• Latest
  • Trending

ମୋଦି-ସି-ପୁଟିନଙ୍କ ଆଲୋଚନା ଭିଡିଓ ଭାଇରାଲ, ଆମେରିକା ପାଇଁ ଆସୁଛି ଖରାପ ସମୟ

September 1, 2025

ଐତିହାସିକ ନିଷ୍ପତ୍ତି: ଶସ୍ତା ହେଲା ଦୈନନ୍ଦିନ ସାମଗ୍ରୀ, ଦୁଇଥାକିଆ ହେଲା ଜିଏସ୍‌ଟି

September 4, 2025
ମୁଖ୍ୟମନ୍ତ୍ରୀ ବଦଳିବା ନେଇ  ଚର୍ଚ୍ଚା !

ମୁଖ୍ୟମନ୍ତ୍ରୀ ବଦଳିବା ନେଇ ଚର୍ଚ୍ଚା !

September 3, 2025

ଫଟୋରେ କୁଆଡ଼େ ଗଲେ ନବୀନ ?

September 3, 2025

ବିହାର ରାଜ୍ୟ ଜୀବିକା ନିଧି ସାଖ୍ ସହକାରୀ ସଂଘ ଲିମିଟେଡର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

September 3, 2025

୧ ବିଲିୟନ ଡଲାର ଡିପ୍‌ ଟେକ୍‌ ମେଣ୍ଟ ଘୋଷଣା

September 3, 2025

ଟ୍ରମ୍ପଙ୍କ ଅହଂକାର – ଭାରତ ସହ ଶତ୍ରୁତା ବଢ଼ୁଛି

September 3, 2025
କାର ଭିତରେ ପୁଟିନ –ମୋଦି, ସେଇ 45 ମିନିଟ୍

କାର ଭିତରେ ପୁଟିନ –ମୋଦି, ସେଇ 45 ମିନିଟ୍

September 2, 2025
ଟ୍ରମ୍ପ ଇଜ୍ ଡେଡ୍ !

ଟ୍ରମ୍ପ ଇଜ୍ ଡେଡ୍ !

August 30, 2025
୨୦୨୫-୨୬ ବର୍ଷର ପ୍ରଥମ ତୈମାସ (ଏପ୍ରିଲ-ଜୁନ)ରେ ଆନୁମାନିକ ୭.୮% ଜିଡିପି ଅଭିବୃଦ୍ଧି ହାସଲ କଲା ଭାରତ

୨୦୨୫-୨୬ ବର୍ଷର ପ୍ରଥମ ତୈମାସ (ଏପ୍ରିଲ-ଜୁନ)ରେ ଆନୁମାନିକ ୭.୮% ଜିଡିପି ଅଭିବୃଦ୍ଧି ହାସଲ କଲା ଭାରତ

August 30, 2025
ବାଲେଶ୍ବରରେ ସାଂସଦ ଖେଳ ମହୋତ୍ସବ ରେଜିଷ୍ଟ୍ରେସନ ଉଦଘାଟନ କରାଇଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ବାଲେଶ୍ବରରେ ସାଂସଦ ଖେଳ ମହୋତ୍ସବ ରେଜିଷ୍ଟ୍ରେସନ ଉଦଘାଟନ କରାଇଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

August 29, 2025
  • About
  • Careers
  • Contact Us
Thursday, September 4, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ମୋଦି-ସି-ପୁଟିନଙ୍କ ଆଲୋଚନା ଭିଡିଓ ଭାଇରାଲ, ଆମେରିକା ପାଇଁ ଆସୁଛି ଖରାପ ସମୟ

by M M
September 1, 2025
in ଦେଶ ବିଦେଶ
0
493
SHARES
1.4k
VIEWS
Share on FacebookShare on Twitter

SCO) ସମ୍ମିଳନୀ ୨୦୨୫ ଚାଇନାର ତିଆନଜିନରେ ଅନୁଷ୍ଠିତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭିଡିଓ ଭାଇରାଲ ହେଉଛି । ଏହି ନେତାମାନେ ବେଶ ସହଜରେ ହସଖୁସି କରି ଆଲୋଚନା କରୁଥିବା ନଜର ଆସୁଛି । ରୁଷ ସହ ଭାରତର ଆଲୋଚନା ଏବଂ ଚାଇନା ସହ ଭାରତର ଆଲୋଚନାକୁ ସାରା ବିଶ୍ବର ନେତା ନଜର ରଖିଛନ୍ତି । ବିଶେଷ କରି ଆମେରିକା ଏହା ଉପରେ ତୀକ୍ଷ୍ନ ନଜର ରଖିଛି । ଆମେରିକା ପାଇଁ ଏବେ ଟାରିଫ ନୀତି ବଡ଼ କଣ୍ଟା ହୋଇଛି । ଯାହା ଫଳରେ ଭାରତ-ଚାଇନାର ସଂପର୍କ ସୁଦୃଢ଼ ହୋଇଛି ।    ଆମେରିକାର ଟ୍ରମ୍ପଙ୍କ ଟାରିଫ୍ ନୀତିର ପ୍ରଭାବ ଉପରେ ମୋଦି-ସି  କଥା ହୋଇଛନ୍ତି।ଜିନପିଙ୍ଗ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ବେଶ ଉତ୍ସାହିତ ହୋଇଛନ୍ତି। ସେ ମୋଦିଙ୍କୁ ସ୍ୱାଗତ କରିଛନ୍ତି ଓ ଭାରତକୁ ଚାଇନାର ପ୍ରମୁଖ ବନ୍ଧୁ ଭାବେ ଅଭିହିତ କରିଛନ୍ତି। ସେ କହିଛନ୍ତି, “ଚାଇନା ଓ ଭାରତ ସବୁଠାରୁ ବଡ଼ ସଭ୍ୟ ଦେଶ। ଆମେ ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ଓ ଗ୍ଲୋବାଲ ସାଉଥର ଅଂଶବିଶେଷ। ବନ୍ଧୁ ଭାବେ ରହିବା, ଜଣେ ଭଲ ପଡ଼ୋଶୀ ହେବା ଓ ଡାର୍ଗନ ଏବଂ ହାତୀ ଏକାଠି ଆଗକୁ ଆସିବା ନିହାତି ଜରୁରୀ।”

ସେପଟେ ଭାରତ-ରୁଷ ସମ୍ପର୍କକୁ ମଜବୁତ୍ କରିବା ଉପରେ ପୁଟିନ ଜୋରଦେଇଛନ୍ତି । ବ୍ୟବସାୟ ଓ ରକ୍ଷା ସହଯୋଗକୁ ମଜବୁତ୍ କରିବାକୁ ମୋଦି-ପୁଟିନ ନିଷ୍ପତ୍ତି ନେଇଛନ୍ତି ।  ଦୁହେଁ ନେତା ଭାରତ-ରୁଷ ବ୍ୟବସାୟ ଓ ରକ୍ଷା କ୍ଷେତ୍ରରେ ସହଯୋଗକୁ ବଢ଼ାଇବା ଉପରେ ଜୋର ଦେଇଥିଲେ।  ରୁଷଠାରୁ ଅଣାଯାଉଥିବା ତେଲ ଉପରେ ପୁଣି ରୁଷ ଅଧିକ ରିହାତି ଦେବାକୁ ରାଜି ହୋଇଛି ।  ଆମେରିକାର ୫୦% ଟାରିଫ୍  ଲଗାଇଛି । କାରଣ ରୁଷରୁ ଭାରତ ତେଲ କିଣୁଛି । ଭାରତ ରୁଷଠାରୁ ତେଲ କିଣିବା ବନ୍ଦ କରିବ ନାହିଁ ବୋଲି କହିଛି ।  ଏହା ସହ ଦୁଇ ଦେଶ ପ୍ରତିରକ୍ଷା କ୍ଷେତ୍ର ଉପରେ ଚର୍ଚା କରିଛନ୍ତି । ଆଗାମୀ ଭାରତ ଗସ୍ତ ଉପରେ ପୁଟିନ ଆଲୋଚନା କରିଛନ୍ତି ।  ପୁଟିନଙ୍କ ଡିସେମ୍ବର ୨୦୨୫ରେ ଭାରତ ଗସ୍ତ କରିବେ ।  ଏହା ଭାରତ-ରୁଷ ସମ୍ପର୍କକୁ ନୂଆ ଉଚ୍ଚତାକୁ ନେବାର ଆଶା କରାଯାଉଛି । ପ୍ରାୟ ୧ ଘଣ୍ଟା ଧରି ଦୁଇ ନେତା ପରସ୍ପର ସହ ବୈଠକ କରିଛନ୍ତି। ଏହା ସହ  ଦି ଦ୍ୱିପାକ୍ଷିକ ସମ୍ପର୍କରେ ଆସିଥିବା ସୁଧାର ସମ୍ପର୍କରେ ଜିନପିଙ୍ଗକୁ ଜଣାଇଛନ୍ତି। ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ହୋଇଥିବା ସ୍ୱତନ୍ତ୍ର ପ୍ରତିନିଧି ସ୍ତରୀୟ ବୁଝମାଣା ଠାରୁ ଆରମ୍ଭ କରି କୈଳାସ ମାନସରୋବର ଯାତ୍ରାର ଆରମ୍ଭ ଓ ଦୁଇ ଦେଶ ମଧ୍ୟରେ ପୁଣି ସିଧାସଳଖ ବିମାନ ଉଡ଼ାଣ ପାଇଁ ସହମତି ହୋଇଛି।

ପ୍ରଧାନମନ୍ତ୍ରୀ ମୋଦି ଶେଷ ଥର ପାଇଁ ୨୦୧୮ରେ ଚାଇନା ଗସ୍ତ କରିଥିଲେ। ଏହାପରେ ଡୋକଲାମ ବିବାଦ ଦେଖାଯାଇଥିଲା। ୨୦୧୯ରେ ଗଲୱାନି ଘାଟିରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ। ଏବେ ୭ ବର୍ଷ ପରେ ମୋଦି ଚାଇନା ଗସ୍ତ କରିଛନ୍ତି। ଏଥିର ଫୋକସ ଆର୍ଥିକ ଓ ରଣନୀତି ଉପରେ ରହିଛି। କାରଣ ଟ୍ରମ୍ପଙ୍କ ଟାରିଫ ନୀତି ଯୋଗୁ ଏସିଆ ମହାଦେଶର ଦୁଇ ବଡ଼ ଦେଶ ଏବେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି।

Share197Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ଐତିହାସିକ ନିଷ୍ପତ୍ତି: ଶସ୍ତା ହେଲା ଦୈନନ୍ଦିନ ସାମଗ୍ରୀ, ଦୁଇଥାକିଆ ହେଲା ଜିଏସ୍‌ଟି

September 4, 2025
ମୁଖ୍ୟମନ୍ତ୍ରୀ ବଦଳିବା ନେଇ  ଚର୍ଚ୍ଚା !

ମୁଖ୍ୟମନ୍ତ୍ରୀ ବଦଳିବା ନେଇ ଚର୍ଚ୍ଚା !

September 3, 2025

ଫଟୋରେ କୁଆଡ଼େ ଗଲେ ନବୀନ ?

September 3, 2025

Weather

Bhubaneswar
September 4, 2025, 8:52 am
 

SE
Thunderstorm
29°C
2.6 m/s
Apparent: 35°C
Pressure: 1002 mb
Humidity: 86%
Winds: 2.6 m/s SE
Windgusts: 5.5 m/s
UV-Index: 4.75
Precip.: 7.6mm /85% / Rain
Sunrise: 5:31 am
Sunset: 5:59 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom