• Latest
  • Trending
ଓ୍ବେଷ୍ଟଇଣ୍ଡିଜ୍ ୧୬୨ ରନରେ ଅଲଆଉଟ୍, ସିରାଜଙ୍କୁ ୪ ଓ ବୁମରାଙ୍କୁ ୩ ଓ୍ବିକେଟ୍

ଓ୍ବେଷ୍ଟଇଣ୍ଡିଜ୍ ୧୬୨ ରନରେ ଅଲଆଉଟ୍, ସିରାଜଙ୍କୁ ୪ ଓ ବୁମରାଙ୍କୁ ୩ ଓ୍ବିକେଟ୍

Oct-02-2025 09:33 AM IST
odisha.newsroom.in

ଯୁଦ୍ଧର ନିଆଁ ଲିଭୁନି..ପୁଣି ଫେରିବ କି Lockdown ? ସରକାର କହିଲେ…

Mar-25-2026 05:30 PM IST
ଆରମ୍ଭ ହେଲା ତୃତୀୟ ବିଶ୍ୱଯୁଦ୍ଧ

ଆରମ୍ଭ ହେଲା ତୃତୀୟ ବିଶ୍ୱଯୁଦ୍ଧ

Mar-25-2026 05:27 PM IST
5 ଦିନ ପରେ ଥରିବ ବିଶ୍ବ ! ଟ୍ରମ୍ପ କରିବେ ବଡ଼ ଆକ୍ରମଣ

5 ଦିନ ପରେ ଥରିବ ବିଶ୍ବ ! ଟ୍ରମ୍ପ କରିବେ ବଡ଼ ଆକ୍ରମଣ

Mar-25-2026 05:24 PM IST
odisha.newsroom.in

ମରୁଭୂମିରେ ଭୟଙ୍କର ବନ୍ୟା…ଲୋକେ ଗାଡ଼ି ମୋଟର ଛାଡ଼ି ଦୌଡିଲେ…

Mar-25-2026 04:01 PM IST
odisha.newsroom.in

ବିଜୁ-ନବୀନ ଟ୍ରଷ୍ଟକୁ ନେଇ ପୋଷ୍ଟର ଯୁଦ୍ଧ…ସତ ଜାଣିବାକୁ ବିଜେପିର ଜିଦ

Mar-25-2026 01:46 PM IST
odisha.newsroom.in

ଆପଣ ନୂଆ ଘର ତିଆରି କରୁଛନ୍ତି କି…ବାସ୍ତୁର ଏହି ନିୟମ ନିଶ୍ଚୟ ମାନନ୍ତୁ

Mar-25-2026 01:15 PM IST
odisha.newsroom.in

ଲଗାତାର ହ୍ରାସ ପରେ ଆଜି ପୁଣି ବଢ଼ିଗଲା ସୁନା, ଜାଣନ୍ତୁ କେତେ

Mar-25-2026 12:55 PM IST
odisha.newsroom.in

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଅଛି ଦେଢ଼ କ୍ୱିଣ୍ଟାଲ ସୁନା, ରୁପା କେତେ ?

Mar-25-2026 12:39 PM IST
odisha.newsroom.in

ଆମେରିକା ସହ କଥାବାର୍ତ୍ତା ପାଇଁ ଇରାନ ରଖିଲା ବଡ଼ ସର୍ତ୍ତ

Mar-25-2026 12:11 PM IST
odisha.newsroom.in

ବିଧାନସଭାରେ କଳା ଟି-ସାର୍ଟ ପିନ୍ଧି ବିଜେଡି- କଂଗ୍ରେସ ଭାଇ ଭାଇ

Mar-25-2026 11:38 AM IST
  • About
  • Careers
  • Contact Us
Thursday, March 26, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଖେଳ

ଓ୍ବେଷ୍ଟଇଣ୍ଡିଜ୍ ୧୬୨ ରନରେ ଅଲଆଉଟ୍, ସିରାଜଙ୍କୁ ୪ ଓ ବୁମରାଙ୍କୁ ୩ ଓ୍ବିକେଟ୍

by M M
Oct-02-2025 09:33 AM IST
in ଖେଳ
0
ଓ୍ବେଷ୍ଟଇଣ୍ଡିଜ୍ ୧୬୨ ରନରେ ଅଲଆଉଟ୍, ସିରାଜଙ୍କୁ ୪ ଓ ବୁମରାଙ୍କୁ ୩ ଓ୍ବିକେଟ୍
491
SHARES
1.4k
VIEWS
Share on FacebookShare on Twitter

 

ଭାରତ ଏସିଆ କପ ଜିତିବା ପରେ ଏବେ ଟେଷ୍ଟ ଖେଳୁଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଆଜିଠୁ ଆରମ୍ଭ ହୋଇଛି ଭାରତ- ଓ୍ବେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ । ଆଜି ପ୍ରଥମ ଦିନରେ ହିଁ ଓ୍ବେଷ୍ଟଇଣ୍ଡିଜ୍ ଭାରତୀୟ ବୋଲର ବୁମରା ଓ ସିରାଜଙ୍କ ସମ୍ମୁଖୀନ ହୋଇନପାରି ମାତ୍ର ୧୬୨ ରନରେ ଅଲଆଉଟ୍ ହୋଇଯାଇଛି ।

ଏହି ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ୍ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଭାରତୀୟ ବୋଲରମାନେ ଆରମ୍ଭରୁ ହିଁ ଇଣ୍ଡିଜ ବ୍ୟାଟ୍ସମ୍ୟାନମାନଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିବାରେ ସଫଳ ହୋଇଥିଲେ । ଇଣ୍ଡିଜ ମାତ୍ର ୧୨ ରନରେ ନିଜର ପ୍ରଥମ ଓ ୨୦ ରନରେ ୨ୟ ଓ୍ବିକେଟ ହରାଇଥିଲା । ଟାଙ୍ଗେରିନ ଚନ୍ଦ୍ରପଲ ୦ ଓ ଜନ କ୍ୟାମ୍ପବେଲ୍ ୮ ରନ କରି ଆଉଟ ହୋଇଥିଲେ । ଏହା ପରେ ବି ଇଣ୍ଡିଜର ଓ୍ବିକେଟ ପତନ ଜାରି ରହିଥିଲା । ଦଳ ପକ୍ଷରୁ ଜଷ୍ଟିନ ଗ୍ରିଭସ୍ ୩୨ରନ ଓ ସାଇ ହୋପ୍ ୨୬ ରନ କରିଥିଲେ । ସେହିପରି ରୋଷ୍ଟନ ଚେଜ୍ ୨୪ ରନ ଓ ବ୍ରାଣ୍ଡନ କିଙ୍ଗ୍ ୧୩ ରନ କରିଥିଲେ ।

ଭାରତ ପକ୍ଷରୁ ମହମ୍ମଦ ସିରାଜ ୪ଟି, ବୁମରା ୩ଟି ଓ କୁଳଦୀପ ଯାଦବ ୨ଟି ଓ୍ବିକେଟ ନେଇଥିଲେ । ଓ୍ବାସିଂଟନ ସୁନ୍ଦର ଗୋଟିଏ ଓ୍ବିକେଟ ନେଇଥିଲେ ।

Share196Tweet123
M M

M M

ଆଜିର ପାଗ

Bhubaneswar
March 26, 2026, 1:42 AM
 

SSW
Overcast
25°C
0.9 m/s
Apparent: 31°C
Pressure: 1010 mb
Humidity: 95%
Winds: 0.9 m/s SSW
Windgusts: 4.9 m/s
UV-Index: 0
Precip.: 0mm /40% / Rain
Sunrise: 5:45 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom