• Latest
  • Trending
ଏଣିକି ପିଲାମାନଙ୍କ ନାଁରେ ଖୋଲାଯିବ ଏନପିଏସ ଆକାଉଣ୍ଟ

ଏଣିକି ପିଲାମାନଙ୍କ ନାଁରେ ଖୋଲାଯିବ ଏନପିଏସ ଆକାଉଣ୍ଟ

Jul-24-2024 06:40 PM IST
ଦୀପାବଳିରେ ‘କାରବାଇଡ୍ ଗନ୍ ’ରୁ ବାହାରିଲା ବାରୁଦ ନିଆଁ, ପୋଡ଼ିଦେଲା ଶହ ଶହ ଲୋକଙ୍କ ଆଖି

ଦୀପାବଳିରେ ‘କାରବାଇଡ୍ ଗନ୍ ’ରୁ ବାହାରିଲା ବାରୁଦ ନିଆଁ, ପୋଡ଼ିଦେଲା ଶହ ଶହ ଲୋକଙ୍କ ଆଖି

Oct-23-2025 04:44 PM IST
ବିହାର ନିର୍ବାଚନ: ଶେଷରେ ମହାଗଠବନ୍ଧନକୁ ମିଳିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ବିହାର ନିର୍ବାଚନ: ଶେଷରେ ମହାଗଠବନ୍ଧନକୁ ମିଳିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

Oct-23-2025 01:04 PM IST
ସ୍ନେହାଙ୍ଗିନୀଙ୍କ ବିଶାଳ ରାଲି; କାହିଁକି ନଥିଲେ ସ୍ଥାନୀୟଲୋକ ?

ସ୍ନେହାଙ୍ଗିନୀଙ୍କ ବିଶାଳ ରାଲି; କାହିଁକି ନଥିଲେ ସ୍ଥାନୀୟଲୋକ ?

Oct-23-2025 12:37 PM IST
ବିରାଟ କ’ଣ ସିଡ଼ନୀରେ ଅବସର ନେଇଯିବେ କି ?

ବିରାଟ କ’ଣ ସିଡ଼ନୀରେ ଅବସର ନେଇଯିବେ କି ?

Oct-23-2025 12:26 PM IST
କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ?

କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ?

Oct-23-2025 12:03 PM IST
ରୋହିତଙ୍କ ଅର୍ଧଶତକ, ବଡ଼ ସ୍କୋର ଅଭିମୁଖେ ଭାରତ

ରୋହିତଙ୍କ ଅର୍ଧଶତକ, ବଡ଼ ସ୍କୋର ଅଭିମୁଖେ ଭାରତ

Oct-23-2025 11:07 AM IST
ଭାରତର ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟ, ବିରାଟ ଶୂନରେ ଆଉଟ୍

ଭାରତର ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟ, ବିରାଟ ଶୂନରେ ଆଉଟ୍

Oct-23-2025 09:49 AM IST
ଲଘୁଚାପର ପ୍ରଭାବରେ କିଛି ସ୍ଥାନରେ ହେବ ବର୍ଷା

ଲଘୁଚାପର ପ୍ରଭାବରେ କିଛି ସ୍ଥାନରେ ହେବ ବର୍ଷା

Oct-23-2025 09:39 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Oct-23-2025 09:15 AM IST

ଏସ୍‌ଆଇ ପରୀକ୍ଷା ସ୍କାମ୍ : ସିବିଆଇକୁ ମାମଲା ହସ୍ତାନ୍ତର କଲେ ରାଜ୍ୟ ସରକାର

Oct-22-2025 08:01 PM IST
  • About
  • Careers
  • Contact Us
Thursday, October 23, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଏଣିକି ପିଲାମାନଙ୍କ ନାଁରେ ଖୋଲାଯିବ ଏନପିଏସ ଆକାଉଣ୍ଟ

by M M
Jul-24-2024 06:40 PM IST
in ବଡ଼ ଖବର, ଭିଡ଼ିଓ, ରାଜ୍ୟ
0
ଏଣିକି ପିଲାମାନଙ୍କ ନାଁରେ ଖୋଲାଯିବ ଏନପିଏସ ଆକାଉଣ୍ଟ
491
SHARES
1.4k
VIEWS
Share on FacebookShare on Twitter

ଏଣିକି ପିଲାମାନଙ୍କ ନାଁରେ ଖୋଲାଯିବ ଏନପିଏସ ଆକାଉଣ୍ଟ। କେନ୍ଦ୍ର ସରକାର ୧୮ ବର୍ଷ ବୟସ ପର୍ୟ୍ୟନ୍ତ ପିଲାଙ୍କ ପାଇଁ ଏନପିଏସର ଘୋଷଣା କରିଛନ୍ତି। ଏହି ସ୍କିମର ନାଁ ‘ଏନପିଏସ ବାତ୍ସଲ୍ୟ’ ରଖାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଭାଷଣରେ ଏହାର ଘୋଷଣା କରିଛନ୍ତି। ଏନପିଏସ ବା ନ୍ୟାଶନାଲ ପେନସନ୍ ସ୍କିମ। ଏନପିଏସ୍ ବାତ୍ସଲ୍ୟ ଯୋଜନାର ପରିକଳ୍ପନା ଶିଶୁମାନଙ୍କ ପାଇଁ ପ୍ରାରମ୍ଭିକ ସଞ୍ଚୟ ଏବଂ ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ କରାଯାଇଛି। ଏହି ଯୋଜନାରେ ମାତା-ପିତା ଏବଂ ଅଭିଭାବକ ନିଜ ପିଲାମାନଙ୍କ ପାଇଁ ଆକାଉଣ୍ଟ ଖୋଲି ଯୋଗଦାନ କରିବେ। ଏହା ଯୋଜନା ଦ୍ବାରା ପିଲାମାନଙ୍କ ଆର୍ଥିକ ଭବିଷ୍ୟତ ମଧ୍ୟ ସୁରକ୍ଷିତ ରହିବ। ଖୁବଶୀଘ୍ର ଏହି ଯୋଜନା ଆରମ୍ଭ ହେବ। ଏବେ ଆସନ୍ତୁ ନଜର ପକାଇବା କ’ଣ ଏହି ‘ଏନପିଏସ ବାତ୍ସଲ୍ୟ’ ସ୍କିମ।

Tags: newsroomodisha
Share196Tweet123
M M

M M

ଆଜିର ପାଗ

Bhubaneswar
October 23, 2025, 6:04 PM
 

E
Mainly clear
29°C
1.2 m/s
Apparent: 31°C
Pressure: 1011 mb
Humidity: 86%
Winds: 1.2 m/s E
Windgusts: 5.6 m/s
UV-Index: 0
Precip.: 0mm /8% / Rain
Sunrise: 5:44 AM
Sunset: 5:17 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଦୀପାବଳିରେ ‘କାରବାଇଡ୍ ଗନ୍ ’ରୁ ବାହାରିଲା ବାରୁଦ ନିଆଁ, ପୋଡ଼ିଦେଲା ଶହ ଶହ ଲୋକଙ୍କ ଆଖି

ଦୀପାବଳିରେ ‘କାରବାଇଡ୍ ଗନ୍ ’ରୁ ବାହାରିଲା ବାରୁଦ ନିଆଁ, ପୋଡ଼ିଦେଲା ଶହ ଶହ ଲୋକଙ୍କ ଆଖି

October 23, 2025
ବିହାର ନିର୍ବାଚନ: ଶେଷରେ ମହାଗଠବନ୍ଧନକୁ ମିଳିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ବିହାର ନିର୍ବାଚନ: ଶେଷରେ ମହାଗଠବନ୍ଧନକୁ ମିଳିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

October 23, 2025
ସ୍ନେହାଙ୍ଗିନୀଙ୍କ ବିଶାଳ ରାଲି; କାହିଁକି ନଥିଲେ ସ୍ଥାନୀୟଲୋକ ?

ସ୍ନେହାଙ୍ଗିନୀଙ୍କ ବିଶାଳ ରାଲି; କାହିଁକି ନଥିଲେ ସ୍ଥାନୀୟଲୋକ ?

October 23, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom