• Latest
  • Trending
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-05-2025 12:06 PM IST
୪୮ ଘଣ୍ଟା ପରେ, ଇରାନର ଖେଳ ଖତମ୍

୪୮ ଘଣ୍ଟା ପରେ, ଇରାନର ଖେଳ ଖତମ୍

Mar-22-2026 07:40 PM IST
ସୁବାସିନୀଙ୍କ ପାଇଁ ଦଳ ଛାଡିଲେ ଏକାଧିକ ନେତା..

ସୁବାସିନୀଙ୍କ ପାଇଁ ଦଳ ଛାଡିଲେ ଏକାଧିକ ନେତା..

Mar-22-2026 05:03 PM IST
SCB ଅଗ୍ନିକାଣ୍ଡ: ମନ୍ତ୍ରୀପଦ ଛାଡ଼ିବେ ମହାଲିଙ୍ଗ ! 

SCB ଅଗ୍ନିକାଣ୍ଡ: ମନ୍ତ୍ରୀପଦ ଛାଡ଼ିବେ ମହାଲିଙ୍ଗ ! 

Mar-22-2026 10:47 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-22-2026 10:44 AM IST
କିଛି ଘଣ୍ଟାରେ ପ୍ରବଳ ବର୍ଷା 

କିଛି ଘଣ୍ଟାରେ ପ୍ରବଳ ବର୍ଷା 

Mar-21-2026 05:06 PM IST
ଭୟଙ୍କର ହେଲା ଯୁଦ୍ଧ !ଭାରତ ମହାସାଗରେ ଘନଘନ ମିସାଇଲ ମାଡ଼…

ଭୟଙ୍କର ହେଲା ଯୁଦ୍ଧ !ଭାରତ ମହାସାଗରେ ଘନଘନ ମିସାଇଲ ମାଡ଼…

Mar-21-2026 05:02 PM IST
ପ୍ରତାପଙ୍କୁ ଶ୍ରୀମୟୀଙ୍କ ନିଶାନା, କହିଲେ କର୍ମଫଳ ଏଇଠି ଭୋଗିବାକୁ ହୁଏ

ପ୍ରତାପଙ୍କୁ ଶ୍ରୀମୟୀଙ୍କ ନିଶାନା, କହିଲେ କର୍ମଫଳ ଏଇଠି ଭୋଗିବାକୁ ହୁଏ

Mar-21-2026 04:58 PM IST
odisha.newsroom.in

ଏପ୍ରିଲ ପହିଲାରୁ ATM ରେ ଲାଗୁହେବ ନୂଆ ନିୟମ

Mar-21-2026 04:06 PM IST
odisha.newsroom.in

ସୋଫିଆଙ୍କ ଭବିଷ୍ୟତ ନେଇ ବଡ଼ ବୟାନ ଦେଲେ ମୋକିମ, କହିଲେ…

Mar-21-2026 02:09 PM IST
odisha.newsroom.in

ବଲିଉଡ ଇତିହାସରେ ସବୁଠୁ ବଡ଼ ରେକର୍ଡ କଲା ଧୁରନ୍ଧର-୨

Mar-21-2026 01:04 PM IST
  • About
  • Careers
  • Contact Us
Sunday, March 22, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆପଣଙ୍କ ଭାଗ୍ୟ

କ’ଣ ରହିଛି ଆଜିର ରାଶିଫଳ

by M M
Dec-05-2025 12:06 PM IST
in ଆପଣଙ୍କ ଭାଗ୍ୟ
0
କ’ଣ ରହିଛି ଆଜିର ରାଶିଫଳ
491
SHARES
1.4k
VIEWS
Share on FacebookShare on Twitter

ମେଷ: ଚାକିରି ବ୍ୟବସାୟର କାମ ନୂଆ କୌଶଳରେ ସମାପ୍ତ କରିପାରନ୍ତି। ଲୋକମାନଙ୍କ ପ୍ରତି ଆପଣଙ୍କ ବ୍ୟବହାର ଆପଣଙ୍କୁ ଲୋକପ୍ରିୟ କରିଦେବ। ଶିକ୍ଷାରେ ଛାତ୍ରଛାତ୍ରୀଙ୍କୁ ଭଲ ପରିଣାମ ମିଳିବ। ‌

ବୃଷ: ପରିଶ୍ରମ ଉଚିତ ଫଳ ପାଇବେ। ଆପଣଙ୍କ ଭିତରେ ତ୍ୟାଗ ଓ ସହଯୋଗର ଭାବନା ରହିବ। ପେସାଦାର ବ୍ୟବସାୟୀ କୌଣସି ଅନ୍ୟ କଂପାନି ସହିତ ଭାଗୀଦାରି କରିପାରନ୍ତି। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ‌

ମିଥୁନ: ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ବେପାରରେ ଭଲ ପ୍ରଗତି ହେବ। ରାଜନୀତିରେ ଥିବା ଲୋକ କୌଣସି ସମାରୋହକୁ ଯିବାର ଅବସର ପାଇବେ।

କର୍କଟ: ଭୁଲ ଠିକର ପାର୍ଥକ୍ୟ ବୁଝି ଉଚିତ ନିର୍ଣ୍ଣୟ ନିଅନ୍ତୁ। ଜମିରେ ନିବେଶ ପାଇଁ ଭଲ ଦିନଟିଏ। ପରିବାରରେ କୌଣସି ସମାରୋହରେ ପଇସା ଖର୍ଚ୍ଚ ହେବ। ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବ।

ସିଂହ: ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ। ସମସ୍ତଙ୍କୁ ସାଥୀରେ ନେଇ ଚାଲନ୍ତୁ ସଫଳତା ପାଇବେ। ସରକାରୀ କ୍ଷେତ୍ରରେ ଲାଭ ଯୋଗ ଅଛି। ବୈବାହିକ ଜୀବନରେ ପ୍ରସନ୍ନତା ରହିବ।

କନ୍ୟା: ଭାଗୀଦାରିରେ କୌଣସି କାମ ଆରମ୍ଭ କରି ପାରନ୍ତି। ଦାମ୍ପତ୍ୟ ଜୀବନରେ ସୁଖ ଅନୁଭୂତି ହେବ। ଭ୍ରମଣ ପାଇଁ ଯୋଜନା କରିପାରନ୍ତି। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

ତୁଳା: ଆପଣଙ୍କର ସଚ୍ଚୋଟପଣିଆ ପ୍ରତ୍ୟେକ ଜାଗାରେ ଆଲୋଚନା ହେବ। ଜମି ସଂପର୍କିତ ବ୍ୟବସାୟରେ ବଡ଼ ଡ଼ିଲ୍ ହୋଇପାରେ। ପରିବାର ସହିତ ସଦଭାବନାପୂର୍ବକ ସମୟ ଅତିବାହିତ କରିବେ।

ବିଛା: ରାଜନୀତି ଓ ଜନକଲ୍ୟାଣ କାର୍ଯ୍ୟ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ଅଫିସରେ ଆପଣଙ୍କ କାମକୁ କତୃପକ୍ଷ ପ୍ରଶଂସା କରିବେ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ: ଆପଣଙ୍କର ବିଶ୍ବାସ ବଳରେ ବହୁତ କିଛି କରିପାରିବେ। ସାମାଜିକ କାର୍ଯ୍ୟ ଲାଗି ଆପଣଙ୍କୁ ସମ୍ମାନ ମିଳିବ। ପାରିବାରିକ ପରିବେଶ ଧାର୍ମିକ ଓ ଶାନ୍ତିପୂର୍ଣ୍ଣ ରହିବ। ପ୍ରେମ ଜୀବନ ମଧୁର ହେବ।

ମକର: କାର୍ଯ୍ୟକ୍ଷେତ୍ରରେ ବିଶେଷ ସଫଳତା ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରସିଦ୍ଧି ମିଳିବ। କୌଣସି ମକଦ୍ଦମାର ଫଇସଲା ଆପଣଙ୍କ ପକ୍ଷରେ ଆସିବ।

କୁମ୍ଭ: ଆପଣଙ୍କର ନିତିଦିନିଆ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବେ। ବ୍ୟବସାୟରେ କୌଣସି ଉଚ୍ଚଅଧିକାରୀଙ୍କ ସହାୟତା ନେଇପାରନ୍ତି। ଜୀବନସାଥୀ ସହିତ ସମ୍ବନ୍ଧରେ ନୂତନତ୍ବ ଆସିବ।

ମୀନ: ଆପଣଙ୍କ ଜୀବନ ଓ ଜୀବିକା ପାଇଁ ଦିନଟି ଭଲ।  କାର୍ଯ୍ୟକ୍ଷେତ୍ରରେ ସଫଳତାର ଶିଖରରେ ପହଞ୍ଚିବେ। ପରୀକ୍ଷାର ଫଳ ଆପଣଙ୍କ ଆଶାନୁରୂପ ଆସିବ। ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ପୂର୍ଣ୍ଣ ରହିବ।

Share196Tweet123
M M

M M

ଆଜିର ପାଗ

Bhubaneswar
March 22, 2026, 7:44 PM
 

S
Partly cloudy
26°C
3.1 m/s
Apparent: 28°C
Pressure: 1011 mb
Humidity: 90%
Winds: 3.1 m/s S
Windgusts: 7.9 m/s
UV-Index: 0
Precip.: 0mm /13% / Rain
Sunrise: 5:48 AM
Sunset: 5:57 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
୪୮ ଘଣ୍ଟା ପରେ, ଇରାନର ଖେଳ ଖତମ୍

୪୮ ଘଣ୍ଟା ପରେ, ଇରାନର ଖେଳ ଖତମ୍

March 22, 2026
ସୁବାସିନୀଙ୍କ ପାଇଁ ଦଳ ଛାଡିଲେ ଏକାଧିକ ନେତା..

ସୁବାସିନୀଙ୍କ ପାଇଁ ଦଳ ଛାଡିଲେ ଏକାଧିକ ନେତା..

March 22, 2026
SCB ଅଗ୍ନିକାଣ୍ଡ: ମନ୍ତ୍ରୀପଦ ଛାଡ଼ିବେ ମହାଲିଙ୍ଗ ! 

SCB ଅଗ୍ନିକାଣ୍ଡ: ମନ୍ତ୍ରୀପଦ ଛାଡ଼ିବେ ମହାଲିଙ୍ଗ ! 

March 22, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom