• Latest
  • Trending
ଦେବେନ୍ଦ୍ର ହେଲେ ମୁଖ୍ୟମନ୍ତ୍ରୀ, ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ

ଦେବେନ୍ଦ୍ର ହେଲେ ମୁଖ୍ୟମନ୍ତ୍ରୀ, ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ

Dec-05-2024 06:17 PM IST
କଣ ରହିଛି ଆଜିର ରାଶିଫଳ

କଣ ରହିଛି ଆଜିର ରାଶିଫଳ

Dec-25-2025 09:36 AM IST
ଲଣ୍ଡନରେ ଓଡ଼ିଆ ପ୍ରବାସୀ ଶ୍ୱେତା ମହାନ୍ତି ଓ ପାର୍ଥସାରଥୀ ପଣ୍ଡାଙ୍କ ପ୍ରୟାସ: ଆୟୋଜିତ ହେଲା ‘ମୋଦୀ ୩.୦’ କଳା ପ୍ରଦର୍ଶନୀ

ଲଣ୍ଡନରେ ଓଡ଼ିଆ ପ୍ରବାସୀ ଶ୍ୱେତା ମହାନ୍ତି ଓ ପାର୍ଥସାରଥୀ ପଣ୍ଡାଙ୍କ ପ୍ରୟାସ: ଆୟୋଜିତ ହେଲା ‘ମୋଦୀ ୩.୦’ କଳା ପ୍ରଦର୍ଶନୀ

Dec-25-2025 09:20 AM IST
ଆଜି ମଧ୍ୟରାତ୍ରିରେ ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ

ଆଜି ମଧ୍ୟରାତ୍ରିରେ ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ

Dec-24-2025 09:09 AM IST

ଆଜିଠୁ ଆରମ୍ଭ ହେଉଛି ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ,ମଥୁରା ନଗରୀ ସାଜିଛି ବରଗଡ଼

Dec-24-2025 08:57 AM IST
ଆଦିବାସୀଙ୍କ ଜମିପଟ୍ଟା ଓଡ଼ିଆ ଓ ଇଂରାଜୀରେ ଲେଖାଯିବ : ମୁଖ୍ୟମନ୍ତ୍ରୀ

ଆଦିବାସୀଙ୍କ ଜମିପଟ୍ଟା ଓଡ଼ିଆ ଓ ଇଂରାଜୀରେ ଲେଖାଯିବ : ମୁଖ୍ୟମନ୍ତ୍ରୀ

Dec-24-2025 08:43 AM IST
କଣ ରହିଛି ଆଜିର ରାଶିଫଳ

କଣ ରହିଛି ଆଜିର ରାଶିଫଳ

Dec-24-2025 08:33 AM IST
ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଥିବା ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ମିଳିବ ଟଙ୍କା, ବୃହତ ଜମାକାରୀ ଚିନ୍ତାରେ

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଥିବା ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ମିଳିବ ଟଙ୍କା, ବୃହତ ଜମାକାରୀ ଚିନ୍ତାରେ

Dec-23-2025 03:30 PM IST

ଗ୍ୟାସ୍ ଚାମ୍ବର ପାଲଟିଛି ଦିଲ୍ଲୀ, ବିପଦ ସଙ୍କେତ ଦେଉଛି ଭୁବନେଶ୍ୱର

Dec-23-2025 02:10 PM IST
ନୂଆଦିଲ୍ଲୀ ଭିସା ସେଣ୍ଟର ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ ଭିସା ସେଣ୍ଟର ବନ୍ଦ କଲା ବାଂଲାଦେଶ

Dec-23-2025 09:22 AM IST
କ’ଣ କହୁଛି ଆପଣଙ୍କ ଭାଗ୍ୟ

କ’ଣ କହୁଛି ଆପଣଙ୍କ ଭାଗ୍ୟ

Dec-23-2025 09:04 AM IST
  • About
  • Careers
  • Contact Us
Friday, December 26, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home Uncategorized

ଦେବେନ୍ଦ୍ର ହେଲେ ମୁଖ୍ୟମନ୍ତ୍ରୀ, ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ

by M M
Dec-05-2024 06:17 PM IST
in Uncategorized
0
ଦେବେନ୍ଦ୍ର ହେଲେ ମୁଖ୍ୟମନ୍ତ୍ରୀ, ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ
491
SHARES
1.4k
VIEWS
Share on FacebookShare on Twitter

ତୃତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡନାବୀସ। ମହାରାଷ୍ଟ୍ର ରାଜ୍ୟପାଳ ସି. ପି. ରାଧାକୃଷ୍ଣନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

ତାଙ୍କ ସହ ଶିବସେନା ନେତା ଏକନାଥ ସିନ୍ଦେ ଏବଂ ଏନସିପି ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ଶପଥଗ୍ରହଣ ସମାରୋହ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନୀଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝି, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମଧ୍ୟ ଏହି ସମାରୋହରେ ଯୋଗଦେଇଥିଲେ ।

Share196Tweet123
M M

M M

ଆଜିର ପାଗ

Bhubaneswar
December 26, 2025, 4:26 AM
 

NE
Partly cloudy
15°C
1.1 m/s
Apparent: 17°C
Pressure: 1015 mb
Humidity: 96%
Winds: 1.1 m/s NE
Windgusts: 5.7 m/s
UV-Index: 0
Precip.: 0mm /0% / Rain
Sunrise: 6:19 AM
Sunset: 5:14 PM
© 2025 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
କଣ ରହିଛି ଆଜିର ରାଶିଫଳ

କଣ ରହିଛି ଆଜିର ରାଶିଫଳ

December 25, 2025
ଲଣ୍ଡନରେ ଓଡ଼ିଆ ପ୍ରବାସୀ ଶ୍ୱେତା ମହାନ୍ତି ଓ ପାର୍ଥସାରଥୀ ପଣ୍ଡାଙ୍କ ପ୍ରୟାସ: ଆୟୋଜିତ ହେଲା ‘ମୋଦୀ ୩.୦’ କଳା ପ୍ରଦର୍ଶନୀ

ଲଣ୍ଡନରେ ଓଡ଼ିଆ ପ୍ରବାସୀ ଶ୍ୱେତା ମହାନ୍ତି ଓ ପାର୍ଥସାରଥୀ ପଣ୍ଡାଙ୍କ ପ୍ରୟାସ: ଆୟୋଜିତ ହେଲା ‘ମୋଦୀ ୩.୦’ କଳା ପ୍ରଦର୍ଶନୀ

December 25, 2025
ଆଜି ମଧ୍ୟରାତ୍ରିରେ ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ

ଆଜି ମଧ୍ୟରାତ୍ରିରେ ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ

December 24, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom