ମରୁଭୂମିରେ ଭୟଙ୍କର ବନ୍ୟା…ଲୋକେ ଗାଡ଼ି ମୋଟର ଛାଡ଼ି ଦୌଡିଲେ…
ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ ଜଳୁଥିବା ବେଳେ ଦୁବାଇରେ ଗତ 23 ତାରିଖରେ ଭୟଙ୍କର ବନ୍ୟା ଦେଖିବାକୁ ମିଳିଛି। ବର୍ଷାର ପ୍ରକୋପ ଏତେ ଭୟଙ୍କର ଥିଲାଯେ, ଚାହୁଁ ଚାହୁଁ ସମୁଦ୍ର ଭଳି ପାଣି ମାଡ଼ି ଆସି ରାସ୍ତାଘାଟ ବୁଡ଼ାଇଦେଲା । ୨୦୨୬ ମାର୍ଚ୍ଚ ...


/odishatv/media/post_attachments/uploadimage/library/16_9/16_9_0/recent_photo_1742107207.jpg?w=640&resize=640,360&ssl=1)






