• Latest
  • Trending
ଜୟସ୍ବାଲଙ୍କ ଦମଦାର ଶତକ, ୨ ଓ୍ବିକେଟ ହରାଇ ୩୧୮ ରନ

ଜୟସ୍ବାଲଙ୍କ ଦମଦାର ଶତକ, ୨ ଓ୍ବିକେଟ ହରାଇ ୩୧୮ ରନ

Oct-10-2025 02:19 PM IST

ଆସୁଛି ବଡ଼ ବାତ୍ୟା, ସପ୍ତାହେ ଧରି ଛେଚିବ- କାଚିବ

Oct-21-2025 07:32 PM IST
ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

Oct-21-2025 05:15 PM IST
ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

Oct-21-2025 04:38 PM IST
ହମାସକୁ ଧମକ ଦେଲେ ଟ୍ରମ୍ପ, କହିଲେ କଥା ନମାନିଲେ ଧ୍ବଂସ କରିଦେବୁ

ହମାସକୁ ଧମକ ଦେଲେ ଟ୍ରମ୍ପ, କହିଲେ କଥା ନମାନିଲେ ଧ୍ବଂସ କରିଦେବୁ

Oct-21-2025 04:08 PM IST
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ

Oct-21-2025 03:37 PM IST
ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

Oct-21-2025 01:20 PM IST
ଗୋଟିଏ ଆସନରେ ମହାଗଠବନ୍ଧନର ଦୁଇ ପ୍ରାର୍ଥୀ, ଫାଇଦା କାହାର ହେବ ?

ଗୋଟିଏ ଆସନରେ ମହାଗଠବନ୍ଧନର ଦୁଇ ପ୍ରାର୍ଥୀ, ଫାଇଦା କାହାର ହେବ ?

Oct-21-2025 12:39 PM IST
ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

Oct-21-2025 12:19 PM IST
କଣ କହୁଛି ଆପଣଙ୍କ ରାଶିଫଳ

କଣ କହୁଛି ଆପଣଙ୍କ ରାଶିଫଳ

Oct-21-2025 07:07 AM IST
ନିଜ ଦମରେ ଲଢ଼ିଲେ ବିଜୟ ସୁନିଶ୍ଚିତ :ମୋଦି

ନିଜ ଦମରେ ଲଢ଼ିଲେ ବିଜୟ ସୁନିଶ୍ଚିତ :ମୋଦି

Oct-20-2025 12:43 PM IST
  • About
  • Careers
  • Contact Us
Wednesday, October 22, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଖେଳ

ଜୟସ୍ବାଲଙ୍କ ଦମଦାର ଶତକ, ୨ ଓ୍ବିକେଟ ହରାଇ ୩୧୮ ରନ

ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା

by M M
Oct-10-2025 02:19 PM IST
in ଖେଳ
0
ଜୟସ୍ବାଲଙ୍କ ଦମଦାର ଶତକ, ୨ ଓ୍ବିକେଟ ହରାଇ ୩୧୮ ରନ
491
SHARES
1.4k
VIEWS
Share on FacebookShare on Twitter

ଭାରତ-ଓ୍ବେଷ୍ଟଇଣ୍ଡିଜ୍ ୨ୟ ଟେଷ୍ଟ ପ୍ରଥମ ଦିନ ଖେଳ ଶେଷସୁଦ୍ଧା ୨ ଓ୍ବିକେଟ ହରାଇ ୩୧୮ ରନ କରିଛି । ଆଜିର ମ୍ୟାଚର ପ୍ରମୁଖ ଆକର୍ଷଣ ଥିଲା ଯଶସ୍ବୀ ଜୟସ୍ବାଲଙ୍କ ଦମଦାର ଶତକ। ସେ ଅପରାଜିତ ୧୭୩ କରିଛନ୍ତି  ।

ତାଙ୍କ ସହିତ କ୍ରିଜରେ ଅଛନ୍ତି ଅଧିନାୟକ ଶୁବମନ ଗିଲ । ସେ ୨୦ ରନ କରି ଖେଳୁଛନ୍ତି । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ସାତଟି ମ୍ୟାଚରେ ଟସ ହାରିଥିବା ଶୁଭମନ ଗିଲ ଏଥର ଟଚ ଜିତିଥିଲେ  ।  ଭାରତ ପକ୍ଷରୁ ଜୟସ୍ବାଲ ଓ କେଏଲ ରାହୁଲ ପ୍ରଥମ ଓ୍ବିକେଟ ଯୋଡ଼ିରେ ୫୮ ରନ ଯୋଗ କରିବା ପରେ ରାହୁଲ ୩୮ ରନ କରି ଆଉଟ ହୋଇଥିଲେ ।

ଏହା ପରେ ସାଇ ସୁଦର୍ଶନ ଓ ଜୟସ୍ବାଲଙ୍କ ମଧ୍ୟରେ ଏକ ୧୯୩ ରନର ପାର୍ଟନରସିପ ଦେଖିବାକୁ ମିଳିଥିଲା । ସୁଦର୍ଶନ ୮୪ ରନ କରି ଆଉଟ ହୋଇଥିବାବେଳେ ଜୟସ୍ବାଲ ନିଜର ଶତକ ପୂରଣ କରିଥିଲେ। ଓ୍ବେଷ୍ଟଇଣ୍ଡିଜ୍ ପକ୍ଷରୁ ଜୋମେଲ ଓ୍ବାରିକାନ ୨ଟି ଓ୍ବିକେଟ୍ ନେଇଥିଲେ ।

ଭାରତୀୟ ଟିମ୍ ପ୍ରଥମ ଟେଷ୍ଟ୍‌କୁ ଗୋଟିଏ ପାଳି ଓ ୧୪୦ ରନ୍‌ ଜିତିଥିଲା । ଏହି ଟେଷ୍ଟରେ ଦ୍ବିତୀୟ ମ୍ୟାଚ୍‌କୁ ଜିତି ଶୃଙ୍ଖଳା ମୂଳପୋଛ କରିବା ଲକ୍ଷ୍ୟ ରଖିଛନ୍ତି ଗିଲ୍ ବାହିନୀ । ଅହମଦାବାଦରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭ୍ରମଣକାରୀ ଇଣ୍ଡିଜ୍‌ ଏମିତି ଦୟନୀୟ ଖେଳିଥିଲା ଯେ ଏହାର ଦୁଇଟି ଯାକ ପାଳି ମାତ୍ର ୮୯.୨ ଓଭରରେ ଶେଷ ହୋଇଯାଇଥିଲା। ଉଭୟ ପାଳି ୧୬୨ (୪୪.୧ ଓଭର) ଏବଂ ୧୪୬ (୪୫.୧ ଓଭର) ରନ୍‌ରେ ଶେଷ ହୋଇଥିଲା। ଦୁଇଟି ଯାକ ପାଳିରେ ଅର୍ଦ୍ଧଶତକଟିଏ ମଧ୍ୟ ‌ଦେଖିବାକୁ ମିଳି ନଥିଲା। ବହୁତ ଖରାପ ଖେଳିଥିଲେ ଭ୍ରମଣକାରୀ ଟିମ୍ । ଏପରିକି ସୋସିଆଲ ମିଡିଆରେ ଓ୍ବେଷ୍ଟଇଣ୍ଡିଜ ଟିମକୁ ଟ୍ରୋଲ କରାଯାଇଥିଲା । ଦିନେ ଏହି ଟିମ୍ ଦୁର୍ଦଶ ଟିମ୍ ଥିଲା । ଏବେ କିନ୍ତୁ ସଂଘର୍ଷ କରୁଛି ।ପ୍ରଥମ ଟେଷ୍ଟରେ ଭାରତ ଦମ୍‌ଦାର ବ୍ୟାଟିଂ କରି ‌୩ ଶତକ ଓ ଗୋଟିଏ ଅର୍ଦ୍ଧଶତକ ବଳରେ ୪୪୮/୫ରେ ପାଳି ଘୋଷଣା କରିଥିଲା। ଧ୍ରୁବ ଜୁରେଲ (୧୨୫), ରବୀନ୍ଦ୍ର ଜାଡ଼େଜା (୧୦୪*) ଓ କେଏଲ୍‌ ରାହୁଲ (୧୦୦) ଶତକ ଅର୍ଜନ କରିଥିଲା ବେଳେ ଶୁବମନ ଗିଲ୍‌ (୫୦) ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଆଜିର ମ୍ୟାଚରେ ଜୟସ୍ବାଲ ଶତକ କରିଛନ୍ତି । ଆଉ କିଏ ଶତକ କରିବ ତାକୁ ଅପେକ୍ଷା

Share196Tweet123
M M

M M

ଆଜିର ପାଗ

Bhubaneswar
October 22, 2025, 1:45 AM
 

NW
Clear sky
25°C
0.6 m/s
Apparent: 32°C
Pressure: 1010 mb
Humidity: 91%
Winds: 0.6 m/s NW
Windgusts: 7.5 m/s
UV-Index: 0
Precip.: 0mm /45% / Rain
Sunrise: 5:44 AM
Sunset: 5:17 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ଆସୁଛି ବଡ଼ ବାତ୍ୟା, ସପ୍ତାହେ ଧରି ଛେଚିବ- କାଚିବ

October 21, 2025
ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

October 21, 2025
ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

October 21, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom