• Latest
  • Trending
ଦଶହରାରେ ମିଳିବ ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା

ଦଶହରାରେ ମିଳିବ ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା

Sep-29-2024 06:13 PM IST
ବେଇମାନି ଆଖ୍ୟାରୁ ବର୍ତ୍ତିବା ପାଇଁ ଜୟ ମିଛ କହୁଛନ୍ତି: ବିଜେଡି

ବେଇମାନି ଆଖ୍ୟାରୁ ବର୍ତ୍ତିବା ପାଇଁ ଜୟ ମିଛ କହୁଛନ୍ତି: ବିଜେଡି

Nov-04-2025 07:17 PM IST
ବିଳାସପୁରରେ ମେମୁ ସହ ମାଲଗାଡ଼ି ମୁହାଁମୁହିଁ ଧକ୍କା: ଛଅ ଯାତ୍ରୀ ମୃତ

ବିଳାସପୁରରେ ମେମୁ ସହ ମାଲଗାଡ଼ି ମୁହାଁମୁହିଁ ଧକ୍କା: ଛଅ ଯାତ୍ରୀ ମୃତ

Nov-04-2025 06:51 PM IST

ନବୀନ କାହାକୁ କହିଲେ ବେଇମାନ ?

Nov-04-2025 06:31 PM IST
ବିମାନ ଟିକେଟ୍ ବାତିଲ୍ ପାଇଁ ୪୮ ଘଣ୍ଟାର ‘ଲୁକ୍-ଇନ୍-ଅପ୍ସନ୍’ ପ୍ରସ୍ତାବ

ବିମାନ ଟିକେଟ୍ ବାତିଲ୍ ପାଇଁ ୪୮ ଘଣ୍ଟାର ‘ଲୁକ୍-ଇନ୍-ଅପ୍ସନ୍’ ପ୍ରସ୍ତାବ

Nov-04-2025 05:56 PM IST

କୋହଭରା ପୋଷ୍ଟ କଲେ ରାଜୁ ଢୋଲକିଆଙ୍କ ପତ୍ନୀ; ମୋ ସ୍ୱାମୀଙ୍କୁ ପଚାରିଲନି

Nov-04-2025 05:16 PM IST
ରାଜନୀତିରେ ପରିବାରବାଦ, ଥରୁରଙ୍କ ମତକୁ ନେଇ ରାଜନୀତି ସରଗରମ

ରାଜନୀତିରେ ପରିବାରବାଦ, ଥରୁରଙ୍କ ମତକୁ ନେଇ ରାଜନୀତି ସରଗରମ

Nov-04-2025 04:21 PM IST
ଟ୍ରମ୍ପଙ୍କ ବଡ଼ ଦାବି: ପାକିସ୍ତାନ, ରୁଷ ଓ ଚୀନ୍ କରୁଛନ୍ତି ଗୁପ୍ତ ପରମାଣୁ ପରୀକ୍ଷଣ

ଟ୍ରମ୍ପଙ୍କ ବଡ଼ ଦାବି: ପାକିସ୍ତାନ, ରୁଷ ଓ ଚୀନ୍ କରୁଛନ୍ତି ଗୁପ୍ତ ପରମାଣୁ ପରୀକ୍ଷଣ

Nov-04-2025 04:04 PM IST
ନୂଆପଡ଼ା ଉପ-ନିର୍ବାଚନ:  ପ୍ରତିଷ୍ଠା ବଞ୍ଚାଇବାକୁ ତିନି ଦଳର ଜୋରଦାର ପ୍ରଚାର

ନୂଆପଡ଼ା ଉପ-ନିର୍ବାଚନ:  ପ୍ରତିଷ୍ଠା ବଞ୍ଚାଇବାକୁ ତିନି ଦଳର ଜୋରଦାର ପ୍ରଚାର

Nov-04-2025 09:38 AM IST
ବିହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରିବ ପ୍ରଚାର

ବିହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରିବ ପ୍ରଚାର

Nov-04-2025 09:03 AM IST
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Nov-04-2025 08:55 AM IST
  • About
  • Careers
  • Contact Us
Wednesday, November 5, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଦଶହରାରେ ମିଳିବ ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା

by M M
Sep-29-2024 06:13 PM IST
in ବଡ଼ ଖବର, ରାଜ୍ୟ
0
ଦଶହରାରେ ମିଳିବ ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା
491
SHARES
1.4k
VIEWS
Share on FacebookShare on Twitter

ଦଶହରାରେ ମିଳିବ ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା  । ଆସନ୍ତା ୯ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ । ଗତ ୧୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଶୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତାରେ ଆସି ଯୋଜନାର ଶୁଭାରମ୍ଭ କରିବା ସହ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇଥିଲେ । ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ହିତାଧିକାରୀ ୫ ହଜାର ଲେଖାଏଁ ଟଙ୍କା ପାଇଥିଲେ । ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ୫ ବର୍ଷରେ ୧୦ଟି କିସ୍ତିରେ ମିଳିବ ମୋଟ ୫୦ ହଜାର ଟଙ୍କା । ଗତ ୧୭ ତାରିଖରେ ସୁଭଦ୍ରା ଯୋଜନାରେ ପ୍ରଥମ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯାଇଥିଲା । ଉକ୍ତ ଦିନ ୨୫ ଲକ୍ଷ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୫ ହଜାର ଲେଖାଏଁ ଟଙ୍କା ଯାଇଥିଲା । ଦଶହରା ସମୟରେ ଆସନ୍ତା ୯ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ । ଏନେଇ ଉପ ମୁଖମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି । ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟିଏଲ୍ ମାଧ୍ୟମରେ ଟଙ୍କା ଯିବ ।

 

Share196Tweet123
M M

M M

ଆଜିର ପାଗ

Bhubaneswar
November 5, 2025, 12:05 AM
 

WNW
Partly cloudy
22°C
1.1 m/s
Apparent: 25°C
Pressure: 1009 mb
Humidity: 84%
Winds: 1.1 m/s WNW
Windgusts: 4.8 m/s
UV-Index: 0
Precip.: 0mm /0% / Rain
Sunrise: 5:49 AM
Sunset: 5:10 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ବେଇମାନି ଆଖ୍ୟାରୁ ବର୍ତ୍ତିବା ପାଇଁ ଜୟ ମିଛ କହୁଛନ୍ତି: ବିଜେଡି

ବେଇମାନି ଆଖ୍ୟାରୁ ବର୍ତ୍ତିବା ପାଇଁ ଜୟ ମିଛ କହୁଛନ୍ତି: ବିଜେଡି

November 4, 2025
ବିଳାସପୁରରେ ମେମୁ ସହ ମାଲଗାଡ଼ି ମୁହାଁମୁହିଁ ଧକ୍କା: ଛଅ ଯାତ୍ରୀ ମୃତ

ବିଳାସପୁରରେ ମେମୁ ସହ ମାଲଗାଡ଼ି ମୁହାଁମୁହିଁ ଧକ୍କା: ଛଅ ଯାତ୍ରୀ ମୃତ

November 4, 2025

ନବୀନ କାହାକୁ କହିଲେ ବେଇମାନ ?

November 4, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom