• Latest
  • Trending
ଯଦି ଆମ ଜିନିଷ ପସନ୍ଦ ନୁହେଁ, ତେବେ କିଣନାହିଁ

ଯଦି ଆମ ଜିନିଷ ପସନ୍ଦ ନୁହେଁ, ତେବେ କିଣନାହିଁ

Aug-23-2025 10:31 AM IST
ରୋହିତଙ୍କ ଅର୍ଧଶତକ, ବଡ଼ ସ୍କୋର ଅଭିମୁଖେ ଭାରତ

ରୋହିତଙ୍କ ଅର୍ଧଶତକ, ବଡ଼ ସ୍କୋର ଅଭିମୁଖେ ଭାରତ

Oct-23-2025 11:07 AM IST
ଭାରତର ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟ, ବିରାଟ ଶୂନରେ ଆଉଟ୍

ଭାରତର ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟ, ବିରାଟ ଶୂନରେ ଆଉଟ୍

Oct-23-2025 09:49 AM IST
ଲଘୁଚାପର ପ୍ରଭାବରେ କିଛି ସ୍ଥାନରେ ହେବ ବର୍ଷା

ଲଘୁଚାପର ପ୍ରଭାବରେ କିଛି ସ୍ଥାନରେ ହେବ ବର୍ଷା

Oct-23-2025 09:39 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Oct-23-2025 09:15 AM IST

ଏସ୍‌ଆଇ ପରୀକ୍ଷା ସ୍କାମ୍ : ସିବିଆଇକୁ ମାମଲା ହସ୍ତାନ୍ତର କଲେ ରାଜ୍ୟ ସରକାର

Oct-22-2025 08:01 PM IST
ବିହାରରେ କାହା ସପକ୍ଷରେ ଯିବ ମହିଳା ଭୋଟ?

ବିହାରରେ କାହା ସପକ୍ଷରେ ଯିବ ମହିଳା ଭୋଟ?

Oct-22-2025 07:10 PM IST
ଜଙ୍ଗଲ କ୍ଷେତ୍ରଫଳରେ ୯ମ ସ୍ଥାନକୁ ପହଞ୍ଚିଲା ଭାରତ

ଜଙ୍ଗଲ କ୍ଷେତ୍ରଫଳରେ ୯ମ ସ୍ଥାନକୁ ପହଞ୍ଚିଲା ଭାରତ

Oct-22-2025 06:48 PM IST
ଅଘଟଣରୁ ବର୍ତ୍ତିଗଲେ ରାଷ୍ଟ୍ରପତି, ହେଲିକପ୍ଟର ଚକ ଗାତରେ ପଶିଗଲା

ଅଘଟଣରୁ ବର୍ତ୍ତିଗଲେ ରାଷ୍ଟ୍ରପତି, ହେଲିକପ୍ଟର ଚକ ଗାତରେ ପଶିଗଲା

Oct-22-2025 04:08 PM IST
ପୀତବାସ ପଣ୍ଡା ହତ୍ୟାକାଣ୍ଡ ପଛରେ- ରାଜନୈତିକ କାରଣ

ପୀତବାସ ପଣ୍ଡା ହତ୍ୟାକାଣ୍ଡ ପଛରେ- ରାଜନୈତିକ କାରଣ

Oct-22-2025 03:43 PM IST
ଅପରାଧିକ ମାମଲାର ସୂଚନା ଦେଇନାହାଁନ୍ତି ଘାସିରାମ

ଅପରାଧିକ ମାମଲାର ସୂଚନା ଦେଇନାହାଁନ୍ତି ଘାସିରାମ

Oct-22-2025 03:25 PM IST
  • About
  • Careers
  • Contact Us
Thursday, October 23, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଯଦି ଆମ ଜିନିଷ ପସନ୍ଦ ନୁହେଁ, ତେବେ କିଣନାହିଁ

by M M
Aug-23-2025 10:31 AM IST
in ଦେଶ ବିଦେଶ
0
ଯଦି ଆମ ଜିନିଷ ପସନ୍ଦ ନୁହେଁ, ତେବେ କିଣନାହିଁ
491
SHARES
1.4k
VIEWS
Share on FacebookShare on Twitter

ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମ୍ ୨୦୨୫ରେ ଯୋଗ ଦେଇ ଜୟଶଙ୍କର ଆମେରିକା ଉପରେ ବର୍ଷିଛନ୍ତି ।  କହିଛନ୍ତି, “ବ୍ୟବସାୟ-ସମର୍ଥକ ଆମେରିକୀୟ ପ୍ରଶାସନ ପାଇଁ କାମ କରୁଥିବା ଲୋକମାନେ ଅନ୍ୟ ଲୋକମାନଙ୍କ ଉପରେ ବ୍ୟବସାୟ କରୁଥିବାର ଅଭିଯୋଗ ଆଣିବା ହାସ୍ୟସ୍ପଦ। ଯଦି ଆପଣଙ୍କର ଭାରତରୁ ତେଲ କିମ୍ବା ରିଫାଇନ୍ ଉତ୍ପାଦ କିଣିବାରେ ସମସ୍ୟା ହେଉଛି, ତେବେ ଏହାକୁ କିଣନ୍ତୁ ନାହିଁ। କେହି ଆପଣଙ୍କୁ କିଣିବାକୁ ବାଧ୍ୟ କରୁ ନାହାନ୍ତି।

ଯଦି ଆମ ଜିନିଷ ପସନ୍ଦ ନୁହେଁ, ତେବେ କିଣିନାହିଁ। ଆମେ କାହାକୁ କିଣିବାକୁ ବାଧ୍ୟ କରୁନାହୁଁ। ଏକ ସାକ୍ଷାତକାରରେ ଏଭଳି କହିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଏବେ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଓ ରୁଷିଆ ତେଲ କ୍ରୟକୁ ନେଇ ଉତ୍ତେଜନା ଚାଲିଛି। ଭାରତ, ରୁଷରୁ ତେଲ କିଣୁଥିବାରୁ ଆମେରିକା ଏହାକୁ ବିରୋଧ କରି ଭାରତ ଉପରେ ୫୦% ଶୁଳ୍କ ଲଗାଇଛି। ଏହା ଉପରେ ପ୍ରତିକ୍ରିୟା ଦେଇ ପସନ୍ଦ ନଥିଲେ ଆମ ଜିନିଷ କିଣ ନାହିଁ ବୋଲି କହିଛନ୍ତି ଏସ ଜୟଶଙ୍କର।

Share196Tweet123
M M

M M

ଆଜିର ପାଗ

Bhubaneswar
October 23, 2025, 11:14 AM
 

NE
Mainly clear
31°C
2.3 m/s
Apparent: 31°C
Pressure: 1011 mb
Humidity: 86%
Winds: 2.3 m/s NE
Windgusts: 5.6 m/s
UV-Index: 0
Precip.: 0mm /8% / Rain
Sunrise: 5:44 AM
Sunset: 5:17 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ରୋହିତଙ୍କ ଅର୍ଧଶତକ, ବଡ଼ ସ୍କୋର ଅଭିମୁଖେ ଭାରତ

ରୋହିତଙ୍କ ଅର୍ଧଶତକ, ବଡ଼ ସ୍କୋର ଅଭିମୁଖେ ଭାରତ

October 23, 2025
ଭାରତର ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟ, ବିରାଟ ଶୂନରେ ଆଉଟ୍

ଭାରତର ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟ, ବିରାଟ ଶୂନରେ ଆଉଟ୍

October 23, 2025
ଲଘୁଚାପର ପ୍ରଭାବରେ କିଛି ସ୍ଥାନରେ ହେବ ବର୍ଷା

ଲଘୁଚାପର ପ୍ରଭାବରେ କିଛି ସ୍ଥାନରେ ହେବ ବର୍ଷା

October 23, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom