• Latest
  • Trending
odisha.newsroom.in

ଅଶୁଭ ସୋମବାର…କିଛି ମିନିଟରେ ଉଡ଼ିଗଲା 11 ଲକ୍ଷ କୋଟି

Mar-23-2026 12:51 PM IST
ପ୍ରକୃତ ଶାନ୍ତି ପାଇଁ 26 ବର୍ଷ ବୟସରେ କୋଟି କୋଟି ଟଙ୍କାର ଚାକିରୀ ଛାଡ଼ିଦେଲେ IITIAN

ପ୍ରକୃତ ଶାନ୍ତି ପାଇଁ 26 ବର୍ଷ ବୟସରେ କୋଟି କୋଟି ଟଙ୍କାର ଚାକିରୀ ଛାଡ଼ିଦେଲେ IITIAN

Mar-23-2026 03:34 PM IST
odisha.newsroom.in

ମଧ୍ୟପ୍ରାଚ୍ୟ ସଙ୍କଟ ଏବେ କମିବାର ନାହିଁ….ମୋଦି ଦେଲେ ବଡ଼ ବୟାନ

Mar-23-2026 02:56 PM IST
odisha.newsroom.in

ରମେଶ ଲଗାଇଲେ ନିଆଁ…ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଆବେଦନ

Mar-23-2026 01:13 PM IST
odisha.newsroom.in

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ…ବିମାନ ଭଡ଼ା ଏବେ ଆକାଶଛୁଆଁ

Mar-23-2026 11:31 AM IST
odisha.newsroom.in

ବିଜେଡିରୁ ୬ ବିଧାୟକଙ୍କୁ ନିଲମ୍ବନ ପରେ ପାଣ୍ଡିଆନ ବିରୋଧୀ ସ୍ୱର ତେଜୁଛି

Mar-23-2026 10:59 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-23-2026 10:36 AM IST
୪୮ ଘଣ୍ଟା ପରେ, ଇରାନର ଖେଳ ଖତମ୍

୪୮ ଘଣ୍ଟା ପରେ, ଇରାନର ଖେଳ ଖତମ୍

Mar-22-2026 07:40 PM IST
ସୁବାସିନୀଙ୍କ ପାଇଁ ଦଳ ଛାଡିଲେ ଏକାଧିକ ନେତା..

ସୁବାସିନୀଙ୍କ ପାଇଁ ଦଳ ଛାଡିଲେ ଏକାଧିକ ନେତା..

Mar-22-2026 05:03 PM IST
SCB ଅଗ୍ନିକାଣ୍ଡ: ମନ୍ତ୍ରୀପଦ ଛାଡ଼ିବେ ମହାଲିଙ୍ଗ ! 

SCB ଅଗ୍ନିକାଣ୍ଡ: ମନ୍ତ୍ରୀପଦ ଛାଡ଼ିବେ ମହାଲିଙ୍ଗ ! 

Mar-22-2026 10:47 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-22-2026 10:44 AM IST
  • About
  • Careers
  • Contact Us
Monday, March 23, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଅଶୁଭ ସୋମବାର…କିଛି ମିନିଟରେ ଉଡ଼ିଗଲା 11 ଲକ୍ଷ କୋଟି

by M M
Mar-23-2026 12:51 PM IST
in ଦେଶ ବିଦେଶ, ବଡ଼ ଖବର
0
odisha.newsroom.in

odisha.newsroom.in

491
SHARES
1.4k
VIEWS
Share on FacebookShare on Twitter

ଯୁଦ୍ଧର ଘନଘଟା ଭିତରେ ଷ୍ଟକ ମାର୍କେଟ ସାଙ୍ଘାତିକ ଭାବେ କ୍ରାସ କରିଛି। ମାତ୍ର କିଛି ମିନିଟ ବ୍ୟବଧାନରେ ନିବେଶକ ହରାଇଛନ୍ତି 11 ଲକ୍ଷ କୋଟି ଟଙ୍କା । ଏଭଳି ସ୍ଥିତି ଲାଗିରହିଲେ ଆଗକୁ ମାର୍କେଟ ଅବସ୍ଥା ଆହୁରି ବିଗିଡ଼ିଯିବ ବୋଲି ବଜାର ବିଶେଷଜ୍ଞ ଆକଳନ କରୁଛନ୍ତି ।

ଇରାନ-ଆମେରିକା ଯୁଦ୍ଧ ପ୍ରଭାବରେ ସେୟାର ବଜାରରେ ଆଜି ପୁଣି ଏକ ବଡ ଧରଣର କ୍ରାସ୍। ଆଜି ମାର୍କେଟ୍ ଖୋଲିବା ମାତ୍ରେ ମୁମ୍ବାଇ ସୂଚକାଙ୍କ ସେନସେକ୍ସ ୧୭ ଶହ ପଏଣ୍ଟ ଖସି ୭୨ ହଜାର ୮୫୪ରେ ପହଞ୍ଚିଥିଲା। ମିନିଟକ ମଧ୍ୟରେ ନିବେଶକ ୧୧ ଲକ୍ଷ କୋଟି ଟଙ୍କାର କ୍ଷତି ସହିଥିଲେ। ସେହିପରି ନିଫ୍ଟିରେ ୫୩୨ ପଏଣ୍ଟ ହ୍ରାସ ହୋଇଛି। ମାର୍କେଟ ଖୋଲିବାମାତ୍ରେ ନିଫ୍ଟି ସୂଚକାଙ୍କ ୨୨ ହଜାର ୫୮୨କୁ ଖସିଯାଇଥିଲା। 

ଅନ୍ୟପଟେ ମଧ୍ୟପ୍ରାଚ୍ୟ ଯୁଦ୍ଧ ଘନଘଟା ଭିତରେ ଖସିଲା ସୁନା ଭାଉ। ଲଗାତାର ତଳମୁହାଁ ହୋଇଛି ସୁନା ଦର । ଆଜି ପୁଣି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୫ ହଜାର ୯୫୦ ଟଙ୍କା ଖସିଥିବାବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା କମିଛି ୫ହଜାର ୪୫୦ ଟଙ୍କା । ଏବେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ଦର ରହିଛି ଲକ୍ଷେ ୨୮ ହଜାର ୩୫୦ ଟଙ୍କା । ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୧ ଲକ୍ଷ ୪୦ ହଜାର ୨୦ ଟଙ୍କା।  ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଡଲାର ମହଙ୍ଗା ହେବା କାରଣରୁ ନିବେଶକ ସୁନା ବଦଳରେ ଡଲାରରେ ନିବେଶ କରୁଛନ୍ତି।

Tags: crashinvestorstock marketwar
Share196Tweet123
M M

M M

Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom