• Latest
  • Trending
ବିମାନ ଯାତ୍ରୀ ମଗାଇଥିଲେ ନିରାମିଷ ଖାଦ୍ୟ, ମିଳିଲା ଆମିଷ, ଚାଲିଗଲା ଜୀବନ

ବିମାନ ଯାତ୍ରୀ ମଗାଇଥିଲେ ନିରାମିଷ ଖାଦ୍ୟ, ମିଳିଲା ଆମିଷ, ଚାଲିଗଲା ଜୀବନ

Oct-10-2025 07:43 AM IST

ଏସ୍‌ଆଇ ପରୀକ୍ଷା ସ୍କାମ୍ : ସିବିଆଇକୁ ମାମଲା ହସ୍ତାନ୍ତର କଲେ ରାଜ୍ୟ ସରକାର

Oct-22-2025 08:01 PM IST
ବିହାରରେ କାହା ସପକ୍ଷରେ ଯିବ ମହିଳା ଭୋଟ?

ବିହାରରେ କାହା ସପକ୍ଷରେ ଯିବ ମହିଳା ଭୋଟ?

Oct-22-2025 07:10 PM IST
ଜଙ୍ଗଲ କ୍ଷେତ୍ରଫଳରେ ୯ମ ସ୍ଥାନକୁ ପହଞ୍ଚିଲା ଭାରତ

ଜଙ୍ଗଲ କ୍ଷେତ୍ରଫଳରେ ୯ମ ସ୍ଥାନକୁ ପହଞ୍ଚିଲା ଭାରତ

Oct-22-2025 06:48 PM IST
ଅଘଟଣରୁ ବର୍ତ୍ତିଗଲେ ରାଷ୍ଟ୍ରପତି, ହେଲିକପ୍ଟର ଚକ ଗାତରେ ପଶିଗଲା

ଅଘଟଣରୁ ବର୍ତ୍ତିଗଲେ ରାଷ୍ଟ୍ରପତି, ହେଲିକପ୍ଟର ଚକ ଗାତରେ ପଶିଗଲା

Oct-22-2025 04:08 PM IST
ପୀତବାସ ପଣ୍ଡା ହତ୍ୟାକାଣ୍ଡ ପଛରେ- ରାଜନୈତିକ କାରଣ

ପୀତବାସ ପଣ୍ଡା ହତ୍ୟାକାଣ୍ଡ ପଛରେ- ରାଜନୈତିକ କାରଣ

Oct-22-2025 03:43 PM IST
ଅପରାଧିକ ମାମଲାର ସୂଚନା ଦେଇନାହାଁନ୍ତି ଘାସିରାମ

ଅପରାଧିକ ମାମଲାର ସୂଚନା ଦେଇନାହାଁନ୍ତି ଘାସିରାମ

Oct-22-2025 03:25 PM IST
ପୀତବାସ ପଣ୍ଡା ହତ୍ୟା ମାମଲା , ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା

ପୀତବାସ ପଣ୍ଡା ହତ୍ୟା ମାମଲା , ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା

Oct-22-2025 01:45 PM IST
ଆଜିଠୁ ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

ଆଜିଠୁ ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

Oct-22-2025 10:04 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Oct-22-2025 09:54 AM IST
ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ

ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ

Oct-22-2025 09:39 AM IST
  • About
  • Careers
  • Contact Us
Thursday, October 23, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ବିମାନ ଯାତ୍ରୀ ମଗାଇଥିଲେ ନିରାମିଷ ଖାଦ୍ୟ, ମିଳିଲା ଆମିଷ, ଚାଲିଗଲା ଜୀବନ

କ୍ଷତିପୂରଣ ପାଇଁ ଦାବି କଲେ ତାଙ୍କ ପୁଅ

by M M
Oct-10-2025 07:43 AM IST
in ଦେଶ ବିଦେଶ, ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ
0
ବିମାନ ଯାତ୍ରୀ ମଗାଇଥିଲେ ନିରାମିଷ ଖାଦ୍ୟ, ମିଳିଲା ଆମିଷ, ଚାଲିଗଲା ଜୀବନ
494
SHARES
1.4k
VIEWS
Share on FacebookShare on Twitter

କତାର ଏୟାରୱେଜ୍‌ରେ ଜଣେ ବୃଦ୍ଧ ଡାକ୍ତରଙ୍କୁ ଆମିଷ ଖାଦ୍ୟ ଖାଇବାକୁ ଦେବାରୁ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି । ନିରାମିଷ ଯାତ୍ରୀଙ୍କ  ମୃତ୍ୟୁକୁ ନେଇ କୋର୍ଟରେ ମାମଲା ହୋଇଛି । ନିରାମିଷ ଖାଦ୍ୟ ବଦଳରେ ମାଂସ ଖାଦ୍ୟ ଖାଇବାକୁ ଦେବାରୁ ତାଙ୍କ ଗଳାରେ ଅଟକି ଯାଇଥିଲା ଖାଦ୍ୟ । ତାପରେ ସେହି ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା ।

କତାର ଏୟାରୱେଜ୍‌ରେ ୮୫ ବର୍ଷୀୟ ନିରାମିଷ ଯାତ୍ରୀ ଆସୋକା ଜୟବୀରା ନିରାମିଷ ଖାଦ୍ୟ ଖାଇବାକୁ କହିଥିଲେ । କିନ୍ତୁ ତା ବଦଳରେ  ତାଙ୍କୁ ମାଂସଜାତୀୟ ଖାଦ୍ୟ ଦିଆଗଲା। ସେ ମାଂସ ଖାଇବା ବେଳେ ଗଳାରେ ଖାଦ୍ୟ ଅଟକିଯିବାରୁ ତାଙ୍କର ମୃତ୍ୟୁ ହେଲା। ଏଭଳି ଘଟଣା ୨୦୨୩ ଜୁନ ୩୦ରେ ଲସ୍‌ ଆଞ୍ଜେଲସ୍‌ରୁ କଲମ୍ବୋ ଯାତ୍ରା ବେଳେ ଘଟିଥିଲା। ବିମାନ କର୍ମଚାରୀ ନିରାମିଷ ଖାଦ୍ୟ ନଥିବା କହି ମାଂସ ଖାଦ୍ୟ ଖାଇବାକୁ କହିଥିଲେ। ଜୟବୀରାଙ୍କ ଗଳାରେ ଖାଦ୍ୟ ଅଟକି ଯିବାରୁ ସେ ଅସୁସ୍ଥ ହେଲେ। ବିମାନଟି ଜରୁରୀକାଳିନ ଏଡିନବର୍ଗରେ ଅବତରଣ କଲା । କିନ୍ତୁ ହସ୍ପିଟାଲରେ ତାଙ୍କୁ ବଞ୍ଚାଇ ହେଲା ନାହିଁ। ତାଙ୍କ ମୃତ୍ୟୁ ଆସ୍ପିରେସନ ନିମୋନିଆରୁ ହୋଇଥିବା ଡାକ୍ତର କହିଲେ। ତାଙ୍କ ପୁଅ ଏୟାରଲାଇନ୍‌ ବିରୁଦ୍ଧରେ ଅବହେଳା ଅଭିଯୋଗ ନେଇ ମାମଲା କରିଛନ୍ତି।

ତାଙ୍କ ପୁଅଙ୍କ କହିବା କଥା ୮୫ ବର୍ଷୀୟ ନିରାମିଷ ଯାତ୍ରୀ, ଡାକ୍ତର ଆସୋକା ଜୟବୀରାଙ୍କୁ ଭୁଲରେ ମାଂସଜାତୀୟ ଖାଦ୍ୟ ପରିବେଷଣ କରାଯାଇଥିଲା ।  ପରେ ଗଳାରେ ଖାଦ୍ୟ ଅଟକି ମୃତ୍ୟୁ ବରଣ କରିଥିଲେ। ସେ ଲସ୍‌ ଆଞ୍ଜେଲସ୍‌ରୁ କଲମ୍ବୋ ଯାଉଥିବା ୧୫.୫ ଘଣ୍ଟିଆ ବିମାନ ଯାତ୍ରା ପାଇଁ ନିରାମିଷ ଖାଦ୍ୟ ଅର୍ଡର କରିଥିଲେ। କିନ୍ତୁ ବିମାନ କର୍ମଚାରୀ ତାଙ୍କୁ ନିରାମିଷ ଖାଦ୍ୟ ନଥିବା କହି, ମାଂସଜାତୀୟ ଖାଦ୍ୟରୁ “ମାଂସ ବାଛି ଖାଇବାକୁ” କହିଥିଲେ। ୨୦୨୩ ମସିହା ଜୁନ ୩୦ରେ ଏହି ଘଟଣା ଘଟିଥିଲା।

