ଗୋଟିଏ ଭୋଟରେ କେମିତି ହାରିଲେ ତାମିଲନାଡୁ ମନ୍ତ୍ରୀ…ଜାଣିଲେ ହେବେ ଆଶ୍ଚର୍ଯ୍ୟ… by M M May-05-2026 02:48 PM IST 0 ତାମିଲନାଡୁ ନିର୍ବାଚନ ଇତିହାସରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ତିରୁପତ୍ତୁର ବିଧାନସଭା ଆସନରେ। ଡିଏମକେ (DMK) ର ବରିଷ୍ଠ ନେତା ତଥା ରାଜ୍ୟ ସମବାୟ ମନ୍ତ୍ରୀ କେ.ଆର୍. ପେରିୟାକାରୁପ୍ପନ୍ ମାତ୍ର ଗୋଟିଏ ଭୋଟ୍ ବ୍ୟବଧାନରେ ପରାସ୍ତ ହୋଇଛନ୍ତି। ସୁପରଷ୍ଟାର ବିଜୟଙ୍କ ଦଳ... Read moreDetails
ଗୋଟିଏ ଲାଇଫ୍ ଜ୍ୟାକେଟ୍ରେ ବନ୍ଧା ହୋଇଥିଲା ମା’ ପୁଅଙ୍କ ମୃତଦେହ; ଦୃଶ୍ୟ ଦେଖି କାନ୍ଦି ପକାଇଲେ ମନ୍ତ୍ରୀ by M M May-01-2026 12:57 PM IST 0 ମଧ୍ୟପ୍ରଦେଶର ଜବଲପୁରରେ ଘଟିଥିବା ନୌକା ଦୁର୍ଘଟଣା ସ୍ଥଳରୁ ଏକ ଅତ୍ୟନ୍ତ ମର୍ମନ୍ତୁଦ ଚିତ୍ର ସାମ୍ନାକୁ ଆସିଛି। ଉଦ୍ଧାରକାରୀ ଦଳ ଜଣେ ମହିଳା ଓ ତାଙ୍କ କୋମଳମତି ପୁଅର ମୃତଦେହ ଉଦ୍ଧାର କରିଛନ୍ତି, ଯାହା ସମସ୍ତଙ୍କ ଆଖି ଓଦା କରିଦେଇଛି। ମୃତ୍ୟୁର ଶେଷ... Read moreDetails
କର୍ମଚାରୀଙ୍କ ପାଇଁ ନିଆରା ନିୟମ କଲେ କମ୍ପାନୀ ଫାଉଣ୍ଡର…ଅଫିସ ‘ପିକନିକ୍’ ଡେଲି by M M Apr-30-2026 03:36 PM IST 0 ଅଫିସ କାମର ଚାପ ଏବଂ ଡେଡଲାଇନ୍ ମଧ୍ୟରେ କର୍ମଚାରୀମାନେ ପ୍ରାୟତଃ ନିଜ ପାଇଁ ସମୟ ପାଆନ୍ତି ନାହିଁ। କିନ୍ତୁ ଏହି ଧାରାକୁ ବଦଳାଇଛନ୍ତି 'KK Create' ର ପ୍ରତିଷ୍ଠାତା କାବ୍ୟା କର୍ଣ୍ଣାଟକ (Kavya Karnatac)। ସେ ନିଜର ୪୦ ଜଣିଆ ଟିମ୍... Read moreDetails
ଅହଂକାରର ଲଢ଼େଇ : ୯୦ ବର୍ଷୀୟା ବୃଦ୍ଧାଙ୍କୁ ଆହୁରି ୨୦ ବର୍ଷ ଅପେକ୍ଷା କରିବାକୁ କହିଲେ ହାଇକୋର୍ଟ by M M Apr-29-2026 02:42 PM IST 0 ନ୍ୟାୟିକ ପ୍ରକ୍ରିୟାରେ ବିଳମ୍ବ ଏବଂ ବ୍ୟକ୍ତିଗତ ଜିଦ୍କୁ ନେଇ ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଜଣେ ୯୦ ବର୍ଷୀୟା ମହିଳାଙ୍କ ଦ୍ୱାରା ଦାୟର ହୋଇଥିବା ମାନହାନି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ, ଯଦି ସେ ଏହି... Read moreDetails
ସାବଧାନ ! ପୁରୁଣା ଆଣ୍ଡ୍ରଏଡ୍ ଫୋନରେ ବନ୍ଦ ହୋଇଯିବ WhatsApp: ଆପଣଙ୍କ ମୋବାଇଲ୍ ଏହି ତାଲିକାରେ ଅଛି କି ? by M M Apr-28-2026 05:54 PM IST 0 ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟସ୍ଆପ୍ (WhatsApp) ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର। ଆସନ୍ତା ସେପ୍ଟେମ୍ବର ୨୦୨୬ ରୁ କିଛି ନିର୍ଦ୍ଦିଷ୍ଟ ପୁରୁଣା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ହ୍ୱାଟସ୍ଆପ୍ ଆଉ କାମ କରିବ ନାହିଁ। କମ୍ପାନୀ ନିଜର ସୁରକ୍ଷା ବ୍ୟବସ୍ଥା... Read moreDetails
ଆପଣ ତରଭୁଜ ଖାଉଛନ୍ତି କି…ସାବଧାନ…୪ ଜଣଙ୍କ ମୃତ୍ୟୁ ପରେ ଡାକ୍ତର ଦେଲେ ସ୍ପଷ୍ଟୀକରଣ… by M M Apr-28-2026 12:01 PM IST 0 ପ୍ରଥମେ ବିରିୟାନୀ ଖାଇଲେ, ତା'ପରେ ତରଭୁଜ ଖାଇଲେ। ଏଭଳି ଖାଦ୍ୟ ଗ୍ରହଣ ପରେ ଏକା ସାଙ୍ଗରେ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ମୁମ୍ବାଇର ଏହି ପରିବାର ତରଭୁଜ ଖାଇବାର... Read moreDetails
‘AI ଗର୍ଲଫ୍ରେଣ୍ଡ’କୁ କାହିଁକି ଅଧିକ ପସନ୍ଦ କରୁଛନ୍ତି ଜେନ୍-ଆଲଫା କିଶୋର ? by M M Apr-25-2026 03:19 PM IST 0 ବଦଳୁଛି ସମ୍ପର୍କର ସଂଜ୍ଞା। ଆଧୁନିକ ଯୁଗରେ ପ୍ରେମ ଏବଂ ସାଙ୍ଗ ସାଥୀଙ୍କ ସ୍ଥାନ ଏବେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ନେବାରେ ଲାଗିଛି। ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନର ‘ଜେନେରେସନ୍ ଆଲଫା’ (Gen Alpha) କିଶୋରମାନେ ବାସ୍ତବ ଜୀବନର ସମ୍ପର୍କ... Read moreDetails
ବାପାର ସାହସ ଦେଖି ଭୟରେ ଜଙ୍ଗଲକୁ ପଳେଇଲା ବାଘ,ବଂଚିଗଲା ଝିଅ by M M Apr-25-2026 01:00 PM IST 0 ଜଣେ ବାପାର ସାହସ ଆଗରେ ହାର ମାନିଛି ହିଂସ୍ର ବାଘ। ନିଜ ଜୀବନକୁ ପାଣି ଛଡ଼ାଇ ମୃତ୍ୟୁ ମୁଖରୁ ଝିଅକୁ ଛଡ଼ାଇ ଆଣିଛନ୍ତି ଜଣେ ବାପା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ତଥା ରୋମାଞ୍ଚକର ଘଟଣା ଦେଖିବାକୁ ମିଳିଛି ଗୁଜରାଟର ଛୋଟା ଉଦେପୁର... Read moreDetails
ସାପ ସହ ଲଢ଼େଇ କରି ୩୦ ପିଲାଙ୍କ ଜୀବନ ବଞ୍ଚାଇଲା…ଶେଷରେ ନିଜେ ମଲା by M M Apr-24-2026 05:45 PM IST 0 କୁହାଯାଏ କୁକୁର ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ। ଏହି କଥାକୁ ପୁଣିଥରେ ପ୍ରମାଣିତ କରି ଦେଖାଇଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଡିହିରାକୁଳ ଗାଁର ପୋଷା କୁକୁର 'କାଳୀ'। ନିଜ ଜୀବନକୁ ପାଣି ଛଡ଼ାଇ ଏକ ବିଷାକ୍ତ ସାପ ସହ ଲଢ଼େଇ... Read moreDetails
ମନ୍ତ୍ରୀଙ୍କୁ ସିଧା ଶୁଣାଇଲେ ମହିଳା…ଆପଣଙ୍କ ପାଇଁ ଟ୍ରାଫିକ ଜାମ…Get out of here… by M M Apr-22-2026 12:17 PM IST 0 ନିର୍ବାଚନୀ ଶୋଭାଯାତ୍ରା ଯୋଗୁଁ ରାସ୍ତାରେ ନାହିଁ ନଥିବା ଭିଡ଼। ଘଣ୍ଟା ଘଣ୍ଟା ଧରି ଫସି ରହିଛି ଶହ ଶହ ଗାଡ଼ି। ଏହି ସମୟରେ ଜଣେ ମହିଳାଙ୍କ ଧୈର୍ଯ୍ୟଚ୍ୟୁତି ଘଟିଲା। ଗାଡ଼ିରୁ ଓହ୍ଲାଇ ସେ ସିଧାସଳଖ ବିଜେପି ମନ୍ତ୍ରୀଙ୍କ ଶୋଭାଯାତ୍ରା ଭିତରକୁ ପଶିଯାଇଥିଲେ... Read moreDetails