• Latest
  • Trending
odisha.newsroom.in

ନିର୍ବାଚନ ସରୁ ସରୁ ହଜାରେ ଟଙ୍କା ବଢ଼ିଗଲା LPG ସିଲିଣ୍ଡର ଦର…!

May-01-2026 11:34 AM IST
odisha.newsroom.in

ବେଙ୍ଗଲରେ Late Night High Drama…ଷ୍ଟ୍ରଙ୍ଗରୁମରେ ପହଞ୍ଚିଲେ ମମତା…

May-01-2026 12:00 PM IST
Horoscope 2026 May 01: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 May 01: ଜାଣନ୍ତୁ ଆଜିର ରାଶିଫଳ…

May-01-2026 10:53 AM IST
odisha.newsroom.in

ଫସିଲେ ରିୟାନ ପରାଗ…ଅଶୋଭନୀୟ ଆଚରଣ ପାଇଁ ମିଳିଲା ଏହି ଦଣ୍ଡ

Apr-30-2026 05:12 PM IST
odisha.newsroom.in

ସାବଧାନ…ଆପଣଙ୍କ ବ୍ୟକ୍ତିଗତ ମେସେଜ ପଢୁଛି WhatsApp…ମିଳିଲା ପ୍ରମାଣ…

Apr-30-2026 04:37 PM IST
odisha.newsroom.in

କର୍ମଚାରୀଙ୍କ ପାଇଁ ନିଆରା ନିୟମ କଲେ କମ୍ପାନୀ ଫାଉଣ୍ଡର…ଅଫିସ ‘ପିକନିକ୍’ ଡେଲି

Apr-30-2026 03:36 PM IST
odisha.newsroom.in

ବିଧାନସଭାରେ ‘କଙ୍କାଳ’ ଝଡ଼: ସ୍ୱତନ୍ତ୍ର ଅଧିବେଶନ ଆରମ୍ଭରୁ ହୋହଲ୍ଲା

Apr-30-2026 01:05 PM IST
odisha.newsroom.in

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ଘୋର ଆର୍ଥିକ ସଙ୍କଟରେ ଘାଣ୍ଟି ହେଉଛି ପାକିସ୍ତାନ…ସରିଫ କହିଲେ…

Apr-30-2026 12:40 PM IST
odisha.newsroom.in

ପ୍ରକାଶ ପାଇଲା ICSE ରେଜଲ୍ଟ: ଜାଣନ୍ତୁ କେମିତି ଓ କେଉଁଠି ଦେଖିବେ ପରୀକ୍ଷାଫଳ

Apr-30-2026 12:11 PM IST
odisha.newsroom.in

ଇରାନର ଚେତାବନୀ…ଏମିତି ଅସ୍ତ୍ର ପ୍ରୟୋଗ କରିବୁ ଆମେରିକାର “ହାର୍ଟ ଆଟାକ୍” ଆସିପାରେ…

Apr-30-2026 11:40 AM IST
odisha.newsroom.in

ତାତିରୁ ମିଳିବ ତ୍ରାହି: କମିବ ପାରଦ…କାଳବୈଶାଖୀ ସହ କୁଆପଥର ବର୍ଷା ଚେତାବନୀ

Apr-30-2026 10:59 AM IST
  • About
  • Careers
  • Contact Us
Friday, May 1, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ନିର୍ବାଚନ ସରୁ ସରୁ ହଜାରେ ଟଙ୍କା ବଢ଼ିଗଲା LPG ସିଲିଣ୍ଡର ଦର…!

by M M
May-01-2026 11:34 AM IST
in ବଡ଼ ଖବର
0
odisha.newsroom.in

odisha.newsroom.in

491
SHARES
1.4k
VIEWS
Share on FacebookShare on Twitter

ପାଞ୍ଚ ରାଜ୍ୟରେ ନିର୍ବାଚନ ଶେଷ ହେଉ ହେଉ ସାଧାରଣ ଜନତାଙ୍କୁ ଲାଗିଛି ବଡ଼ ମହଙ୍ଗା ମାଡ଼। ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଅଶାନ୍ତି ମଧ୍ୟରେ ଦେଶରେ ପୁଣି ଥରେ ବୃଦ୍ଧି ପାଇଛି LPG ସିଲିଣ୍ଡର ଦର। ଆଜିଠାରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ବାଣିଜ୍ୟିକ ବ୍ୟବହାର ପାଇଁ ଉଦ୍ଦିଷ୍ଟ (Commercial) ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ ଆଖିଦୃଶିଆ ବୃଦ୍ଧି କରିଛନ୍ତି।