ବିମାନଟି ସ୍କଟଲ୍ୟାଣ୍ଡର ଏଡିନବର୍ଗରେ ଜରୁରୀ ଅବତରଣ କଲା। ହସ୍ପିଟାଲରେ ନିଆଯିବା ପରେ ୨୦୨୩ ମସିହା ଅଗଷ୍ଟ ୩ରେ ତାଙ୍କର ମୃତ୍ୟୁ ହେଲା। ଖାଦ୍ୟ ଫୁସ୍‌ଫୁସ୍‌ରେ ଚାଲିଯିବା କାରଣରୁ ଆସ୍ପିରେସନ ନିମୋନିଆ ହୋଇଥିଲା, ଯାହା ମୃତ୍ୟୁର କାରଣ ଥିଲା। ତାଙ୍କ ପୁଅ ସୂର୍ଯ୍ୟ ଜୟବୀରା କତାର ଏୟାରୱେଜ୍‌ ବିରୁଦ୍ଧରେ ଅବହେଳା ଓ ମୃତ୍ୟୁ ପାଇଁ ଦାୟୀ ଥିବା ଅଭିଯୋଗରେ ମାମଲା ଦାୟର କରିଛନ୍ତି। ସେ ଅବହେଳା ଓ ମୃତ୍ୟୁ ପାଇଁ ୧୨୮,୮୨୧ ଡଲାର କ୍ଷତିପୂରଣ ଦାବି କରିଛନ୍ତି।

ମାମଲାରେ କୁହାଯାଇଛି ଯେ ଏୟାରଲାଇନ୍‌ ପୂର୍ବ ଅର୍ଡର ଅନୁଯାୟୀ ନିରାମିଷ ଖାଦ୍ୟ ଯୋଗାଇ ନଥିଲା  ।  ଜରୁରୀ  ପାଇଁ କିଛି ବ୍ୟବସ୍ଥା ନଥିଲା । ଏହି ଘଟଣା ଆନ୍ତର୍ଜାତୀୟ ବିମାନ ଯାତ୍ରାରେ ମୃତ୍ୟୁ ବା ଆଘାତ ପାଇଁ ଏୟାରଲାଇନ୍‌ର କ୍ଷତିପୂରଣ ଦାୟିତ୍ୱ ନିର୍ଦ୍ଧାରଣ କରେ। ଏହି ନିୟମ ଅନୁଯାୟୀ, ପ୍ରାୟ ୧୭୫,୦୦୦ ଡଲାର ପର୍ଯ୍ୟନ୍ତ କ୍ଷତିପୂରଣ ମିଳିପାରେ। ଏହି ଘଟଣା ଏୟାରଲାଇନ୍‌ଗୁଡ଼ିକର ଖାଦ୍ୟ ପସନ୍ଦ ଓ ଯାତ୍ରୀ ଯତ୍ନ, ବିଶେଷତଃ ବୟସ୍କ ଯାତ୍ରୀଙ୍କ ପାଇଁ ଖାମଖିଆଲ ନୀତି ଉପରେ ପ୍ରଶ୍ନ ଉଠାଇଛି।

Tags: Qatar Airways passengerସ୍ବାସ୍ଥ୍ୟ
Share198Tweet124
M M

M M

ଆଜିର ପାଗ

Bhubaneswar
October 23, 2025, 3:32 AM
 

N
Clear sky
24°C
0.8 m/s
Apparent: 31°C
Pressure: 1011 mb
Humidity: 85%
Winds: 0.8 m/s N
Windgusts: 6.1 m/s
UV-Index: 0
Precip.: 0mm /30% / Rain
Sunrise: 5:44 AM
Sunset: 5:17 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ଏସ୍‌ଆଇ ପରୀକ୍ଷା ସ୍କାମ୍ : ସିବିଆଇକୁ ମାମଲା ହସ୍ତାନ୍ତର କଲେ ରାଜ୍ୟ ସରକାର

October 22, 2025
ବିହାରରେ କାହା ସପକ୍ଷରେ ଯିବ ମହିଳା ଭୋଟ?

ବିହାରରେ କାହା ସପକ୍ଷରେ ଯିବ ମହିଳା ଭୋଟ?

October 22, 2025
ଜଙ୍ଗଲ କ୍ଷେତ୍ରଫଳରେ ୯ମ ସ୍ଥାନକୁ ପହଞ୍ଚିଲା ଭାରତ

ଜଙ୍ଗଲ କ୍ଷେତ୍ରଫଳରେ ୯ମ ସ୍ଥାନକୁ ପହଞ୍ଚିଲା ଭାରତ

October 22, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom