• Latest
  • Trending
‘କାଲି ସନ୍ଧ୍ୟାରୁ ବର୍ଷା, ଆସୁଛି ବାତ୍ୟା

‘କାଲି ସନ୍ଧ୍ୟାରୁ ବର୍ଷା, ଆସୁଛି ବାତ୍ୟା

Oct-22-2024 05:52 PM IST

କୋହଭରା ପୋଷ୍ଟ କଲେ ରାଜୁ ଢୋଲକିଆଙ୍କ ପତ୍ନୀ; ମୋ ସ୍ୱାମୀଙ୍କୁ ପଚାରିଲନି

Nov-04-2025 05:16 PM IST
ରାଜନୀତିରେ ପରିବାରବାଦ, ଥରୁରଙ୍କ ମତକୁ ନେଇ ରାଜନୀତି ସରଗରମ

ରାଜନୀତିରେ ପରିବାରବାଦ, ଥରୁରଙ୍କ ମତକୁ ନେଇ ରାଜନୀତି ସରଗରମ

Nov-04-2025 04:21 PM IST
ଟ୍ରମ୍ପଙ୍କ ବଡ଼ ଦାବି: ପାକିସ୍ତାନ, ରୁଷ ଓ ଚୀନ୍ କରୁଛନ୍ତି ଗୁପ୍ତ ପରମାଣୁ ପରୀକ୍ଷଣ

ଟ୍ରମ୍ପଙ୍କ ବଡ଼ ଦାବି: ପାକିସ୍ତାନ, ରୁଷ ଓ ଚୀନ୍ କରୁଛନ୍ତି ଗୁପ୍ତ ପରମାଣୁ ପରୀକ୍ଷଣ

Nov-04-2025 04:04 PM IST
ନୂଆପଡ଼ା ଉପ-ନିର୍ବାଚନ:  ପ୍ରତିଷ୍ଠା ବଞ୍ଚାଇବାକୁ ତିନି ଦଳର ଜୋରଦାର ପ୍ରଚାର

ନୂଆପଡ଼ା ଉପ-ନିର୍ବାଚନ:  ପ୍ରତିଷ୍ଠା ବଞ୍ଚାଇବାକୁ ତିନି ଦଳର ଜୋରଦାର ପ୍ରଚାର

Nov-04-2025 09:38 AM IST
ବିହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରିବ ପ୍ରଚାର

ବିହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରିବ ପ୍ରଚାର

Nov-04-2025 09:03 AM IST
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Nov-04-2025 08:55 AM IST
ରାଷ୍ଟ୍ରନିର୍ମାଣରେ ନିଜକୁ ନିୟୋଜିତ କରିବି : ଅମର

ରାଷ୍ଟ୍ରନିର୍ମାଣରେ ନିଜକୁ ନିୟୋଜିତ କରିବି : ଅମର

Nov-03-2025 03:11 PM IST
ବିଜେଡିକୁ ‘ଟାଇଟନିକ୍’ ପରି ବୁଡ଼ାଇବାକୁ ଯୋଜନା ଚାଲିଛି”: ଶ୍ରୀମୟୀ ମିଶ୍ର

ବିଜେଡିକୁ ‘ଟାଇଟନିକ୍’ ପରି ବୁଡ଼ାଇବାକୁ ଯୋଜନା ଚାଲିଛି”: ଶ୍ରୀମୟୀ ମିଶ୍ର

Nov-03-2025 11:05 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Nov-03-2025 10:35 AM IST
ଭାରତୀୟ ମହିଳା କ୍ରିକେଟ୍ ଦଳ ସର୍ବପ୍ରଥମ ବିଶ୍ବକପ୍‌ ଜିତିଲା

ଭାରତୀୟ ମହିଳା କ୍ରିକେଟ୍ ଦଳ ସର୍ବପ୍ରଥମ ବିଶ୍ବକପ୍‌ ଜିତିଲା

Nov-03-2025 10:26 AM IST
  • About
  • Careers
  • Contact Us
Tuesday, November 4, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

‘କାଲି ସନ୍ଧ୍ୟାରୁ ବର୍ଷା, ଆସୁଛି ବାତ୍ୟା

ପବନର ବେଗ ୧୦୦ରୁ ୧୧୦ କିଲୋମିଟର

by M M
Oct-22-2024 05:52 PM IST
in ବଡ଼ ଖବର
0
‘କାଲି ସନ୍ଧ୍ୟାରୁ ବର୍ଷା, ଆସୁଛି ବାତ୍ୟା
491
SHARES
1.4k
VIEWS
Share on FacebookShare on Twitter

ଆସୁଛି ବାତ୍ୟା । ଆସନ୍ତା କାଲି ସଂଧ୍ୟାରୁ ଉପକୂଳ ଜିଲ୍ଲାରେ ବର୍ଷା ହେବ । ସେଥିପାଇଁ ସମସ୍ତ ପ୍ରସ୍ତତି ସରିଛି । ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ  ବାତ୍ୟାର ରୂପ ଜଣାପଡିବ। ଏହାପରେ ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ସକାଳେ ଆହୁରି ସିଭିୟର ହେବ । ବାତ୍ୟା ପ୍ରଭାବରେ ଆସନ୍ତାକାଲି ସନ୍ଧ୍ୟା ବା ରାତିରୁ ପାଗରେ ପରିବର୍ତ୍ତନ ହେବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି । ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ଓ ଝଟକା ପବନ ୧୨୦ କିଲୋମିଟର ଛୁଇଁପାରେ ବୋଲି ସେ କହିଛନ୍ତି

ଡିପ୍ରେସନ ଏବେ ପାରାଦୀପ ଉପକୂଳରୁ ୭୩୦ କିଲୋମିଟର ଦକ୍ଷିଣପୂର୍ବ, ପଶ୍ଚିମବଙ୍ଗ ସାଗର ଦ୍ବୀପରୁ ୭୭୯ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଓ ବାଂଲାଦେଶ ଖେପୁପରା ଉପକୂଳରୁ ୭୪୦ କିଲୋମିଟର ଦକ୍ଷିଁଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି।

ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ। ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ତାହା ବାତ୍ୟାର ରୂପ ନେବ। ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ବାତ୍ୟା ୨୪ ରାତି ଓ ୨୫ ସକାଳ ଭିତରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳର ପୁରୀରୁ ସାଗର ଦ୍ୱୀପ ଭିତରେ ଉପକୂଳ ଅତିକ୍ରମ କରିବ।

ବାତ୍ୟା ପାଇଁ ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୪ଟି ଜିଲ୍ଲାରେ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ବନ୍ଦ ରହିବ। ଏନେଇ ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Share196Tweet123
M M

M M

ଆଜିର ପାଗ

Bhubaneswar
November 4, 2025, 5:44 PM
 

NE
Mainly clear
26°C
0.9 m/s
Apparent: 26°C
Pressure: 1009 mb
Humidity: 79%
Winds: 0.9 m/s NE
Windgusts: 4.8 m/s
UV-Index: 0
Precip.: 0mm /0% / Rain
Sunrise: 5:49 AM
Sunset: 5:10 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

କୋହଭରା ପୋଷ୍ଟ କଲେ ରାଜୁ ଢୋଲକିଆଙ୍କ ପତ୍ନୀ; ମୋ ସ୍ୱାମୀଙ୍କୁ ପଚାରିଲନି

November 4, 2025
ରାଜନୀତିରେ ପରିବାରବାଦ, ଥରୁରଙ୍କ ମତକୁ ନେଇ ରାଜନୀତି ସରଗରମ

ରାଜନୀତିରେ ପରିବାରବାଦ, ଥରୁରଙ୍କ ମତକୁ ନେଇ ରାଜନୀତି ସରଗରମ

November 4, 2025
ଟ୍ରମ୍ପଙ୍କ ବଡ଼ ଦାବି: ପାକିସ୍ତାନ, ରୁଷ ଓ ଚୀନ୍ କରୁଛନ୍ତି ଗୁପ୍ତ ପରମାଣୁ ପରୀକ୍ଷଣ

ଟ୍ରମ୍ପଙ୍କ ବଡ଼ ଦାବି: ପାକିସ୍ତାନ, ରୁଷ ଓ ଚୀନ୍ କରୁଛନ୍ତି ଗୁପ୍ତ ପରମାଣୁ ପରୀକ୍ଷଣ

November 4, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom