• Latest
  • Trending
ନିଖୋଜ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ଗଳିତ ମୃତଦେହ ଉଦ୍ଧାର

ନିଖୋଜ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ଗଳିତ ମୃତଦେହ ଉଦ୍ଧାର

September 17, 2025
ଅର୍ଚ୍ଚନା ନାଗଙ୍କୁ ଆଇନଜୀବୀ ପେଶାରୁ ନିଲମ୍ବନ, ମିଥ୍ୟା ତଥ୍ୟ ଦେବା ଅଭିଯୋଗ

ଅର୍ଚ୍ଚନା ନାଗଙ୍କୁ ଆଇନଜୀବୀ ପେଶାରୁ ନିଲମ୍ବନ, ମିଥ୍ୟା ତଥ୍ୟ ଦେବା ଅଭିଯୋଗ

September 17, 2025

ସ୍ବାସ୍ଥ୍ୟସେବାର ବିକେନ୍ଦ୍ରୀକରଣ ଆବଶ୍ୟକ

September 16, 2025
ସୁଭଦ୍ରା ଅଭିଯୋଗ ପୋର୍ଟାଲ ଆରମ୍ଭ

ସୁଭଦ୍ରା ଅଭିଯୋଗ ପୋର୍ଟାଲ ଆରମ୍ଭ

September 15, 2025
ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ପାଇଁ ରାଜ୍ୟସ୍ତରୀୟ କର୍ମଶାଳା

ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ପାଇଁ ରାଜ୍ୟସ୍ତରୀୟ କର୍ମଶାଳା

September 15, 2025

ସୁଭଦ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ପାଳିବ “ଧନ୍ୟବାଦ ମୋଦି” ଉତ୍ସବ

September 15, 2025

ବ୍ୟାପକ ଇଭି ବ୍ୟବହାର ଏବଂ ସବୁଜ ପଦକ୍ଷେପକୁ ଗୁରୁତ୍ୱ ଦେବା ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

September 15, 2025
ଆଇଆଇଟି ଭୁବନେଶ୍ୱର ପକ୍ଷରୁ “ଚିନି, ଲୁଣ ଏବଂ ତେଲର ବ୍ୟବହାର ହ୍ରାସ କରିବା” ଶୀର୍ଷକ ବକ୍ତବ୍ୟ ଆୟୋଜିତ

ଆଇଆଇଟି ଭୁବନେଶ୍ୱର ପକ୍ଷରୁ “ଚିନି, ଲୁଣ ଏବଂ ତେଲର ବ୍ୟବହାର ହ୍ରାସ କରିବା” ଶୀର୍ଷକ ବକ୍ତବ୍ୟ ଆୟୋଜିତ

September 15, 2025
ପୁରୀରେ ଦ୍ୱିତୀୟ କୃଷି ବିଜ୍ଞାନ କେନ୍ଦ୍ର ସ୍ଥାପନ ପାଇଁ ବିଜେପି କୃଷକ ମୋର୍ଚ୍ଚାର ଦାବି

ପୁରୀରେ ଦ୍ୱିତୀୟ କୃଷି ବିଜ୍ଞାନ କେନ୍ଦ୍ର ସ୍ଥାପନ ପାଇଁ ବିଜେପି କୃଷକ ମୋର୍ଚ୍ଚାର ଦାବି

September 15, 2025
ଓଡ଼ିଶାରେ ବ୍ୟବସାୟକୁ ଜାତୀୟ ପରିଚୟ ଦେବା ପାଇଁ ଭଲ ସୁଯୋଗ ରହିଛି

ଓଡ଼ିଶାରେ ବ୍ୟବସାୟକୁ ଜାତୀୟ ପରିଚୟ ଦେବା ପାଇଁ ଭଲ ସୁଯୋଗ ରହିଛି

September 15, 2025
ମୋହନ ଭାଗବତ ଜୀଙ୍କୁ ଅଭିନନ୍ଦନ

ମୋହନ ଭାଗବତ ଜୀଙ୍କୁ ଅଭିନନ୍ଦନ

September 11, 2025
  • About
  • Careers
  • Contact Us
Wednesday, September 17, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ନିଖୋଜ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ଗଳିତ ମୃତଦେହ ଉଦ୍ଧାର

by M M
September 17, 2025
in ବଡ଼ ଖବର
0
ନିଖୋଜ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ଗଳିତ ମୃତଦେହ ଉଦ୍ଧାର
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱରରୁ ନିଖୋଜ ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଗଳିତ ମୃତଦେହ ବୁଧବାର ଅପରାହ୍ନରେ କେନ୍ଦୁଝର ଜିଲ୍ଲାର ଘଟଗାଁ ଅଞ୍ଚଳରୁ ଉଦ୍ଧାର ହୋଇଛି। ଜଙ୍ଗଲ ମଧ୍ୟରେ ଏକ ପରିତ୍ୟକ୍ତ ସ୍ଥାନରୁ ଜେସିବି ସାହାଯ୍ୟରେ ମୃତଦେହ ଉଦ୍ଧାର କରାଯାଇଛି।

ମୃତଦେହଟି ସିମେଣ୍ଟ ଅଖା ଭିତରେ ବନ୍ଧା ଅବସ୍ଥାରେ ମିଳିଥିବା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହା ଉଠାଯାଇଛି। ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହଙ୍କ କହିବା ଅନୁସାରେ, ଶୁଭମିତ୍ରା ୬ ସେପ୍ଟେମ୍ବରରୁ ଡ୍ୟୁଟିରେ ଥିଲେ। ୭ ତାରିଖରୁ ତାଙ୍କ ନିଖୋଜ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା। ତଦନ୍ତ ଆରମ୍ଭ ପରେ ପୁଲିସ ଜାଣିବାକୁ ପାଇଥିଲା ଯେ, ଶୁଭମିତ୍ରା ଶେଷଥର ଦୀପକ ରାଉତଙ୍କ ସହ ଯୋଗାଯୋଗରେ ଥିଲେ।

ଏହା ଆଧାରରେ ଦୀପକଙ୍କ ଉପରେ ସନ୍ଦେହ ହୋଇଥିଲା। ପ୍ରମାଣ ସଂଗ୍ରହ ପରେ ଦୀପକଙ୍କୁ ଗିରଫ କରାଯାଇଛି। ସେ ହତ୍ୟା ପରେ ନିଜେ ବା ସହଯୋଗୀଙ୍କ ସାହାଯ୍ୟରେ ମୃତଦେହ ଲୁଚାଇଥିବା ଜଣାପଡ଼ିଛି। କମିସନରଙ୍କ କହିବା ମୁତାବକ, ଦୀପକ ଶୁଭମିତ୍ରାଙ୍କଠାରୁ ପୂର୍ବରୁ ୧୦ ଲକ୍ଷ ଟଙ୍କା ଧାର ନେଇଥିଲେ। ଏହି ଟଙ୍କା ଫେରାଇବା ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା, ଯାହା ହତ୍ୟାର କାରଣ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ଏହା ସହିତ, ଶୁଭମିତ୍ରାଙ୍କ ନାମରେ ୧ କୋଟି ଟଙ୍କାର ବୀମା ଥିବା ଜଣାପଡ଼ିଛି। ଏହି ଟଙ୍କା ହଡ଼ପ କରିବା ଉଦ୍ଦେଶ୍ୟରେ ମଧ୍ୟ ହତ୍ୟା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

ତଦନ୍ତ ଜାରି ରହିଛି। ସୂଚନାଯୋଗ୍ୟ, ୬ ସେପ୍ଟେମ୍ବରରେ ଶୁଭମିତ୍ରା ଡିସିପି କାର୍ଯ୍ୟାଳୟରେ ଡ୍ୟୁଟି କରି ସନ୍ଧ୍ୟା ୭ଟାରେ ଭଡ଼ା ଘରକୁ ଫେରିଥିଲେ। ଏହାପରେ ତାଙ୍କ ମୋବାଇଲ୍ ବନ୍ଦ ହୋଇଯାଇଥିଲା। ଦୁଇ ଦିନ ଯୋଗାଯୋଗ ନହେବାରୁ ତାଙ୍କ ପିତା କ୍ୟାପିଟାଲ ଥାନାରେ ନିଖୋଜ ଅଭିଯୋଗ ଦାଖଲ କରିଥିଲେ। ତଦନ୍ତରେ କଲ୍ ଡିଟେଲ୍ସ ଆଧାରରେ ଦୀପକଙ୍କ ସମ୍ପୃକ୍ତି ଜଣାପଡ଼ିଥିଲା। ଦୀର୍ଘ ଜେରା ପରେ ସେ ଅପରାଧ ସ୍ୱୀକାର କରିଥିଲେ। ସେ କହିଛନ୍ତି, ଭୁବନେଶ୍ୱରରେ ତଣ୍ଟି ଚିପି ହତ୍ୟା କରି ମୃତଦେହକୁ କେନ୍ଦୁଝର ନେଇଥିଲେ। ହତ୍ୟାରେ ବ୍ୟବହୃତ କାର ଜବତ କରାଯାଇ କ୍ୟାପିଟାଲ ଥାନା ପୁଲିସ ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଦୀପକ ଗିରଫ ହୋଇଛନ୍ତି।

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ନିଖୋଜ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ଗଳିତ ମୃତଦେହ ଉଦ୍ଧାର

ନିଖୋଜ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ଗଳିତ ମୃତଦେହ ଉଦ୍ଧାର

September 17, 2025
ଅର୍ଚ୍ଚନା ନାଗଙ୍କୁ ଆଇନଜୀବୀ ପେଶାରୁ ନିଲମ୍ବନ, ମିଥ୍ୟା ତଥ୍ୟ ଦେବା ଅଭିଯୋଗ

ଅର୍ଚ୍ଚନା ନାଗଙ୍କୁ ଆଇନଜୀବୀ ପେଶାରୁ ନିଲମ୍ବନ, ମିଥ୍ୟା ତଥ୍ୟ ଦେବା ଅଭିଯୋଗ

September 17, 2025

ସ୍ବାସ୍ଥ୍ୟସେବାର ବିକେନ୍ଦ୍ରୀକରଣ ଆବଶ୍ୟକ

September 16, 2025

Weather

Bhubaneswar
September 17, 2025, 3:42 pm
 

S
Overcast
27°C
1.1 m/s
Apparent: 33°C
Pressure: 1008 mb
Humidity: 93%
Winds: 1.1 m/s S
Windgusts: 7.4 m/s
UV-Index: 0
Precip.: 0mm /43% / Rain
Sunrise: 5:34 am
Sunset: 5:47 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom