• Latest
  • Trending

ବାସବରାଜୁ ଏନକାଉଁଟର,ଦୁଇ ଭାଇ: ଦୁଇ ଭିନ୍ନ ପଥ

May-27-2025 03:22 PM IST
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

Mar-16-2026 11:47 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Mar-16-2026 11:40 AM IST
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

Mar-09-2026 08:48 PM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

Mar-03-2026 01:50 PM IST
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

Mar-03-2026 01:25 PM IST
ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

Mar-03-2026 12:58 PM IST
  • About
  • Careers
  • Contact Us
Monday, March 16, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ମୁଖ୍ୟ ଖବର

ବାସବରାଜୁ ଏନକାଉଁଟର,ଦୁଇ ଭାଇ: ଦୁଇ ଭିନ୍ନ ପଥ

by newsroom
May-27-2025 03:22 PM IST
in ମୁଖ୍ୟ ଖବର
0
491
SHARES
1.4k
VIEWS
Share on FacebookShare on Twitter

ଛତିଶଗଡ଼ରେ ୨୧ ମେ ୨୦୨୫ରେ ଏକ ଏନକାଉଣ୍ଟରରେ ମାଓବାଦୀ ନେତା ଏନ. କେଶବରାଓ, ଯିଏ ବାସବରାଜୁ ନାମରେ ପରିଚିତ, ନିହତ ହୋଇଛନ୍ତି। ଏହି ଘଟଣା ନକ୍ସଲ ଗତିବିଧି ବିରୁଦ୍ଧରେ ଏକ ବଡ଼ ଅଭିଯାନ ଭାବେ ଦେଖାଯାଉଛି। କିନ୍ତୁ ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି ଯେ ବସବାରାଜୁଙ୍କ ବଡ଼ ଭାଇ ଏନ. ଦିଲେଶ୍ୱର ରାଓ ଜଣେ ଅବସରପ୍ରାପ୍ତ ଏୟାରଫୋର୍ସ ଅଧିକାରୀ, ଯିଏ ଅଣ୍ଡମାନ ଓ ନିକୋବାରରେ ପୋର୍ଟ ଆଡମିନିଷ୍ଟ୍ରେଟର ଭାବେ କାର୍ଯ୍ୟ କରିଥିଲେ।

ଏକ ପଟେ ବସବାରାଜୁ ମାଓବାଦୀ ଆନ୍ଦୋଳନର ଶୀର୍ଷ ନେତା ଥିଲେ, ଅନ୍ୟପଟେ ତାଙ୍କ ବଡ଼ ଭାଇ ଏନ. ଦିଲେଶ୍ୱର ରାଓ ଦେଶର ସେବା ପାଇଁ ଏୟାରଫୋର୍ସରେ ଯୋଗ ଦେଇଥିଲେ। ଦିଲେଶ୍ୱରଙ୍କ ଖ୍ୟାତି ଏତେ ଥିଲା ଯେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଅଣ୍ଡମାନ ଗସ୍ତ ସମୟରେ ତାଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏକ ୪ ମିନିଟର ନିର୍ଦ୍ଧାରିତ ଭେଟ ଏକ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା, ଯେଉଁଠାରେ କଲାମ ଦିଲେଶ୍ୱରଙ୍କ ସୁନାମୀ ରିଲିଫ କାର୍ଯ୍ୟ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।
ବସ୍ୱା ରାଜୁଙ୍କ ଜୀବନ ଓ ବିଚାରଧାରା
ବସ୍ୱା ରାଜୁ ଜଣେ ପ୍ରତିଭାଶାଳୀ ଛାତ୍ର ଥିଲେ। ସେ ରିଜିଓନାଲ ଇଞ୍ଜିନିୟରିଂ କଲେଜ (REC)ରେ ପଢ଼ିଥିଲେ ଏବଂ ରାଜ୍ୟ ସ୍ତରୀୟ କବାଡି ଖେଳାଳି ମଧ୍ୟ ଥିଲେ। ତାଙ୍କ ବଡ଼ ଭାଇ ଦିଲେଶ୍ୱର କହିଛନ୍ତି, “ମୁଁ ତାଙ୍କୁ ସବୁବେଳେ ସମର୍ଥନ କରୁଥିଲି ଓ ଆଗକୁ ବଢ଼ିବାକୁ ପ୍ରେରଣା ଦେଉଥିଲି, କାରଣ ତାଙ୍କଠାରେ କ୍ଷମତା ଥିଲା। କିନ୍ତୁ ମୋତେ ଆଦୌ ଜଣା ନଥିଲା ଯେ ସେ ମାଓବାଦୀ ବିଚାରଧାରା ଆଡ଼କୁ ଯାଉଛନ୍ତି।” ଗତ 40 ବର୍ଷ ହେଲା ସେ ଆମକୁ ଦେଖାଦେଇନାହିଁ ।
ବସ୍ୱା ରାଜୁ ରାଡିକାଲ ଷ୍ଟୁଡେଣ୍ଟ ଯୁନିଅନ (RSU) ସହ ଜଡ଼ିତ ହୋଇଥିଲେ ଏବଂ ପରେ ମାଓବାଦୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ତାଙ୍କ ପରିବାରକୁ ଏହା ଜଣାପଡ଼ିବା ପରେ ସେମାନେ ଗଭୀର ଦୁଃଖ ପ୍ରକାଶ କରିଥିଲେ। ଦିଲେଶ୍ୱର କହିଛନ୍ତି, “ମୁଁ ଚାହୁଁଥିଲି ସେ ଏମଟେକ କରନ୍ତୁ, ଏକ ଭଲ କ୍ୟାରିୟର ଗଢ଼ନ୍ତୁ, କିନ୍ତୁ ଭାଗ୍ୟରେ ଅନ୍ୟ କିଛି ଲେଖାଥିଲା।” ସେ ଆମକୁ ଛାଡି ଅଲଗା ବାଟରେ ଚାଲିଗଲା । ଗାଁ ଲୋକେ ଚାହୁଁଥିଲେ ତାର ଶେଷକୃତ୍ୟ ଗାଁରେ ହେଉ କିନ୍ତୁ ତାହା ହୋଇପାରିଲା ନାହିଁ । ସୁରକ୍ଷା କାରଣରୁ ତାକୁ ଆମେ ଶେଷରେ ଦେଖିପାରିଲୁ ନାହିଁ ।

Share196Tweet123
newsroom

newsroom

ଆଜିର ପାଗ

Bhubaneswar
March 16, 2026, 11:49 AM
 
SSW
Overcast
32°C
3.7 m/s
Apparent: 29°C
Pressure: 1010 mb
Humidity: 87%
Winds: 3.7 m/s SSW
Windgusts: 10.7 m/s
UV-Index: 0
Precip.: 10.2mm /43% / Rain
Sunrise: 5:54 AM
Sunset: 5:56 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

March 16, 2026
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

March 16, 2026
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

March 9, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom