• Latest
  • Trending
ବଦଳିଲେ ଏସପି, ଜିଲ୍ଲାପାଳ

ବଦଳିଲେ ଏସପି, ଜିଲ୍ଲାପାଳ

June 30, 2025
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଗର୍ଜିଲା କଂଗ୍ରେସ

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଗର୍ଜିଲା କଂଗ୍ରେସ

June 30, 2025
ବିଜେପି ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ

ବିଜେପି ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ

June 30, 2025
ଭୁବନେଶ୍ବର ମହାନଗର ନିଗମ ଅଫିସରେ ଅଧିକାରୀଙ୍କୁ ମାଡ଼ ; ଧାରଣାରେ ବସିଲେ କର୍ମଚାରୀ

ଭୁବନେଶ୍ବର ମହାନଗର ନିଗମ ଅଫିସରେ ଅଧିକାରୀଙ୍କୁ ମାଡ଼ ; ଧାରଣାରେ ବସିଲେ କର୍ମଚାରୀ

June 30, 2025
ଲିଡ୍‌ସ ଲଢ଼େଇରେ ଜିତିଲା ଇଂଲଣ୍ଡ

ଲିଡ୍‌ସ ଲଢ଼େଇରେ ଜିତିଲା ଇଂଲଣ୍ଡ

June 25, 2025
ମହାକାଶଯାତ୍ରାରେ ଶୁଭାଂଶୁ ଶୁକ୍ଲା

ମହାକାଶଯାତ୍ରାରେ ଶୁଭାଂଶୁ ଶୁକ୍ଲା

June 25, 2025
ଆକାଶରେ ଅଦୃଶ୍ୟ ଯୁଦ୍ଧ ବିମାନ-ବି-2

ଆକାଶରେ ଅଦୃଶ୍ୟ ଯୁଦ୍ଧ ବିମାନ-ବି-2

June 24, 2025

June 20, 2025

ଆସୁଛନ୍ତି ମୋଦୀ: 2 ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ

June 20, 2025
ଆସନ୍ତାକାଲି ଦିନ ୧୦ଟାରେ ଚିକିତ୍ସା ପାଇଁ ମୁମ୍ବାଇ ବାହାରିବେ ନବୀନ

ଆସନ୍ତାକାଲି ଦିନ ୧୦ଟାରେ ଚିକିତ୍ସା ପାଇଁ ମୁମ୍ବାଇ ବାହାରିବେ ନବୀନ

June 19, 2025
ଆୟାତୋଲ୍ଲା ଖେମିନିଙ୍କୁ ହତ୍ୟାକରିବା ପାଇଁ ଚାହୁଁଛି ଇସ୍ରାଏଲ

ଆୟାତୋଲ୍ଲା ଖେମିନିଙ୍କୁ ହତ୍ୟାକରିବା ପାଇଁ ଚାହୁଁଛି ଇସ୍ରାଏଲ

June 19, 2025
  • About
  • Careers
  • Contact Us
Monday, June 30, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ବଦଳିଲେ ଏସପି, ଜିଲ୍ଲାପାଳ

by newsroom
June 30, 2025
in ବଡ଼ ଖବର, ସର୍ବଶେଷ ଖବର
0
ବଦଳିଲେ ଏସପି, ଜିଲ୍ଲାପାଳ
491
SHARES
1.4k
VIEWS
Share on FacebookShare on Twitter

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ବେଳେ ଦଳାଚକଟା ଘଟିଥିଲା । ଦଳାଚକଟାରେ ତିନି ଜଣ ଭକ୍ତଙ୍କ ପ୍ରାଣହାନି ଘଟିଥିଲା । ଏହି ଘଟଣାରେ ବଦଳିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ତୁରନ୍ତ କାର୍ଯ୍ୟରେ ଯୋଗ ଦେଇଛନ୍ତି ନୂଆ ଜିଲ୍ଲାପାଳ ଚଞ୍ଚଳ ରାଣା। ଶ୍ରୀ ରାଣା ଆଜି ଶରଧାବାଲିରେ ପହଞ୍ଚି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ସେ କହିଛନ୍ତି, ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ରଥଯାତ୍ରା ଶୃଙ୍ଖଳିତ କରିବାକୁ ଉଦ୍ୟମ କରିବୁ। ଭକ୍ତମାନେ ଯେଭଳି ଏକ ସୁଖଦ ଅନୁଭୂତି ନେଇ ଫେରିବେ ତାହା ଆମେ ନିଶ୍ଚିତ କରିବୁ। ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳା ଆମର ପ୍ରାଥମିକତା ରହିବ ବୋଲି ସେ ଏହି ଅବସରରେ କହିଛନ୍ତି।
ରଥ ଟଣା ଦିନ ପ୍ରବଳ ଜନସମାଗମ ହୋଇଥିଲା । ପ୍ରଥମ ଦିନ ରଥ ଟଣା ହୋଇପାରିଲା ନାହିଁ । ଦ୍ବିତୀୟ ଦିନ ରଥ ଟଣା ହେଲା । କିନ୍ତୁ ରାତିରେ ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଲୋକଙ୍କ ଭିଡ଼ ଜମିଲା । ଏହି ସମୟରେ ବଡ଼ ଦାଣ୍ଡରେ ପୋଲିସ ନଥିଲେ । ଭୁବନେଶ୍ବର ରୁ ହଜାର ହଜାର ଦୁଇ ଚକିଆ, ଚାରି ଚକିଆ ଯାନ ପୁରୀକୁ ପ୍ରବେଶ କରିଥିଲା । ଲୋକ ସାରା ରାତି ମହାପ୍ରଭୁଙ୍କୁ ରଥ ଉପରେ ଦେଖିବାକୁ ଅପେକ୍ଷା କରିଥିଲେ । ପୁରୀ ରଥଯାତ୍ରା ୨୦୨୫ ସମୟରେ ଜୁନ ୨୯ ତାରିଖରେ ଶରଧାବାଲିରେ ଏକ ଦୁଃଖଦ ଦଳାଚକଟା ଘଟଣା ଘଟିଥିଲା । ଯାହା ଫଳରେ ତିନି ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା । ଅନେକ ଲୋକ ଆହତ ହୋଇଥିଲେ। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଲକ୍ଷାଧିକ ଭକ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଏକତ୍ରିତ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୈାଣସି ପଦକ୍ଷେପ ରାତିରେ ନିଆଯାଇନଥିଲା। ଭକ୍ତଙ୍କର ଉତ୍କଣ୍ଠା ଓ ବ୍ୟଗ୍ରତା ଯୋଗୁଁ ଭିଡ଼ ଅସମ୍ଭାଳ ହୋଇପଡ଼ିଥିଲା
ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ ହେଉଛି। ଦ୍ୱିତୀୟା ତିଥିରେ ନନ୍ଦିଘୋଷ ରଥ ଟଣା ହୋଇନଥିଲା । ଏହା ସହିତ, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାର ଅଭାବ ଦଳାଚକଟାକୁ ଆହୁରି ବଢ଼ାଇଥିଲା । ଲୋକମାନେ ବଡ଼ ଦାଣ୍ଡକୁ ପ୍ରବେଶ କରିଥିବା ବେଳେ ବାହାରକୁ ବାହାରିପାରିନଥିଲେ ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଭିଡ଼ ମଧ୍ୟରେ ଚାରମାଳ ନେଇ ଯାଇଥିବା ଦୁଇଟି ଟ୍ରକ ପଶିଥିଲା । ଯାହା ଠେଲାପେଲାକୁ ଆହୁରି ଜଟିଳ କରିଥିଲା। ଏହା ଘଟଣାକୁ ଆହୁରି ଭୟାବହ କରିଥିଲା। ରଥ ସମ୍ମୁଖରେ ପୋଲିସ କର୍ମୀଙ୍କ ଅନୁପସ୍ଥିତି ମଧ୍ୟ ଏହି ଅଘଟଣର ଏକ କାରଣ ଥିଲା। ପହୁଡ଼ ଖୋଲିବା ପରେ ଭିଡ଼ ଅସମ୍ଭାଳ ହୋଇଥିଲା । ଯାହା ନିୟନ୍ତ୍ରଣ କରିବାରେ ଅସୁବିଧା ହୋଇଥିଲା।

Share196Tweet123
newsroom

newsroom

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ସହଯୋଗୀଙ୍କ ଚକ୍ର ବ୍ୟୁହ; ମଝିରେ ଫସିଲା କଂଗ୍ରେସ

ସହଯୋଗୀଙ୍କ ଚକ୍ର ବ୍ୟୁହ; ମଝିରେ ଫସିଲା କଂଗ୍ରେସ

January 12, 2025
କେଉଁଠୁ ଟିକେଟ ପାଇବେ ଲେଖାଶ୍ରୀ ?

କେଉଁଠୁ ଟିକେଟ ପାଇବେ ଲେଖାଶ୍ରୀ ?

0
ପୁଅକୁ ଭୋଟ୍‌ ଦେବା ପାଇଁ କହିବି: ସୁର

ପୁଅକୁ ଭୋଟ୍‌ ଦେବା ପାଇଁ କହିବି: ସୁର

0
ବିଜେଡି ଛାଡ଼ିଲେ ପୂର୍ବତନ ଏମ୍‌ପି ପ୍ରଭାସ ସିଂ

ବିଜେଡି ଛାଡ଼ିଲେ ପୂର୍ବତନ ଏମ୍‌ପି ପ୍ରଭାସ ସିଂ

0
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଗର୍ଜିଲା କଂଗ୍ରେସ

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଗର୍ଜିଲା କଂଗ୍ରେସ

June 30, 2025
ବିଜେପି ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ

ବିଜେପି ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ

June 30, 2025
ବଦଳିଲେ ଏସପି, ଜିଲ୍ଲାପାଳ

ବଦଳିଲେ ଏସପି, ଜିଲ୍ଲାପାଳ

June 30, 2025

Weather

Bhubaneswar
June 30, 2025, 9:32 pm
 

SW
Overcast
26°C
0.6 m/s
Apparent: 32°C
Pressure: 998 mb
Humidity: 87%
Winds: 0.6 m/s SW
Windgusts: 5.6 m/s
UV-Index: 0
Precip.: 10.2mm /80% / Rain
Sunrise: 5:10 am
Sunset: 6:30 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom