• Latest
  • Trending
ପ୍ରକୃତ ଶାନ୍ତି ପାଇଁ 26 ବର୍ଷ ବୟସରେ କୋଟି କୋଟି ଟଙ୍କାର ଚାକିରୀ ଛାଡ଼ିଦେଲେ IITIAN

ପ୍ରକୃତ ଶାନ୍ତି ପାଇଁ 26 ବର୍ଷ ବୟସରେ କୋଟି କୋଟି ଟଙ୍କାର ଚାକିରୀ ଛାଡ଼ିଦେଲେ IITIAN

Mar-23-2026 03:34 PM IST
odisha.newsroom.in

ପ୍ରକାଶ ପାଇଲା ICSE ରେଜଲ୍ଟ: ଜାଣନ୍ତୁ କେମିତି ଓ କେଉଁଠି ଦେଖିବେ ପରୀକ୍ଷାଫଳ

Apr-30-2026 12:11 PM IST
odisha.newsroom.in

ଇରାନର ଚେତାବନୀ…ଏମିତି ଅସ୍ତ୍ର ପ୍ରୟୋଗ କରିବୁ ଆମେରିକାର “ହାର୍ଟ ଆଟାକ୍” ଆସିପାରେ…

Apr-30-2026 11:40 AM IST
odisha.newsroom.in

ତାତିରୁ ମିଳିବ ତ୍ରାହି: କମିବ ପାରଦ…କାଳବୈଶାଖୀ ସହ କୁଆପଥର ବର୍ଷା ଚେତାବନୀ

Apr-30-2026 10:59 AM IST
Horoscope 2026 April 30: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 30: ଜାଣନ୍ତୁ ଆଜିର ରାଶିଫଳ…

Apr-30-2026 10:33 AM IST
odisha.newsroom.in

ନିର୍ବାଚନ ଶେଷ…କିଏ ଦଖଲ କରିବ କେଉଁ ରାଜ୍ୟ…କଣ କହୁଛି EXIT POLL ?

Apr-29-2026 06:58 PM IST
odisha.newsroom.in

ପଶ୍ଚିମବଙ୍ଗରେ ରେକର୍ଡ ମତଦାନ…ଦାଦା ନା ଦିଦି…କିଏ ଗଢ଼ିବେ ସରକାର ?

Apr-29-2026 05:52 PM IST
odisha.newsroom.in

ହାଇକୋର୍ଟରେ ଚାଲିଥିଲା ଅନଲାଇନ୍ ଶୁଣାଣି…ହଠାତ ପ୍ଳେ ହେଲା ପର୍ଣ୍ଣ ଭିଡ଼ିଓ…

Apr-29-2026 03:46 PM IST
odisha.newsroom.in

ଅହଂକାରର ଲଢ଼େଇ : ୯୦ ବର୍ଷୀୟା ବୃଦ୍ଧାଙ୍କୁ ଆହୁରି ୨୦ ବର୍ଷ ଅପେକ୍ଷା କରିବାକୁ କହିଲେ ହାଇକୋର୍ଟ

Apr-29-2026 02:42 PM IST
odisha.newsroom.in

ପଶ୍ଚିମବଙ୍ଗରେ EVM ଜାଲିଆତି…ବିଜେପି ପ୍ରାର୍ଥୀଙ୍କ ନାଁ ଉପରେ କଳାପଟି !

Apr-29-2026 12:51 PM IST
odisha.newsroom.in

କେନ୍ଦୁଝର ଟ୍ରାଜେଡି…ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ ତଲବ ପରେ RDC ତଦନ୍ତ ଆରମ୍ଭ…

Apr-29-2026 12:30 PM IST
  • About
  • Careers
  • Contact Us
Thursday, April 30, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ପ୍ରକୃତ ଶାନ୍ତି ପାଇଁ 26 ବର୍ଷ ବୟସରେ କୋଟି କୋଟି ଟଙ୍କାର ଚାକିରୀ ଛାଡ଼ିଦେଲେ IITIAN

by M M
Mar-23-2026 03:34 PM IST
in ଦେଶ ବିଦେଶ, ବିଶେଷ
0
ପ୍ରକୃତ ଶାନ୍ତି ପାଇଁ 26 ବର୍ଷ ବୟସରେ କୋଟି କୋଟି ଟଙ୍କାର ଚାକିରୀ ଛାଡ଼ିଦେଲେ IITIAN
491
SHARES
1.4k
VIEWS
Share on FacebookShare on Twitter

ବଡ଼ କମ୍ପାନୀ, ମାସକୁ କୋଟି କୋଟି ଟଙ୍କାର ରୋଜଗାର । ଏସବୁ କିନ୍ତୁ ତାଙ୍କୁ ବାନ୍ଧି ରଖିପାରିଲାନି । ଶେଷରେ ସେ ଏଥିରୁ ମୁକ୍ତ ହୋଇ ଶାନ୍ତି ଖୋଜିବାକୁ ବାହାରିଲେ। ଏଠି ଆମେ କୌଣସି ସନ୍ୟାସୀଙ୍କ କଥା କହୁନୁ, ଆମେ କହୁଛୁ ଜଣେ 26 ବର୍ଷୀୟ IITIAN ଙ୍କ କଥା ।

ଏହି IIT ଗ୍ରାଜୁଏଟ୍ ଆମେରିକାରେ ଏକ ବଡ଼ ବ୍ୟାଙ୍କରେ ଉଚ୍ଚ ଦରମାର ଚାକିରି କରୁଥିଲେ। ସେ ଡାଇରେକ୍ଟର ପଦବୀରେ ଥିଲେ ଏବଂ ଭଲ ଟଙ୍କା ରୋଜଗାର କରୁଥିଲେ। ତାଙ୍କର ଏକ ୪ BHK ଘର ମଧ୍ୟ ଥିଲା। କିନ୍ତୁ ସେ ଭିତରେ ଖୁସି ହୋଇପାରୁ ନଥିଲେ। ସେ କହିଲେ, “ପଦବୀ ଓ ରୋଜଗାର ମୋ ଆତ୍ମାକୁ ଖାଇବାକୁ ଦେଉ ନଥିଲା।”୨୦୧୩ ମସିହାରେ ସେ ବଡ଼ ନିଷ୍ପତ୍ତି ନେଲେ।

ଚାକିରି ଛାଡ଼ିଦେଲେ, ୪ BHK ଘର ବିକ୍ରି କରିଦେଲେ ଏବଂ କେବଳ ଏକ ବ୍ୟାଗ୍ ସହିତ ଏକା ଦୁନିଆ ବୁଲିବାକୁ ବାହାରିଲେ। ୧୮ ମାସ ମଧ୍ୟରେ ସେ ୩୫ଟି ଦେଶ ବୁଲିଲେ। ରଶିଆର ପର୍ବତରୁ ମିଶରର ମରୁଭୂମି ପର୍ଯ୍ୟନ୍ତ ସବୁ ଦେଖିଲେ। ଏହି ଯାତ୍ରାରେ ସେ ନିଜକୁ ଭଲଭାବେ ଜାଣିଲେ।ମଣ୍ଟେନେଗ୍ରୋରେ ସେ କ୍ୟାଥି ନାମକ ଏକ ଅଷ୍ଟ୍ରିଆର ସୋସିଆଲ୍ ୱର୍କରଙ୍କୁ ଭେଟିଲେ। ମାତ୍ର ୧୦ ମିନିଟ୍ କଥାହେବାରୁ ସେମାନଙ୍କର ଭଲ ପ୍ରେମ ହେଲା।

ପରେ ସେମାନେ ୨୦୧୬ରେ ବିବାହ କଲେ। ଏବେ ସେମାନଙ୍କର ତିନିଜଣ ପିଲାମାନେ ଅଛନ୍ତି।ଏବେ ସେମାନେ ପରିବାର ସହିତ ଦୁନିଆ ବୁଲୁଛନ୍ତି। ଘର କିମ୍ବା ଗାଡ଼ି କିଛି ନାହିଁ। ସାଧାରଣ ହୋମଷ୍ଟେରେ ରହନ୍ତି। ସ୍ୱାଧୀନ ଭାବେ ରହିବାକୁ ସେମାନେ ଅଧିକ ଗୁରୁତ୍ୱ ଦିଅନ୍ତି। ପୁରୁଣା ଚାକିରିର ଟଙ୍କାରୁ ସେମାନେ ଏହି ଜୀବନ ଜୀଉଁଛନ୍ତି ।

ସେ କହନ୍ତି, “ମୁଁ ୪ BHK ଘର ବଦଳରେ ପୁରା ଦୁନିଆ ନେଇଛି। ଆମେ ରାଜାଙ୍କ ଭଳି ଜୀବନ ବିତାଉଛୁ।”ଏହି କାହାଣୀ ଇନ୍ଟରନେଟରେ ଭାଇରାଲ୍ ହୋଇଛି। ଲୋକମାନେ ସଫଳତା କଣ ବୋଲି ଚର୍ଚ୍ଚା କରୁଛନ୍ତି – ଟଙ୍କା ଓ ପଦବୀ ନା ଖୁସି ଓ ଅଭିଜ୍ଞତା। ଏହା ପ୍ରମାଣ କରୁଛି ଯେ ଜୀବନରେ କେତେବେଳେ ବି ବଡ଼ ପରିବର୍ତ୍ତନ ଆସିପାରେ ।

Tags: iit graduateleft jobsearch for peace
Share196Tweet123
M M

M M

ଆଜିର ପାଗ

Bhubaneswar
April 30, 2026, 12:39 PM
 

S
Partly cloudy
34°C
6.1 m/s
Apparent: 38°C
Pressure: 1006 mb
Humidity: 52%
Winds: 6.1 m/s S
Windgusts: 14.8 m/s
UV-Index: 9.05
Precip.: 0mm /27% / Rain
Sunrise: 5:17 AM
Sunset: 6:09 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom