ସମଦୂରତା ଫର୍ମୁଲାକୁ ବାଏ..ବାଏ, କମୁଛି କଂଗ୍ରେସ-ବିଜେଡି ଦୂରତା

newsroom 2 months ago
ଆଉ ନାହିଁ ସମଦୂରତା…ଏବେ ଦୂରତା କମି କମି ଚାଲିଛି । ରାଜ୍ୟସଭା ନିର୍ବାଚନ ପରଠୁ ଏହି ଧାରା ଦେଖିବାକୁ ମିଳିଛି । ନିର୍ବାଚନ ପାଇଁ ବୁଝାମଣା ହୋଇଛି…
Read More →