିର୍ଦ୍ଧାରିତ ଭେଟ ଏକ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା, ଯେଉଁଠାରେ କଲାମ ଦିଲେଶ୍ୱରଙ୍କ ସୁନାମୀ ରିଲିଫ କାର୍ଯ୍ୟ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।
ବସ୍ୱା ରାଜୁଙ୍କ ଜୀବନ ଓ ବିଚାରଧାରା
ବସ୍ୱା ରାଜୁ ଜଣେ ପ୍ରତିଭାଶାଳୀ ଛାତ୍ର ଥିଲେ। ସେ ରିଜିଓନାଲ ଇଞ୍ଜିନିୟରିଂ କଲେଜ (REC)ରେ ପଢ଼ିଥିଲେ ଏବଂ ରାଜ୍ୟ ସ୍ତରୀୟ କବାଡି ଖେଳାଳି ମଧ୍ୟ ଥିଲେ। ତାଙ୍କ ବଡ଼ ଭାଇ ଦିଲେଶ୍ୱର କହିଛନ୍ତି, “ମୁଁ ତାଙ୍କୁ ସବୁବେଳେ ସମର୍ଥନ କରୁଥିଲି ଓ ଆଗକୁ ବଢ଼ିବାକୁ ପ୍ରେରଣା ଦେଉଥିଲି, କାରଣ ତାଙ୍କଠାରେ କ୍ଷମତା ଥିଲା। କିନ୍ତୁ ମୋତେ ଆଦୌ ଜଣା ନଥିଲା ଯେ ସେ ମାଓବାଦୀ ବିଚାରଧାରା ଆଡ଼କୁ ଯାଉଛନ୍ତି।” ଗତ 40 ବର୍ଷ ହେଲା ସେ ଆମକୁ ଦେଖାଦେଇନାହିଁ ।
ବସ୍ୱା ରାଜୁ ରାଡିକାଲ ଷ୍ଟୁଡେଣ୍ଟ ଯୁନିଅନ (RSU) ସହ ଜଡ଼ିତ ହୋଇଥିଲେ ଏବଂ ପରେ ମାଓବାଦୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ତାଙ୍କ ପରିବାରକୁ ଏହା ଜଣାପଡ଼ିବା ପରେ ସେମାନେ ଗଭୀର ଦୁଃଖ ପ୍ରକାଶ କରିଥିଲେ। ଦିଲେଶ୍ୱର କହିଛନ୍ତି, “ମୁଁ ଚାହୁଁଥିଲି ସେ ଏମଟେକ କରନ୍ତୁ, ଏକ ଭଲ କ୍ୟାରିୟର ଗଢ଼ନ୍ତୁ, କିନ୍ତୁ ଭାଗ୍ୟରେ ଅନ୍ୟ କିଛି ଲେଖାଥିଲା।” ସେ ଆମକୁ ଛାଡି ଅଲଗା ବାଟରେ ଚାଲିଗଲା । ଗାଁ ଲୋକେ ଚାହୁଁଥିଲେ ତାର ଶେଷକୃତ୍ୟ ଗାଁରେ ହେଉ କିନ୍ତୁ ତାହା ହୋଇପାରିଲା ନାହିଁ । ସୁରକ୍ଷା କାରଣରୁ ତାକୁ ଆମେ ଶେଷରେ ଦେଖିପାରିଲୁ ନାହିଁ ।

Share196Tweet123
newsroom

newsroom

ଆଜିର ପାଗ

Bhubaneswar
December 8, 2025, 4:28 PM
 

N
Partly cloudy
26°C
0.9 m/s
Apparent: 16°C
Pressure: 1016 mb
Humidity: 78%
Winds: 0.9 m/s N
Windgusts: 4.9 m/s
UV-Index: 0
Precip.: 0mm /0% / Rain
Sunrise: 6:10 AM
Sunset: 5:06 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

November 16, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଶୁଭମନ ଗିଲ୍ ଫିଟ୍- ଆସନ୍ତାକାଲି ଖେଳିବେ ବାରବାଟୀରେ ମ୍ୟାଚ୍

ଶୁଭମନ ଗିଲ୍ ଫିଟ୍- ଆସନ୍ତାକାଲି ଖେଳିବେ ବାରବାଟୀରେ ମ୍ୟାଚ୍

December 8, 2025
ଇଣ୍ଡିଗୋ ଏୟାରଲାଇନ୍ସର ଆଜି ୩୫୦ରୁ ଅଧିକ ଫ୍ଲାଇଟ୍ ବାତିଲ୍, ବଢ଼ୁଛି ଯାତ୍ରୀ ଅସନ୍ତୋଷ

ଇଣ୍ଡିଗୋ ଏୟାରଲାଇନ୍ସର ଆଜି ୩୫୦ରୁ ଅଧିକ ଫ୍ଲାଇଟ୍ ବାତିଲ୍, ବଢ଼ୁଛି ଯାତ୍ରୀ ଅସନ୍ତୋଷ

December 8, 2025
ଶିକ୍ଷକଙ୍କ ଅଭିନବ ପ୍ରତିବାଦ; ବିଦ୍ୟାଳୟରେ ପାଠପଢ଼ା ଚାଲିବ କେମିତି ?

ଶିକ୍ଷକଙ୍କ ଅଭିନବ ପ୍ରତିବାଦ; ବିଦ୍ୟାଳୟରେ ପାଠପଢ଼ା ଚାଲିବ କେମିତି ?

December 8, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom