“ଗୁଣ୍ଡାମାନେ ଭିତରେ ପଶି ମୋତେ ମାଡ଼ ମାରିଲେ”: ପରାଜୟ ପରେ ମମତାଙ୍କ ସାଂଘାତିକ ଅଭିଯୋଗ by M M May-05-2026 10:55 AM IST 0 ପଶ୍ଚିମବଙ୍ଗର ହାଇପ୍ରୋଫାଇଲ୍ ସିଟ୍ ଭବାନୀପୁରରେ ପରାଜିତ ହେବା ପରେ ମମତା ବାନାର୍ଜୀ ନିରବତା ଭାଙ୍ଗିଛନ୍ତି। ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଦ୍ୱାରା ଶେୟାର କରାଯାଇଥିବା ଏକ ଅଡିଓ କଲ୍ରେ ମମତା ଅଭିଯୋଗ କରିଛନ୍ତି ଯେ, ଭୋଟ୍ ଗଣତି ସମୟରେ ବ୍ୟାପକ ଅନିୟମିତତା କରାଯାଇଛି।... Read moreDetails
ବଙ୍ଗଳା ଓ ଆସାମରେ ବିଜେପିର ଦବଦବା…ତାମିଲନାଡୁରେ ବିଜୟଙ୍କ ‘ବ୍ଲକବଷ୍ଟର’ ଏଣ୍ଟ୍ରି by M M May-04-2026 06:52 PM IST 0 ଆଜି ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ସାରା ଦେଶକୁ ଚକିତ କରିଛି। ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀର ଭୋଟ୍ ଗଣତି ପରେ ନୂଆ ସରକାର ଗଠନ ପାଇଁ ପଥ ପରିଷ୍କାର ହୋଇଛି। ୧. ପଶ୍ଚିମବଙ୍ଗ: ପଦ୍ମ... Read moreDetails
ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ କିଏ ? ଚର୍ଚ୍ଚାରେ ଏହି ନେତାଙ୍କ ନାମ… by M M May-04-2026 06:12 PM IST 0 ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ଦୀର୍ଘ ଦିନର ଶାସନକୁ ପରାସ୍ତ କରି ବିଜେପି ବହୁମତ ହାସଲ କରିଛି। ଏହି ଐତିହାସିକ ସଫଳତା ପରେ ଏବେ ସାରା ଦେଶର ନଜର ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା ଉପରେ ରହିଛି। ମୁଖ୍ୟମନ୍ତ୍ରୀ ଦୌଡ଼ରେ... Read moreDetails
ତାମିଲନାଡୁରେ ଅଟୋ ଚାଳକଙ୍କ କମାଲ…ବଡ଼ ନେତାଙ୍କୁ ହରାଇଦେଲେ by M M May-04-2026 05:13 PM IST 0 ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନରେ ଏକ ବଡ଼ ଧରଣର ରାଜନୈତିକ ବିପର୍ଯ୍ୟୟ ଘଟିଛି। ଉତ୍ତର ଚେନ୍ନାଇର ଅତି ପୁରୁଣା ତଥା ଶକ୍ତିଶାଳୀ ଗଡ଼ କୁହାଯାଉଥିବା ରୋୟାପୁରମ୍ (Royapuram) ଆସନରେ ଜଣେ ସାଧାରଣ ଅଟୋ ଚାଳକ ଦୁଇ ପ୍ରମୁଖ ଦଳର ହେଭିୱେଟ୍ ନେତାଙ୍କୁ... Read moreDetails
ତାମିଲନାଡୁରେ ବିଜୟଙ୍କ ଦବଦବା…ଛତ୍ରଭଙ୍ଗ ଦେଲେଣି DMK କର୍ମୀ by M M May-04-2026 11:20 AM IST 0 ତାମିଲନାଡୁ ବିଧାନସଭା ନିର୍ବାଚନ ୨୦୨୬ର ଗଣତି ଜାରି ରହିଥିବା ବେଳେ ରାଜ୍ୟ ରାଜନୀତିରେ ବଡ଼ ଓଲଟପାଲଟର ସଙ୍କେତ ମିଳୁଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ସୁପରଷ୍ଟାର ବିଜୟଙ୍କ ନୂତନ ଦଳ TVK (Tamizhaga Vettri Kazhagam) ର ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି, ଯାହା... Read moreDetails
ପ୍ରାରମ୍ଭିକ ଟ୍ରେଣ୍ଡରେ ମମତାଙ୍କୁ ପଛରେ ପକାଇଲେ ଶୁଭେନ୍ଦୁ ଅଧିକାରୀ by M M May-04-2026 09:54 AM IST 0 ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍ ଗଣତି ଜାରି ରହିଥିବା ବେଳେ ସାରା ଦେଶର ନଜର ଏବେ ଭବାନୀପୁର ଆସନ ଉପରେ ରହିଛି। ଦକ୍ଷିଣ କଲିକତାର ଏହି ହାଇପ୍ରୋଫାଇଲ୍ ଆସନଟି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗଡ଼ ଭାବେ ଜଣାଶୁଣା।... Read moreDetails
ଆପଣଙ୍କ ମୋବାଇଲକୁ ଆସିଲା କି ଏମର୍ଜେନ୍ସି ଆଲର୍ଟ ? ଭୟଭୀତ ହୁଅନ୍ତୁନି… by M M May-02-2026 12:44 PM IST 0 ଯଦି ଆପଣଙ୍କ ମୋବାଇଲ୍ ଫୋନକୁ ହଠାତ୍ କୌଣସି ବିପଦ ସଙ୍କେତ ବା 'ଏମର୍ଜେନ୍ସି ଆଲର୍ଟ' (Emergency Alert) ମେସେଜ୍ ଆସୁଛି, ତେବେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ। ଏହା କୌଣସି ପ୍ରକୃତ ବିପଦ ନୁହେଁ, ବରଂ ସରକାରଙ୍କ ପକ୍ଷରୁ କରାଯାଉଥିବା ଏକ... Read moreDetails
ବିରୋଧୀଙ୍କ ବଡ଼ ଅଭିଯୋଗ…ଗୃହକୁ ମଦ୍ୟପାନ କରି ଆସିଛନ୍ତି ମୁଖ୍ୟମନ୍ତ୍ରୀ by M M May-01-2026 03:30 PM IST 0 ପଞ୍ଜାବ ବିଧାନସଭାରେ ଶ୍ରମିକ ଦିବସ ଅବସରରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ବିଧାନସଭା ଅଧିବେଶନରେ ମଦ୍ୟପାନ କରି ଯୋଗ ଦେଇଥିବା ନେଇ ବିରୋଧୀ ଦଳ ପକ୍ଷରୁ ସାଙ୍ଘାତିକ ଅଭିଯୋଗ ଅଣାଯାଇଛି। ଏହାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ... Read moreDetails
EPFO ପେନସନଧାରୀଙ୍କ ପାଇଁ ଖୁସି ଖବର: ୭.୫ ଗୁଣା ବଢ଼ିପାରେ ପେନସନ୍ by M M May-01-2026 12:32 PM IST 0 ଇପିଏଫଓ (EPFO) ପେନସନଧାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସୁଛି। କର୍ମଚାରୀ ଭବିଷ୍ୟନିଧି ସଂଗଠନ ବା EPF ପେନସନଧାରୀଙ୍କ ମାସିକ ପେନସନରେ ବଡ଼ ଧରଣର ବୃଦ୍ଧି ହୋଇପାରେ। ବର୍ତ୍ତମାନ ମିଳୁଥିବା ସର୍ବନିମ୍ନ ପେନସନକୁ ପ୍ରାୟ ୭.୫ ଗୁଣା ବଢ଼ାଇବା... Read moreDetails
ନିର୍ବାଚନ ସରୁ ସରୁ ହଜାରେ ଟଙ୍କା ବଢ଼ିଗଲା LPG ସିଲିଣ୍ଡର ଦର…! by M M May-01-2026 11:34 AM IST 0 ପାଞ୍ଚ ରାଜ୍ୟରେ ନିର୍ବାଚନ ଶେଷ ହେଉ ହେଉ ସାଧାରଣ ଜନତାଙ୍କୁ ଲାଗିଛି ବଡ଼ ମହଙ୍ଗା ମାଡ଼। ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଅଶାନ୍ତି ମଧ୍ୟରେ ଦେଶରେ ପୁଣି ଥରେ ବୃଦ୍ଧି ପାଇଛି LPG ସିଲିଣ୍ଡର ଦର। ଆଜିଠାରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ବାଣିଜ୍ୟିକ... Read moreDetails