ଏକାଥରକେ ବଢ଼ିଲା ପ୍ରାୟ ହଜାରେ ଟଙ୍କା

ସାନି ଦର ବୃଦ୍ଧି ପରେ ୧୯ କେଜିଆ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ପିଛା ୯୯୩ ଟଙ୍କା ବୃଦ୍ଧି ପାଇଛି। ଏହି ବୃଦ୍ଧି ପରେ ଦେଶର ବିଭିନ୍ନ ପ୍ରମୁଖ ସହରରେ ନୂଆ ଦର ନିମ୍ନଲିଖିତ ଅନୁଯାୟୀ ରହିଛି:

  • ଦିଲ୍ଲୀ: ସିଲିଣ୍ଡର ପିଛା ଦର ୩୦୭୧.୫୦ ଟଙ୍କାକୁ ବୃଦ୍ଧି।
  • କୋଲକାତା: ପୂର୍ବରୁ ୨୨୦୮ ଟଙ୍କା ଥିବା ବେଳେ ଏବେ ଏହା ୩୨୦୨ ଟଙ୍କାରେ ପହଞ୍ଚିଛି।
  • ମୁମ୍ବାଇ: ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୩୦୨୪ ଟଙ୍କାକୁ ବୃଦ୍ଧି ପାଇଛି।

୫ କେଜିଆ ସିଲିଣ୍ଡର ବି ମହଙ୍ଗା

କେବଳ ୧୯ କେଜିଆ ସିଲିଣ୍ଡର ନୁହେଁ, ଛୋଟ ୫ କେଜିଆ ସିଲିଣ୍ଡର ବ୍ୟବହାରକାରୀଙ୍କୁ ମଧ୍ୟ ଝଟକା ଲାଗିଛି। ୫ କେଜିଆ ଗ୍ୟାସ୍ ରେଟ୍‌ରେ ୨୬୧ ଟଙ୍କା ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ସିଲିଣ୍ଡର ମୂଲ୍ୟ ୫୪୯ ଟଙ୍କା ଥିବା ବେଳେ ଏବେ ଏଥିପାଇଁ ୮୧୦ ଟଙ୍କା ଗଣିବାକୁ ପଡ଼ିବ।

ଘରୋଇ ଗ୍ୟାସ୍ ଦର ଅପରିବର୍ତ୍ତିତ

ବାଣିଜ୍ୟିକ ସିଲିଣ୍ଡର ଦର ଆକାଶଛୁଆଁ ହୋଇଥିବା ବେଳେ ସାଧାରଣ ଖାଉଟିଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତିକର ଖବର ହେଉଛି ଯେ, ଘରୋଇ ରନ୍ଧନ ଗ୍ୟାସ (Domestic) ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହାର ଦର ସ୍ଥିର ରହିଛି।

ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୧ ତାରିଖରେ ମଧ୍ୟ ବିଭିନ୍ନ କମ୍ପାନୀ ପକ୍ଷରୁ ସିଲିଣ୍ଡର ପିଛା ୧୯୫ ଟଙ୍କା ବୃଦ୍ଧି କରାଯାଇଥିଲା। କିନ୍ତୁ ଆଜିର ଏହି ବୃହତ ଦର ବୃଦ୍ଧି ହୋଟେଲ ଓ ରେଷ୍ଟୁରାଣ୍ଟ ବ୍ୟବସାୟ ଉପରେ ବଡ଼ ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଉଛି।


Tags: commercila gaslpg cylinder
Share196Tweet123
M M

M M

ଆଜିର ପାଗ

Bhubaneswar
May 1, 2026, 12:02 PM
 

SW
Partly cloudy
36°C
4.9 m/s
Apparent: 32°C
Pressure: 1006 mb
Humidity: 89%
Winds: 4.9 m/s SW
Windgusts: 14.4 m/s
UV-Index: 0
Precip.: 12.7mm /88% / Rain
Sunrise: 5:17 AM
Sunset: 6:10 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom