• Latest
  • Trending
ସୂର୍ଯ୍ୟଙ୍କ ଦାନ ସେନାଙ୍କୁ, ସଲମାନ୍‌ ଦାନ ଦେବେ ଆତଙ୍କୀଙ୍କୁ

ସୂର୍ଯ୍ୟଙ୍କ ଦାନ ସେନାଙ୍କୁ, ସଲମାନ୍‌ ଦାନ ଦେବେ ଆତଙ୍କୀଙ୍କୁ

Sep-30-2025 10:19 AM IST
odisha.newsroom.in

ଯୁଦ୍ଧର ନିଆଁ ଲିଭୁନି..ପୁଣି ଫେରିବ କି Lockdown ? ସରକାର କହିଲେ…

Mar-25-2026 05:30 PM IST
ଆରମ୍ଭ ହେଲା ତୃତୀୟ ବିଶ୍ୱଯୁଦ୍ଧ

ଆରମ୍ଭ ହେଲା ତୃତୀୟ ବିଶ୍ୱଯୁଦ୍ଧ

Mar-25-2026 05:27 PM IST
5 ଦିନ ପରେ ଥରିବ ବିଶ୍ବ ! ଟ୍ରମ୍ପ କରିବେ ବଡ଼ ଆକ୍ରମଣ

5 ଦିନ ପରେ ଥରିବ ବିଶ୍ବ ! ଟ୍ରମ୍ପ କରିବେ ବଡ଼ ଆକ୍ରମଣ

Mar-25-2026 05:24 PM IST
odisha.newsroom.in

ମରୁଭୂମିରେ ଭୟଙ୍କର ବନ୍ୟା…ଲୋକେ ଗାଡ଼ି ମୋଟର ଛାଡ଼ି ଦୌଡିଲେ…

Mar-25-2026 04:01 PM IST
odisha.newsroom.in

ବିଜୁ-ନବୀନ ଟ୍ରଷ୍ଟକୁ ନେଇ ପୋଷ୍ଟର ଯୁଦ୍ଧ…ସତ ଜାଣିବାକୁ ବିଜେପିର ଜିଦ

Mar-25-2026 01:46 PM IST
odisha.newsroom.in

ଆପଣ ନୂଆ ଘର ତିଆରି କରୁଛନ୍ତି କି…ବାସ୍ତୁର ଏହି ନିୟମ ନିଶ୍ଚୟ ମାନନ୍ତୁ

Mar-25-2026 01:15 PM IST
odisha.newsroom.in

ଲଗାତାର ହ୍ରାସ ପରେ ଆଜି ପୁଣି ବଢ଼ିଗଲା ସୁନା, ଜାଣନ୍ତୁ କେତେ

Mar-25-2026 12:55 PM IST
odisha.newsroom.in

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଅଛି ଦେଢ଼ କ୍ୱିଣ୍ଟାଲ ସୁନା, ରୁପା କେତେ ?

Mar-25-2026 12:39 PM IST
odisha.newsroom.in

ଆମେରିକା ସହ କଥାବାର୍ତ୍ତା ପାଇଁ ଇରାନ ରଖିଲା ବଡ଼ ସର୍ତ୍ତ

Mar-25-2026 12:11 PM IST
odisha.newsroom.in

ବିଧାନସଭାରେ କଳା ଟି-ସାର୍ଟ ପିନ୍ଧି ବିଜେଡି- କଂଗ୍ରେସ ଭାଇ ଭାଇ

Mar-25-2026 11:38 AM IST
  • About
  • Careers
  • Contact Us
Thursday, March 26, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଖେଳ

ସୂର୍ଯ୍ୟଙ୍କ ଦାନ ସେନାଙ୍କୁ, ସଲମାନ୍‌ ଦାନ ଦେବେ ଆତଙ୍କୀଙ୍କୁ

by M M
Sep-30-2025 10:19 AM IST
in ଖେଳ
0
ସୂର୍ଯ୍ୟଙ୍କ ଦାନ ସେନାଙ୍କୁ, ସଲମାନ୍‌ ଦାନ ଦେବେ ଆତଙ୍କୀଙ୍କୁ
491
SHARES
1.4k
VIEWS
Share on FacebookShare on Twitter

 

ଏସିଆ କପ୍‌ ବିଜୟ ପରେ ଭାରତୀୟ କ୍ରିକେଟ୍ ଦଳକୁ ଅସମ୍ମାନ କରିଛି ଏସୀୟ କ୍ରିକେଟ୍ ପରିଷଦ (ଏସିସି)  । ଏପରିକି ଟ୍ରଫି ପ୍ରଦାନରୁ ବଞ୍ଚିତ ରଖିବାର ବିବାଦ ଚର୍ଚ୍ଚାରେ ରହିଛି। ଏହି ଘଟଣା ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୈତିକ  ପାର୍ଥକ୍ୟକୁ ଆହୁରି ସ୍ପଷ୍ଟ କରିଛି। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏସିଆ କପ୍‌ରୁ ଅର୍ଜିତ ସମସ୍ତ ରୋଜଗାର ଭାରତୀୟ ସେନାଙ୍କୁ ଦାନ କରିବାକୁ ଘୋଷଣା କରିଥିଲେ ।  ଯାହା ଦେଶପ୍ରେମ ଓ ସମାଜ ପ୍ରତି ଦାୟିତ୍ବବୋଧର ପରିଚୟ ଦେଇଛି। ଅନ୍ୟପକ୍ଷରେ, ପାକିସ୍ତାନ ଅଧିନାୟକ ସଲମାନ୍ ଅଲୀ ଆଘା ତାଙ୍କ ଦଳର ରୋଜଗାର ଭାରତର ‘ଅପରେସନ୍‌ ସିନ୍ଦୂର’ରେ ପ୍ରଭାବିତ ପାକିସ୍ତାନୀ ନାଗରିକ ଓ ଆତଙ୍କୀ ପରିବାରଙ୍କୁ ଦେବାକୁ ଘୋଷଣା କରିଛନ୍ତି ।  ଯାହା ବିବାଦକୁ ଆହୁରି ଉତ୍ତେଜିତ କରିଛି।

ଏହି ଦୁଇ ଖେଳାଳିଙ୍କ ନିଷ୍ପତ୍ତି ଉଭୟ ଦେଶର ଭିନ୍ନ ମାନସିକତା ଓ ରାଜନୈତିକ ଦୃଷ୍ଟିକୋଣକୁ ସାମ୍ନାକୁ ଆଣିଛି। ଭାରତୀୟ ଦଳ ପୂର୍ବରୁ ସ୍ପଷ୍ଟ କରିଥିଲା ଯେ ସେମାନେ ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ତଥା ଏସିସି ଅଧ୍ୟକ୍ଷ ମୋହସିନ୍ ନକ୍‌ଭୀଙ୍କଠାରୁ ଟ୍ରଫି ଗ୍ରହଣ କରିବେ ନାହିଁ। କିନ୍ତୁ ଏସିସି ଅନ୍ୟ କୌଣସି ବ୍ୟକ୍ତି ମାଧ୍ୟମରେ ଟ୍ରଫି ପ୍ରଦାନ କଲା ନାହିଁ କାହିଁକି ? ।  ଏହାର ପ୍ରତିବାଦରେ ବିସିସିଆଇ ଆଇସିସି ନିକଟରେ ଦୃଢ଼ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି। ଏହି ଘଟଣା କ୍ରିକେଟ୍‌କୁ ରାଜନୀତି ସହ ମିଶାଇବାର ଅଭିଯୋଗକୁ ଆହୁରି ଜୋରଦାର କରିଛି। ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଅନିଶ୍ଚିତତା ସୃଷ୍ଟି କରିବା ସହ କ୍ରୀଡ଼ା ଭାବନାର ପ୍ରକୃତ ମହତ୍ତ୍ବକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 

Share196Tweet123
M M

M M

ଆଜିର ପାଗ

Bhubaneswar
March 26, 2026, 1:42 AM
 

SSW
Overcast
25°C
0.9 m/s
Apparent: 31°C
Pressure: 1010 mb
Humidity: 95%
Winds: 0.9 m/s SSW
Windgusts: 4.9 m/s
UV-Index: 0
Precip.: 0mm /40% / Rain
Sunrise: 5:45 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom